Browsing Category
Breaking News
ମାର୍ଚ୍ଚ ୪ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଆସନ୍ତା ମାର୍ଚ୍ଚ ମାସ ୪ ତାରିଖରେ ରାଜ୍ୟର ୭୧୭ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପ୍ରବେଶିକା…
ଗୋଖାଦ୍ୟ ଦୁର୍ନୀତି ମାମଲା: ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କଲେ ରାଞ୍ଚି ସିବିଆଇ କୋର୍ଟ । ଦୋରନ୍ଦା ଟ୍ରେଜେରୀରୁ ବେଆଇନ୍ ଅର୍ଥ ଉଠାଣ ମାମଲାରେ ଦୋଷୀ ସାବ୍ୟସ୍ତ…
ସମଗ୍ର ବିଶ୍ୱକୁ ମୃତ୍ୟୁମୁଖକୁ ଠେଲିଦେବ କି ରୁଷ୍, ୟୁକ୍ରେନ୍ ଉପରେ ଆକ୍ରମଣ କଲେ ଜନ୍ମନେବ ତୃତୀୟ ବିଶ୍ୱଯୁଦ୍ଧ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱର ନଜର ବର୍ତ୍ତମାନ ରୁଷ୍ ଉପରେ ରହିଛି । ରୁଷ୍ ୟୁକ୍ରେନ ସୀମାରେ ୧.୩ ଲକ୍ଷ ସୈନିକ ଠୁଳ କରିବା ସହ ଟ୍ୟାଙ୍କ, ମିସାଇଲ ପରି ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ରହିଛି । ଏନେଇ ପୂର୍ବରୁ ଆମେରିକା…
୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର, ଜାଣନ୍ତୁ କିଏ କିଏ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ନୀତି ବିରୋଧରେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଦୁର୍ନୀତିଗ୍ରସ୍ତ ଓ ଅପରାଗଙ୍କ ବିରୋଧରେ ନେଉଛନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ । ଏହାରି ମଧ୍ୟରେ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ…
ଜୀବନକୁ ନାହିଁ ଭୟ, ୧୨ ମହଲାର ବାଲକୋନୀରୁ ତଳକୁ ଝୁଲି ଏକ୍ସରସାଇଜ୍ କରୁଛନ୍ତି ଯୁବକ; ଦେଖନ୍ତୁ ଭିଡିଓ
ଫରିଦାବାଦ୍: ଦୁନିଆରେ ଏପରି କିଛି ଲୋକ ରହିଛନ୍ତି ଯେଉଁ ମାନେ ନିଜର ଲୋକପ୍ରିୟତା ବଢ଼ାଇବା ପାଇଁ ଏବଂ ବିପଦଜନକ ଷ୍ଟଣ୍ଟ୍ ଆଦି କରିବାକୁ ଯାଇ ଅନେକ ସ୍ତରକୁ ଚାଲିଯାଉଛନ୍ତି । ଏହିଭଳି ଭିଡିଓ ସୋସିଆଲ୍ ମିଡିଆରେ ଅନେକ…
ବିଚ୍ ରାସ୍ତାରେ ଭିଣୋଇକୁ ଚପଲରେ ନିର୍ଧୁମ୍ ମାଡ଼, ସାମ୍ନାକୁ ଆସିଲା ଭିଡ଼ିଓ
ଦମୋହ: ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ ଜଣେ ଶାଳୀ ନିଜ ଭିଣୋଇକୁ ବିଚ୍ ରାସ୍ତାରେ ନିର୍ଧୁମ ପିଟିଛନ୍ତି । ଭିଣୋଇକୁ ନିଜ ଭଉଣୀର ହତ୍ୟାକାରୀ ଭାବି ଚପଲରେ ପିଟିଛନ୍ତି ଶାଳୀ । ମିଳିଥିବା ସୂଚନା ଅନୁସାରେ, ତାଙ୍କ ଭଉଣୀ…
ଟୁଇଟର୍ ରେ ଟ୍ରେଣ୍ଡ୍ କରୁଛି Boycott Chennai Super Kings, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଚେନ୍ନାଇ ସୁପର୍ କିଙ୍ଗସ୍ ଅର୍ଥାତ୍ ସିଏସକେଙ୍କୁ ସବୁଠାରୁ ଅଧିକ ଭଲ ପାଇବା ମିଳିଥାଏ । ଏହା କାରଣ ହେଲା ଏହି ଫ୍ରାଞ୍ଚାଇଜ୍ କ୍ରିକେଟ୍ କୁ ଖୁବ୍ ପସନ୍ଦ କରେ ଓ ଦ୍ୱିତୀୟରେ ଏହି ଟିମର ଅଧିନାୟକ ହେଉଛନ୍ତି…
ଅଟୋ ସେକ୍ଟରରେ ଲାଗୁ ହେବ PLI Scheme: ଦିଆଯିବ ସାଢ଼େ ସାତ ଲକ୍ଷ ଲୋକଙ୍କୁ ଚାକିରି
ନୂଆଦିଲ୍ଲୀ: ଜନସାଧାରଣଙ୍କ ପାଇଁ ବାହନ ପ୍ରସ୍ତୁତ କରୁଥିବା କମ୍ପାନୀମାନଙ୍କ ପକ୍ଷରୁ ଏକ ଶୁଭ ଖବର ଆସିଛି । ନିକଟରେ ଭାରି ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ୨୦ଟି ବାହନ ପ୍ରସ୍ତୁତକାରୀ କମ୍ପାନୀକୁ ପ୍ରଡକ୍ସନ ଲିଙ୍କଡ…
ଭୀଷଣ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା କାର୍, ୪ ଯବାନଙ୍କ ସମେତ ୫ ମୃତ
ଜୟପୁର: ରାଜସ୍ଥାନର ଜୟପୁରରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ଏକ ଫର୍ଚୁନର୍ କାର୍ ଖୁବ୍ ଜୋରରେ ଏକ ଗଛରେ ପିଟିହେବା ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ୪ଜଣ ପୋଲିସ୍ ଓ ଜଣେ ଅଭିଯୁକ୍ତ ରହିଥିଲେ ।…
କାହିଁକି ଚୁପ୍ ବସିଛି ପୋଲିସ, ଆଗକୁ ହଜାରେ ସୌମ୍ୟଙ୍କ ମୁଣ୍ଡ ଗଡ଼ିଲେ କିଏ ଦେବ ସେମାନଙ୍କୁ ନ୍ୟାୟ?
ନୂଆଦିଲ୍ଲୀ: ଯୁବ ବ୍ୟବସାୟୀ ତଥା ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁକୁ ନେଇ ଚାରିଆଡ଼ୁ ଉଠୁଛି ବିରୋଧର ସ୍ୱର । ସୋସିଆଲ ମିଡ଼ିଆରେ ଅଧିକାଂଶ ଲୋକ ସୌମ୍ୟଙ୍କ ପ୍ରେମିକା ସୋନାଲି ନନ୍ଦଙ୍କ ବିରୋଧରେ ବିଷୋଦଗାର…