Browsing Category

Breaking News

ସଚିନ ଏକ ଲକ୍ଷରୁ ଅଧିକ ରନ୍ ସଂଗ୍ରହ କରି ପାରିଥାନ୍ତେ: ଅଖତର

ନୂଆଦିଲ୍ଲୀ: ନିଜର ଆକ୍ରମଣାତ୍ମକ ବୋଲିଂରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇ ଦେଇଥିବା ପୂର୍ବତନ ପାକିସ୍ତାନୀ କ୍ରିକେଟର ସୋଏବ ଅଖତର ପୁଣି ଚର୍ଚ୍ଚାରେ । ଅନ୍ତର୍ଜାତୀୟ କ୍ରିକେଟ ନିୟମକୁ ନେଇ ସେ ଅଧିକାଂଶ ସମୟର…

ବଜେଟ୍ ପୂର୍ବରୁ ହଲୱାକୁ ଖାଇଦେଲା ଓମିକ୍ରନ୍: ସଂକ୍ରମଣ ପାଇଁ ବନ୍ଦ ହେଲା ‘ହଲୱା ସେରିମୋନୀ’

ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ପାଇଁ ସାଧାରଣ ଲୋକଙ୍କ ଜୀବନ ଧାରଣ ଶୈଳୀରେ ଅନେକ କିଛି ପରିବର୍ତ୍ତନ ଘଟିଛି । ତେବେ ଗତବର୍ଷ ବଜେଟ ଡିଜିଟାଲ ମାଧ୍ୟମରେ ଉପସ୍ଥାପିତ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ବହୁତ କିଛି…

ବରଣମାଳ ଫୋପାଡ଼ିବାରୁ ବର ଉପରେ ରାଗି ଯାଇ ବିବାହ କରିବାକୁ ମନା କରିଦେଲେ କନ୍ୟା

ନୂଆଦିଲ୍ଲୀ: ବରର ବ୍ୟବହାରରେ କନ୍ୟା ଅତିଷ୍ଠ ହୋଇ ବିବାହ କରିବାକୁ ମନା କରିଦେଲା କନ୍ୟା । ଏହିଭଳି ଏକ ଘଟଣା ଉତ୍ତରପ୍ରଦେଶର ଔରୟା ଜିଲ୍ଲାରୁ ସାମନାକୁ ଆସିଛି । କୌଣସି ଏକ କାରଣରୁ ବରଣମାଳ ସମୟରେ ବର ବେକରୁ ବରଣମାଳ…

ମହାରାଷ୍ଟ୍ର ବିଧାନସଭାରୁ ୧୨ ବିଜେପି ବିଧାୟକ ନିଲମ୍ବିତ ମାମଲା, ସୁପ୍ରିମକୋର୍ଟ ରଦ୍ଦ କଲେ ପ୍ରସ୍ତାବ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭାରୁ ନିଲମ୍ବିତ କରାଯାଇଥିବା ବିଜେପି ବିଧାୟକଙ୍କୁ ସୁପ୍ରିମକୋର୍ଟ ଏକ ରିଲିଫ୍ ଦେଇଛନ୍ତି । ୧୨ ବିଧାୟକଙ୍କୁ ଏକ ବର୍ଷ ମଧ୍ୟରେ ନିଲମ୍ବନକୁ ଅଣସାମ୍ବିଧାନିକ ଓ ମନମୁଖି କହି ରଦ୍ଦ…

ଶେଷରେ ଧରାପଡ଼ିଲା KBN ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶେଷରେ ଧରାପଡ଼ିଲା କେବିଏନ୍ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା । କିଛିଦିନ ପୂର୍ବରୁ କେବିଏନ୍ ଗ୍ରୁପର ସଦସ୍ୟମାନେ ବିଳମ୍ବିତ ରାତ୍ରିରେ ରାଜରାସ୍ତାରେ ଖଣ୍ଡା ବୁଲାଇ ଆତଙ୍କରାଜ ସୃଷ୍ଟି କରିଥିଲେ…

ବଳପୂର୍ବକ ମଥାରେ ସିନ୍ଦୁର ଦେଲା ଧରମ ଭାଇ, ତା’ପରେ ସାଙ୍ଗମାନଙ୍କ ସହ ମିଶି କଲା ଗଣଦୁଷ୍କର୍ମ

ସୁରଟ: ଗୁଜରାଟର ସୁରଟରରେ ଜଣେ ନାବାଳିକା ସହିତ ଗଣଦୁଷ୍କର୍ମର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ଅଭିଯୁକ୍ତ ଜଣକ ନାବାଳିକାଙ୍କ ଧରମ ଭାଇ ବୋଲି କୁହାଯାଉଛି । ପ୍ରଥମେ ସେ ନାବାଳିକାଙ୍କ ମଥାରେ…

ଆପଣଙ୍କ ନାମ-ଠିକଣାର କଣ କରିଥାନ୍ତି Ola, Uber ଓ Rapido ଆପ୍? ଜାଣିଲେ ଲାଗିବ ଝଟକା

ନୂଆଦିଲ୍ଲୀ: ଯଦି ଆପଣ ବି ଓଲା, ଉବର୍ ଓ ରାପିଡୋ ଭଳି ଆପ୍ ବ୍ୟବହାର କରୁଛନ୍ତି, ତାହେଲେ ଆପଣ ସାବଧାନ ହୋଇଯାଆନ୍ତୁ । ଏହି କମ୍ପାନୀ ଗୁଡ଼ିକ ଆପ୍ ଜରିଆରେ ନାମ ଓ ଠିକଣା ସମେତ ଆପଣଙ୍କର ଅନେକ ପ୍ରକାର ତଥ୍ୟ ଗୁପ୍ତ ଭାବରେ…

ଚୋରି ହୋଇଯାଇଥିବା ମୋବାଇଲର ସମସ୍ତ ଡାଟା ଆପଣ ଘରେ ବସି କରିପାରିବେ Delete, ଜାଣନ୍ତୁ ଏହାର ପ୍ରକ୍ରିୟା

ନୂଆଦିଲ୍ଲୀ: ଆଜିକାଲି ମୋବାଇଲ ସମସ୍ତଙ୍କ ଜୀବନର ଏକ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ କଥାବାର୍ତ୍ତା ଠାରୁ ଆରମ୍ଭ କରି ଫିଲ୍ମ ଦେଖିବା, ଆର୍ଥିକ ଟ୍ରାଞ୍ଜାକସନ କରିବା ପ୍ରତ୍ୟେକ ଜିନିଷ ମୋବାଇଲରେ ସମ୍ଭବ…

ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗା ବୁଡ଼ ବାରଣ

କୋଣାର୍କ(ଓଡ଼ିଶା ଭାସ୍କର): ଗତବର୍ଷ ପରି ଏବର୍ଷ ବି ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ଼ ପାଇଁ ବାରଣ ହୋଇଛି । ଫେବୃଆରୀ ୭ ମାଘ ସପ୍ତମୀ ଓ ଚନ୍ଦ୍ରଭାଗା ବୁଡ଼ ନେଇ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଐଶାନ୍ୟେଶ୍ୱର,…

ଆଖିରୁ ନେଇ ଇମ୍ୟୁନିଟିକୁ ଶକ୍ତିଶାଳୀ କରିବାରେ ସାହାର୍ଯ୍ୟ କରିଥାଏ ସବୁଜ ଟମାଟୋ, ଜାଣନ୍ତୁ ଅନ୍ୟ ଫାଇଦା

ଟମୋଟୋ ବା ବିଲାତି ଶରୀର ପାଇଁ ଅନ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ସାଧାରଣତଃ ଖାଦ୍ୟରେ ବ୍ୟବହୃତ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି, ସବୁଜ ଟମାଟୋ ବି ଶରୀର ପାଇଁ ଲାଭଦାୟକ ହୋଇଥାଏ । ସବୁଜ ଟମାଟୋ ପୋଷକ ତତ୍ତ୍ୱରେ…