fbpx
Browsing Category

Breaking News

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୦.୮୪ ଲକ୍ଷ ପାର

ନୂଆଦିଲ୍ଲୀ, ୨୩। ୪ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ୮୪ ହଜାର ୪୪୧ ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ କୋଟି ୫୩ ଲକ୍ଷ…

କୋଭିଡ ହସ୍ପିଟାଲରେ ଲାଗିଲା ନିଆଁ, ଚାଲିଗଲା ୧୨ ଜୀବନ

ମୁମ୍ବାଇ,୨୩ ।୪: କରୋନାର ଦ୍ୱିତୀୟ ଲହର ମାଡିଚାଲିଥିବା ବେଳେ ପଜିଟିଭ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହା ବ୍ୟତିତ ଅକ୍ସିଜେନ୍ ଅଭାବ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା କାରଣରୁ ମଧ୍ୟ ଅନେକ ରୋଗୀଙ୍କର ମୃତ୍ୟୁ…

ସାମାନ୍ୟ କମିଛି ତାତି ! ୪୦ ଡିଗ୍ରୀ ଉପରେ ରାଜ୍ୟର ୫ ସହର

ଭୁବନେଶ୍ୱର,୨୨ ।୪(ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବାରୁ ତାତିର ପ୍ରଭାବ ସାମାନ୍ୟ କମିଛି । ଆଜି ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ୪୧ ଡିଗ୍ରି ତାପମାତ୍ରା ସହ ଟିଟଲାଗଡ଼ ରାଜ୍ୟର…

‘ଟ୍ରିପଲ ମ୍ୟୁଟାଣ୍ଟ‘ ଭୂତାଣୁ କ’ଣ? ଯାହାକୁ ନେଇ ସତର୍କ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୨ ।୪(ଓଡିଶା ଭାସ୍କର):ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଛି ଟ୍ରିପଲ୍ ମ୍ୟୁଟାଣ୍ଟ କରୋନା ଭୂତାଣୁ । ପୂର୍ବରୁ ମହାରାଷ୍ଟ୍ରରେ ବ୍ୟାପିଥିବା ଡବଲ୍ ମ୍ୟୁଟାଣ୍ଟଠାରୁ ଏହା ଅଧିକ ସଂକ୍ରାମକ । ଏହା…

ପଶ୍ଚିମବଙ୍ଗରେ ମାଡିଚାଲିଛି ଟ୍ରିପଲ ମ୍ୟୁଟାଣ୍ଟ, ଫେରନ୍ତାଙ୍କ ପାଇଁ ୧୪ ଦିନ କ୍ୱାରେଣ୍ଟାଇନ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୨ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ…

ଚିନ୍ତା ବଢ଼ାଉଛି କରୋନା: ଭୁବନେଶ୍ୱରରୁ ଆଜି ପୁଣି ୫୯୦ ପଜିଟିଭ ଚିହ୍ନଟ,୧୩୯ ସୁସ୍ଥ

ଭୁବନେଶ୍ୱର,୨୨।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ୫୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ…

ପତଞ୍ଜଳି ଯୋଗପୀଠରେ ପଶିଲା କରୋନା: ୮୩ ପଜିଟିଭ୍‌, ବାବା ରାମଦେବଙ୍କର ହୋଇପାରେ ଟେଷ୍ଟ

ହରିଦ୍ୱାର,୨୨ ।୪: ଉତ୍ତରାଖଣ୍ଡରେ କରୋନାର ଦ୍ୱିତୀୟ ଲହରୀ ବଢି ବଢି ଚାଲିଛି । ଏବେ କରୋନା ପତଞ୍ଜଳି ଯୋଗପୀଠରେ ବି ପ୍ରବେଶ କରିଛି । ହରିଦ୍ୱାର ସ୍ଥିତ ପତଞ୍ଜଳିରେ ୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ…

ଏପ୍ରିଲ୍ ୨୮ରୁ କୋଭିଡ୍ ଟିକାକରଣ ପାଇଁ ନାମ ପଞ୍ଜିକରଣ

ନୂଆଦିଲ୍ଲୀ ୨୨ ।୪ (ଓଡିଶା ଭାସ୍କର) : କୋଭିଡ୍ ଟିକାକରଣ ପାଇଁ ତାରିଖ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏପ୍ରିଲ୍ ୨୮ରୁ ନାମ ପଞ୍ଜିକରଣ ହୋଇ ପାରିବ ବୋଲି ମୋଦି କହିଛନ୍ତି । ପ୍ରଥମେ ଏହା ଏପ୍ରିଲ ୨୪ ରେ ହେବା ନେଇ…

କାଲି ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ କରିବେ ଆଲୋଚନା

ନୂଆ ଦିଲ୍ଲୀ,୨୨/୦୪: ଦେଶରେ ଦ୍ରୁତ ଗତିରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବୃଦ୍ଧି ପାଇବାରେ ଲାଗିଛି  । ସେପଟେ ବିିଭିନ୍ନ ରାଜ୍ୟମାନଙ୍କରେ ଅକ୍ସିଜେନର ଅଭାବ ଦେଖାଦେଇଛି । ଏଭଳି ସ୍ଥିତିରେ ରାଜ୍ୟମାନେ କେନ୍ଦ୍ରକୁ…