Browsing Category
Breaking News
୪ ବର୍ଷର ଝିଅକୁ ରେପ୍ ପରେ ହତ୍ୟା: ୧୫ ଘଣ୍ଟାରେ ଗିରଫ, ୫ ମାସରେ ଅପରାଧୀକୁ ଫାଶୀଦଣ୍ଡ
ଜୟପୁର: ସାଢ଼େ ୪ ବର୍ଷର ନାବାଳିକାକୁ ଅପହରଣ କରି ବଳାକ୍ରାର ପରେ ନିର୍ମମ ହତ୍ୟା । ଏହି ମାମଲାରେ ୨୫ ବର୍ଷୀୟ ଅପରାଧକୁ ଫାଶୀଦଣ୍ଡ ଶୁଣାଇଛନ୍ତି ଜୟପୁରର ଏକ ସ୍ୱତନ୍ତ୍ର କୋର୍ଟ । ଓକିଲଙ୍କ କହିବା ମୁତାବକ, ଜୟପୁର…
କଂଗ୍ରେସ ହାଇକମାଣ୍ଡ ଦେଉନାହାନ୍ତି ଘରଭଡ଼ା: ବାକି ପଡ଼ିଛି ଲକ୍ଷାଧିକ ଟଙ୍କା
ନୂଆଦିଲ୍ଲୀ: ଦେଶରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ପରିବେଶ ଉଷ୍ମ ଥିବାବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ପଦାକୁ ଆସିଛି । କଂଗ୍ରେସର ଦଳର ଅଫିସ ଓ ସୋନିଆ ରହୁଥିବା…
ହିଜାବ ମାମଲା: ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ହିଜାବ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ହୋଇଥିଲା ଆବେଦନ । ତୁରନ୍ତ ଶୁଣାଣି ଦାବି କରି ସୁପ୍ରିମକୋର୍ଟରେ ମାମଲା ହୋଇଥିଲା । ସଠିକ୍…
ଆଜି ରାଜ୍ୟରୁ ୨୦ ଜଣଙ୍କ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଧୀରେଧୀରେ କରୋନା କମିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହୋଇଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ କୋଭିଡ୍…
ପୂର୍ବତନ MLAଙ୍କ ଦେହାନ୍ତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲାର ଜଣେ ପୂର୍ବତନ ବିଧାୟିକାଙ୍କ ପରଲୋକ ଘଟିଛି । ପୂର୍ବତନ ବିଧାୟିକା ରୋଶନି ସିଂଦେଓଙ୍କର ୮୨ ବର୍ଷ ବୟସରେ ପରଲୋକ ଘଟିଛି । ଶ୍ରୀମତୀ ସିଂଦେଓ ତାଙ୍କର ଭୁବନେଶ୍ୱରସ୍ଥିତ…
ନମ୍ବର ପ୍ଲେଟ୍ ନଥିବା କାରରୁ ମିଳିଲା EVM ମେସିନ୍, ତେଜିଲା ରାଜନୀତି
ଶାମଲି: ଉତ୍ତରପ୍ରଦେଶ କୈରାନାରେ ନମ୍ବର ପ୍ଲେଟ ନଥିବା କାରରୁ ଜବତ ହୋଇଛି ଇଭିଏମ ମେସିନ୍ । କାରରୁ ଇଭିଏମ ମେସିନ୍ ଜବତ ପରେ ହଙ୍ଗାମା ଆରମ୍ଭ ହୋଇଥିଲା । ଏହା ପରେ କୈରାନାରେ ସପାର ପ୍ରାର୍ଥୀ ନାହିଦ ହାସନଙ୍କ ଭଉଣୀ…
ସାଂସଦ ଓ ବିଧାୟକଙ୍କ ଅପରାଧିକ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ, ତାଲିକାରେ ଓଡ଼ିଶାର ୩୬୦ ଜଣଙ୍କ ନାମ
ନୂଆଦିଲ୍ଲୀ: ସାଂସଦ ଓ ବିଧାୟକଙ୍କ ବିରୋଧରେ ଦାୟର ହୋଇଥିବା ଅପରାଧିକ ମାମଲାଗୁଡ଼ିକର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ କରିଛନ୍ତି । ଗତ ୨୦୨୧ ମସିହା ଡିସେମ୍ବର ମାସ ୧ ତାରିଖ ସୁଦ୍ଧା ସାଂସଦ ଓ…
ଦେଶରେ କରୋନା ନେଲା ୬୫୭ ଜୀବନ
ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏବେ ପୁଣି ଏହାର ସଂଖ୍ୟା କମିବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮ ହଜାର ୭୭ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୫୭୨ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…
ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ADM
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ରାଜ୍ୟର ଆଉ ଜଣେ ବଡ଼ବାବୁ । ଲଗାତର ଦୁଇଦିନ ଧରି ଜଣେ ଆଇଆଇସି ଓ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍ କରିବା ପରେ ଆଜି ପାଳି ପଡ଼ିଛି ଜଣେ…