fbpx
Browsing Category

Breaking News

ଓଃ କି ତାତି ! ୩୯ ଡିଗ୍ରୀ ଉପରେ ରାଜ୍ୟର ୧୨ଟି ସହର

ଭୁବନେଶ୍ୱର,୨୩ ।୩(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ ଘଣ୍ଟାରେ ମଧ୍ୟରେ ୧୨ଟି ସହରର ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିଛି । ବୌଦ୍ଧରେ ସର୍ବାଧିକ ୪୧ ଡିଗ୍ରୀ…

ସୁନା ମୂଲ୍ୟ କମିବାରେ ଲାଗିଛି, ଜାଣନ୍ତୁ କେତେ ହେଲା ଶସ୍ତା

ନୂଆଦିଲ୍ଲୀ, ୨୩ା୩: ସୁନା ମୂଲ୍ୟରେ ଅହେତୁକ ହ୍ରାସ ଘଟିଛି । ବର୍ତ୍ତମାନ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୫ ହଜାର ଟଙ୍କା ରହିଥିବା ଜଣାପଡ଼ିଛି । ପୂର୍ବ ସପ୍ତାହରେ ସୁନାର ଦାମ ୧୦ ଗ୍ରାମ ପିଛା ୪୪ ହଜାର ୭୫୦ ରହିଥିବା…

ରାଜ୍ୟରେ ୧୧୩ କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, ୨୩ ।୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୧୧୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୭ ଓ ସ୍ଥାନୀୟ…

ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କେବେଠାରୁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ

ଭୁବନେଶ୍ୱର, ୨୩ା୩ (ଓଡିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ପ୍ରାର୍ଥୀ…

ମୃତ୍ୟୁସଂଖ୍ୟା ୧୯୯ରେ ପହଞ୍ଚିଲା, ୪୦ ହଜାର ପଜିଟିଭ

ନୂଆଦିଲ୍ଲୀ, ୨୩ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୯୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୧୬୬କୁ ବୃଦ୍ଧି…

ସୁପରମାର୍କେଟରେ ଗୁଳିକାଣ୍ଡ: ୧୦ ମୃତ

ୱାଶିଂଟନ, ୨୩ା୩: ଆମେରିକାରେ ଏକ ବଡ଼ଧରଣର ଗୁଳିକାଣ୍ଡ ଘଟି ୧୦ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ପୋଲିସ ଅଫିସର ରହିଥିବା ଜଣାପଡ଼ିଛି । ସପ୍ତାହକ ମଧ୍ୟରେ ଏହା ହେଉଛି ଆମେରିକାରେ ଦ୍ୱିତୀୟ ଗୁଳିକାଣ୍ଡ । ଗତ…

ଦେଶରେ ଏପ୍ରିଲ୍ ୧୮ ଯାଏଁ ବଢ଼ିଲା ଲକଡାଉନ୍, ଜାଣନ୍ତୁ କେଉଁଠି ଓ କାହିଁକି

ବର୍ଲିନ, ୨୩ା୩: କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ଜର୍ମାନୀରେ ଏପ୍ରିଲ ୧୮ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରାଯାଇଛି । ପୂର୍ବରୁ ଜର୍ମାନୀରେ ମାର୍ଚ୍ଚ ୨୮ ତାରିଖ ଯାଏ ଲକଡାଉନ୍ ଲାଗୁ କରାଯାଇଥିଲା ।…

୨୭.୩୪ ଲକ୍ଷରେ ପହଞ୍ଚିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ, ୨୩ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୭ ଲକ୍ଷ ୩୪ ହଜାର ୯୭୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ କୋଟି ୪୨…

ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦୁଝର, ୨୩ା୩ (ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲାରେ ଜଣେ ଜିଆରଏସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଘଟଗାଁ ପାଟଣା ପଞ୍ଚାୟତର ଜିଆରଏସ ସୌଭାଗ୍ୟଲକ୍ଷ୍ମୀ…

ଆଜିଠାରୁ ଓଡ଼ିଶାରେ ନାଇଟ୍ କର୍ଫ୍ୟୁ: ଜାଣନ୍ତୁ କେଉଁ ସହରରେ

ଭୁବନେଶ୍ୱର, ୨୩ା୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱର ଓ କଟକରୁ ନୂଆ ମାମଲା ଆସିବା ନେଇ ପ୍ରଶାସନ ତତ୍ପର ହୋଇ ଉଠିଛି । ଆଜି ରାତି ୯ଟାରୁ ମାର୍ଚ୍ଚ ୩୧…