fbpx
Browsing Category

Breaking News

ସୁରେଶ ମହାପାତ୍ର ହେଲେ ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୫ ।୧୨(ଓଡିଶା ଭାସ୍କର): ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ସୁରେଶ ମହାପାତ୍ର । ସେହିପରି ଅସିତ ତ୍ରିପାଠୀ ଆଜିଠାରୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ହୋଇଛନ୍ତି । ଅନ୍ୟପଟେ ପ୍ରଦୀପ ଜେନା…

ଥଣ୍ଡାରେ ଆପଣାନ୍ତୁ ଏହି ଟିପ୍ସ, ଡେଙ୍ଗୁ ଓ ଚିକନଗୁନିଆ ଛୁଇଁପାରିବ ନାହିଁ

ଶୀତଦିନେ ପ୍ରାୟତଃ ଆମେମାନେ ଥଣ୍ଡା, ସର୍ଦ୍ଦି ଆଦି ରୋଗରେ ଆକ୍ରାନ୍ତ ହୋଇଥାଉ । ଏହାଛଡ଼ା ଡେଙ୍ଗୁ, ଚିକନଗୁନିଆ ଆଦି ରୋଗ ଏହି ସମୟରେ ଅଧିକ ହେବାର ସମ୍ଭାବନା ଥାଏ । କାରଣ ମଶାର ପ୍ରାଦୃର୍ଭାବ ଭୟଙ୍କର ରୋଗକୁ ଡାକି…

ଚାଷୀଙ୍କ ଆକାଉଣ୍ଟକୁ ପିଏମ କିଷାନ ସମ୍ମାନ ନିଧିର ଟଙ୍କା ଟ୍ରାନ୍ସଫର

ନୂଆଦିଲ୍ଲୀ,୨୫ ।୧୨: ପିଏମ କିଷାନ ସମ୍ମାନ ନିଧିର ପ୍ରଥମ କିସ୍ତି ଆଜି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଯୋଜନା ଅଧିନରେ ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ଟଙ୍କା ପଠାଯାଇଛି । ପିଏମ…

ରାଜ୍ୟରେ ଆଜି ୩୨୫ ପଜିଟିଭ୍ ଚିହ୍ନଟ, ୩ ମୃତ

ଭୁବନେଶ୍ୱର,୨୫।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୨୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୭ ଜଣ ଓ ସ୍ଥାନୀୟ…

୨୯ରେ ଖୋଲିବ ବିରଜା ମନ୍ଦିର

ଯାଜପୁର, ୨୫ା୧୨ (ଓଡିଶା ଭାସ୍କର): ଆସନ୍ତା ୨୯ ତାରିଖରେ ବିରଜା ମନ୍ଦିର ଖୋଲିବ । ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ । ଏନେଇ ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି ।…

ଶ୍ରୀମନ୍ଦିର ଦର୍ଶନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା

ପୁରୀ,୨୫ ।୧୨(ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ଶ୍ରୀଜିଉଙ୍କ ଦର୍ଶନ କରିବେ ପୁରୀବାସୀ, ଯେଉଁଥିପାଇଁ ବ୍ୟାପକ ବ୍ୟବସ୍ଥାମାନ କରାଯାଇଛି । ଯାହାକୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନର ତଦାରଖ କରିଛନ୍ତି ପୁରୀ ଏସପି ।…

ଗଞ୍ଜାମରେ ବୁଲିଲା କରୋନା ସଚେତନତା ରଥ

ବ୍ରହ୍ମପୁର, ୨୫ା୧୨ (ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ କରୋନା ସଚେତନତା ରଥ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଏହି କରୋନା ସଚେତନ ରଥ ଆରମ୍ଭ ହୋଇଥିବା ଜଣାପଡ଼ିଛି । ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ…

ପ୍ରବଳ ଶୀତ: ୧୦ ଡିଗ୍ରୀ ତଳେ ରାଜ୍ୟର ୭ ସହର

ଭୁବନେଶ୍ୱର,୨୫ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଏହାରି ମଧ୍ୟରେ ୧୦ ଡିଗ୍ରୀ ତଳେ ରାଜ୍ୟର ୮ ସହରର ରହିଛଇ । ସର୍ବନିମ୍ନ ୬ ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ହୋଇଛି ରାଜ୍ୟର ଶୀତଳ ସହର ।…

ରାଜ୍ୟର ୩ ପ୍ରମୁଖ ବ୍ୟକ୍ତି କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର, ୨୫ା୧୨ (ଓଡିଶା ଭାସ୍କର): ରାଜ୍ୟର ୩ ଜଣ ପ୍ରମୁଖ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସୂଚନା ମୁତାବକ, ରାଜ୍ୟର ଦୁଇଜଣ ଜିଲ୍ଲାପାଳ ଓ ଜଣେ ସମାଜସେବୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କଟକ…

ଦିନକରେ ୩୩୬ ମୃତ, ୨୩ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୫ା୧୨: ଦେଶରେ ଦିନକରେ ୩୩୬ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୭ ହଜାର ୯୨କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ୨୩ ହଜାର ୬୮ ଜଣ ନୂଆ ଆକ୍ରାନ୍ତଙ୍କ ଚିହ୍ନଟ…