Browsing Category

Breaking News

IND vs NZ: ଭାରତ ନାଁରେ ଆଉ ଏକ ନୂଆ ରେକର୍ଡ, ଏପରି କରିବାରେ ଟିମ୍ ଇଣ୍ଡିଆ ହେଲା ପ୍ରଥମ; ଜାଣନ୍ତୁ କଣ

ନୂଆଦିଲ୍ଲୀ: ନୂତନ ଅଧିନାୟକ ରୋହିତ୍ ଶର୍ମାଙ୍କ କ୍ୟାପଟେନସିପ୍ ରେ ବୁଧବାର ଦିନ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ରେ ବିଜୟ ହାସଲ କରିଛି । ଭାରତୀୟ ଟିମ୍ ୫ଟି ୱିକେଟ୍ ରେ ନ୍ୟୁଜିଲାଣ୍ଡକୁ ହରାଇ ତିନିଟି ମ୍ୟାଚ୍ ବିଶିଷ୍ଟ…

ପୋଖରୀରେ ବୁଡ଼ି ମା’ ପୁଅ ମୃତ

ନିଆଳି(ଓଡ଼ିଶା ଭାସ୍କର): ପୋଖରୀରେ ବୁଡ଼ି ମାଆ ଓ ୭ ବର୍ଷ ପୁଅର ମୃତ୍ୟୁ ହୋଇଯାଇଛି । କୃଷ୍ଣପ୍ରସାଦ ପଞ୍ଚାୟତ ପୋଖରୀରେ ଗାଧୋଉ ଥିବା ବେଳେ ବୁଡ଼ିଯାଇଛନ୍ତି ଉଭୟ ମା ଓ ପୁଅ । ଘଟଣା ସମ୍ପର୍କରେ ଖବର ପାଇବାରେ ଅଗ୍ନିଶମ…

ଖୁସିଖବର: କେନ୍ଦ୍ରୀୟ କର୍ମଚାରୀଙ୍କ ନୂଆ ବର୍ଷରୁ ବଢ଼ିବ ଦରମା, ମୋଦୀ ସରକାର ଖୁବଶୀଘ୍ର କରିବେ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁବ୍ ଶୀଘ୍ର ମିଳିବ ଖୁସିଖବର । କେନ୍ଦ୍ରୀୟ କର୍ମଚାରୀଙ୍କ ବଢ଼ିବାରେ ଦରମା । ମୋଦୀ ସରକାର ଖୁବ୍ ଶୀଘ୍ର ଏନେଇ କରିପାରନ୍ତି ଘୋଷଣା । ମୋଦୀ ସରକାର ଏବେ ଆଉ ଏକ ଭତ୍ତା ହାଉସ୍…

ଚାଇଲ୍ଡ ପର୍ଣ୍ଣୋଗ୍ରାଫୀ ମାମଲାର ସିବିଆଇ ଯାଞ୍ଚ: ୫୦ଟି ଗ୍ରୁୂପ୍, ୫ହଜାର ଅଭିଯୁକ୍ତ ଓ ଲକ୍ଷ ଲକ୍ଷ ଟଙ୍କାର କାରବାରର ହେଲା ଖୁଲାସା

ନୂଆଦିଲ୍ଲୀ: ଦେଶରେ ଇଣ୍ଟରନେଟ୍ ଓ ସୋସିଆଲ ମିଡିଆରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫୀ ମାମଲା ବଢ଼ିବାରେ ଲାଗିଛି । ତେବ୍ରେ ଏହାକୁ ନେଇ ଏବେ ସିବିଆଇ ଯାଞ୍ଚ ଆରମ୍ଭ ହୋଇଛି । ମାମଲାକୁ ଗମ୍ଭୀର ଭାବରେ ଯାଞ୍ଚ କରିବ କେନ୍ଦ୍ରୀୟ…

ବାଇକରେ ପେଟ୍ରୋଲ ପକାଇବା ବେଳେ ଦୀପ ନିଆଁ ସ୍ପର୍ଶ ଆସି ଲାଗିଲା ନିଆଁ, ପରିବାର ୩ ସଦସ୍ୟ ଗୁରୁତର

ଭଞ୍ଜନଗର (ଭାସ୍କର ନ୍ୟୁଜ): ପେଟ୍ରୋଲରେ ନିଆଁ ଲାଗି ଗୋଟିଏ ପରିବାର ୩ଜଣ ସଦସ୍ୟ ଗୁରୁତର ଆହାତ ହୋଇଛନ୍ତି । ମିଳିଥିବା ସୂଚନା ପ୍ରକାରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ସମରବନ୍ଧ ଗ୍ରାମର ପ୍ରଫୁଲ ନାୟକ(୫୦) ନିଜ…

ପରମବୀର ସିଂହ ପଳାତକ ଘୋଷିତ, ଆସନ୍ତା ୩୦ ଦିନ ମଧ୍ୟରେ ତାଙ୍କର କୌଣସି ପତ୍ତା ନମିଳେ ଜବତ ହେବ ସମ୍ପତ୍ତି

ମୁମ୍ବାଇ: ପଳାତକ ଘୋଷିତ ହେଲେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ । ତାଙ୍କ ସମେତ ଆଉ ଦୁଇ ଜଣଙ୍କୁ ମଧ୍ୟ ମୁମ୍ବାଇ ଏସ୍‌ପ୍ଳାନେଡ୍‌ କୋର୍ଟ ପଳାତକ ଅପରାଧୀ ବୋଲି ଘୋଷଣା କରିଛନ୍ତି । ପରମବୀରଙ୍କ ବିରୋଧରେ…

ବିଜେପି ନେତ୍ରୀଙ୍କ କାର୍‌କୁ ପେଟ୍ରୋଲ ବୋମା ମାଡ଼, ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ୍‌ର ଛାନ୍ନ ଭିନ୍ନ ଜାରି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ପେଟ୍ରୋଲ ବୋମା ପକାଇ ବିଜେପି ନେତ୍ରୀଙ୍କ ଗାଡ଼ି ପୋଡିଦେଲେ ଦୁବୃର୍ତ୍ତ । ଭୁବନେଶ୍ୱର ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ମିନତୀ ବାରିକଙ୍କ ଗାଡ଼ି ଉପରକୁ ପେଟ୍ରୋଲ ବୋମା ପକାଯାଇଥିବା ଅଭିଯୋଗ…

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କୋଭିଡ୍‌ ପଜିଟିଭ ଚିହ୍ନଟ୍, ଏଆଇଜି ହସ୍ପିଟାଲରେ ଭର୍ତ୍ତି ; ଟୁଇଟ୍‌ କରି ଆଶୁଆରୋଗ୍ୟ କାମନା…

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କୋଭିଡ୍‌ ସଂକ୍ରମିତ ହୋଇଥିବା ଜଣାପଡିଛି । ଅସୁସ୍ଥ ଶ୍ରୀ ହରିଚନ୍ଦନଙ୍କୁ ବିଜୟାୱାଡାରୁ ହାଇଦ୍ରାବାଦ୍‌କୁ ଏୟାର ଲିଫ୍ଟ କରାଯାଇଛି ।…

ଭାରତରେ ଗୁଗଲର ବଡ଼ ଇଭେଣ୍ଟ, ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ: ପ୍ରତିବର୍ଷ ଗୁଗଲ ଭାରତରେ ‘ଗୁଗଲ ଫର ଇଣ୍ଡିଆ’ର ଆୟୋଜନ କରିଥାଏ । ଏହି ସମୟରେ କମ୍ପାନୀ ଭାରତକୁ ନେଇ ଏହାର ଯୋଜନା ବିଷୟରେ କହିଥାଏ । ଭାରତୀୟ ୟୁଜର୍ସଙ୍କ ଅନୁଯାୟୀ ନୂଆ ଫିଚର୍ସ ମଧ୍ୟ ଲଞ୍ଚ କରିଥାଏ ।…

ପ୍ଲାନ ପରିବର୍ତ୍ତନ କଲା BSNL, ଗ୍ରାହକଙ୍କୁ ମିଳିବ ୮ ଜିବି ଡାଟାର ଫାଇଦା

ଭାରତ ସଂଞ୍ଚାର ନିଗମ ଲିମେଟେଡ BSNL ଏହାର ୧୮୭ ଟଙ୍କା ପ୍ଲାନରେ କରିଛି ପରିବର୍ତ୍ତନ । ଏହି ପ୍ଲାନରେ ଏବେ ଗ୍ରାହକଙ୍କୁ ୨୪ ଦିନ ପରିବର୍ତ୍ତେ ୨୮ ଦିନର ବୈଧତା ମିଳିବାକୁ ଯାଉଛି । ଏହା ସହ କମ୍ପାନୀରେ ଏହି ପ୍ଳାନରେ…