Browsing Category
Breaking News
୫ ବର୍ଷ ପୁରୁଣା ବ୍ୟାଙ୍କ ଆକାଉଣ୍ଟର ଷ୍ଟେଟମେଣ୍ଟ କିପରି ପାଇବେ? ଜାଣନ୍ତୁ ପ୍ରୋସେସ୍
ନୂଆଦିଲ୍ଲୀ: ଆଜିକାଲି ମୋବାଇଲ ବ୍ୟାକିଂ ଓ ଇଣ୍ଟରନେଟ୍ ସହାୟତାରେ ଲୋକମାନେ ଘରେ ବସି ବସି ବ୍ୟାଙ୍କର କାମ ସହଜରେ କରିପାରୁଛନ୍ତି । ଆଗକାଳରେ ତ ଛୋଟ ଛୋଟ କାମ ପାଇଁ ବ୍ୟାଙ୍କକୁ ଦୌଡ଼ିବାକୁ ପଡୁଥିଲା । କିନ୍ତୁ ଏବେ…
ବିଷାକ୍ତ ମଦ ନେଲାଣି ୭୦ ଜଣଙ୍କ ଜୀବନ: କିଏ ରୋଗରେ ଆକ୍ରାନ୍ତ ତ ଆଉ କିଏ ହୋଇଗଲାଣି ଅନ୍ଧ
ନୂଆଦିଲ୍ଲୀ: ବିଷାକ୍ତ ମଦ୍ୟପାନ କରିବା ଯେ କେତେ ଭୟଙ୍କର ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ମଦ୍ୟପାନ କରି ୨୪ ଜଣଙ୍କର ଅକାଳରେ ମୃତ୍ୟୁ ଘଟିଛି । ଏଥିସହ କିଛି ଲୋକ ରୋଗରେ ଆକ୍ରାନ୍ତ ହେବା ସହ ଆଉ…
ପୁଣି ଆସୁଛି ଆଉ ଏକ ଲଘୁଚାପ! ଜାଣନ୍ତୁ କେବେ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତା ୯ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି । ଲଘୁଚାପ…
ଦୁନିଆର ବଡ଼ ବଡ଼ ବୈଜ୍ଞାନିକମାନେ କହିଲେ ପ୍ରଳୟର ତାରିଖ! କାରଣ ଜାଣିଲେ ଆପଣ ବି ଛାନିଆ ହେବେ
ନୂଆଦିଲ୍ଲୀ: ପୃଥିବୀରେ ପ୍ରଳୟ ଆସିବା ନେଇ ଖବର ବେଳେବେଳେ ଶୁଣିବାକୁ ମିଳିଥାଏ । ବର୍ତ୍ତମାନ ସୁଦ୍ଧା ଅନେକ ବୈଜ୍ଞାନିକମାନେ ପ୍ରଳୟକୁ ନେଇ ଚେତାବନୀ ଦେଇଛନ୍ତି । ବୈଜ୍ଞାନିକମାନେ ସେମାନଙ୍କ ରିପୋର୍ଟରେ ଏପରି କିଛି…
ସତ୍ୟବାଦୀ ବିରଗୋବିନ୍ଦପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣକାଳୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ରୋଚକ କଥା
ସାକ୍ଷୀଗୋପାଳ(ଓଡିଶା ଭାସ୍କର): ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯିବା ବାଟରେ ସାକ୍ଷୀଗୋପାଳ ଠାରୁ ୪ କିଲୋମିଟର ପରେ ବାମ ପଟେ ଅବସ୍ଥିତ ବୀର ଗୋବିନ୍ଦପୁର ଶାସନ ଗ୍ରାମ । ଗ୍ରାମ ସମ୍ମୁଖରେ ଏକ ଉଚ୍ଚ ତୋରଣ ସ୍ବାଗତ କରେ…
WhatsApp ‘ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ’ ବୋଲି କମ୍ପାନୀ କହୁଛି: ତେବେ ଅପରାଧୀ, ସେଲିବ୍ରେଟିଙ୍କ ଚାଟ୍ ଭାଇରାଲ କରୁଛି କିଏ
ନୂଆଦିଲ୍ଲୀ: ହ୍ୱାଟସଆପ ଚାଟ୍ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ବୋଲି କମ୍ପାନୀ ବିଜ୍ଞାପନରେ ଦର୍ଶାଉଛି । ସାଧାରଣ ଅର୍ଥରେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ଅର୍ଥ ହେଉଛି, ମେସେଜ୍ ପଠାଇଥିବା ଓ ଏହାକୁ ରିସିଭ୍ କରିଥିବା ଲୋକଙ୍କ…
ମମିତା ହତ୍ୟା ମାମଲାରେ ନୂଆ ମୋଡ଼; ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ
କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ପୁଣି ସାମ୍ନାକୁ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଦୋକାନୀ ବିବେକ ଅଗ୍ରୱାଲ ନାମକ ବ୍ୟକ୍ତିଙ୍କ…
ଚୀନ ମାଟି ତଳେ ତିଆରି କରୁଛି ଭୟଙ୍କର ପରମାଣୁ ଯୁଦ୍ଧାସ୍ତ୍ର: ଆମେରିକାକୁ ପଛକୁ ଠେଲି ନମ୍ବର-୧ ଲକ୍ଷ୍ୟରେ ଡ୍ରାଗନ, ଭାରତ ପାଇଁ ସତର୍କ ଘଣ୍ଟି
ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ପାଇଁ ବର୍ତ୍ତମାନ ବିପଦ ଭାବେ ଉଭା ହୋଇଛି ଚୀନ । ପୂର୍ବରୁ ଆମେରିକା-ରୁଷିଆ ମଧ୍ୟରେ ଶୀତଳ ଯୁଦ୍ଧ ଦେଖିବାକୁ ମିଳିଥିବା ବେଳେ ଆଗକୁ ଏହା ଆମେରିକା-ଚୀନ ମଧ୍ୟରେ ହେବାର ସମ୍ଭାବନା ରହିଛି ।…
ଅନ୍ୟ ମହିଳା ସହ ସ୍ୱାମୀକୁ ଦେଖିଲା ପତ୍ନୀ, ରାଗରେ ନିଜର ୫ ଛୁଆର ତଣ୍ଟି ଚିପିି ମାରି ଦେଲା!
ନୂଆଦିଲ୍ଲୀ: ଜର୍ମାନୀର ଜଣେ ମହିଳା ନିଜ ସ୍ୱାମୀର ଅନ୍ୟ ଜଣେ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଥିବାରୁ ରାଗରେ ଆସି ନିଜର ୫ଜଣ ସନ୍ତାନକୁ ମାରିଦେଇଛି । ତେବେ ମହିଳା ଜଣକ ନିଜର ପିଲାମାନଙ୍କୁ ମାରିବା ପୂର୍ବରୁ ନିଜ…
ଲୋକଙ୍କୁ ବଡ଼ ଆଶ୍ୱସ୍ତି; ଏହି ରାଜ୍ୟରେ ପେଟ୍ରୋଲ ୧୩.୩୦ ଓ ଡିଜେଲ ୧୯ ଟଙ୍କା ହେଲା ଶସ୍ତା
ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଏକ୍ସାଇଜ ଶୁଳ୍କ ହ୍ରାସ କରିବା ପରେ ଅନେକ ରାଜ୍ୟ ଭାଟ୍ ହ୍ରାସ କରିଛନ୍ତି । ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମଇଙ୍କ ନେତୃତ୍ୱରେ କର୍ଣ୍ଣାଟକ…