Browsing Category

Breaking News

କଳାହାଣ୍ଡି: ବସ୍ ଧକ୍କାରେ ଗୋଟିଏ ପରିବାରର ୩ ମୃତ

କଳାହାଣ୍ଡି,୪ ।୩(ଓଡିଶା ଭାସ୍କର): କଳାହାଣ୍ଡି ଗୋଲାମୁଣ୍ଡା ଡଙ୍ଗରିଗୁଡାରେ ବାଇକକୁ ଧକ୍କା ଦେଲା ବସ୍ । ଏହି ଦୁର୍ଘଟଣାରେ ସ୍ବାମୀ ଏବଂ ସ୍ତ୍ରୀଙ୍କ ସହିତ ସେମାନଙ୍କର ଝିିଅର ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ଗୋଟିଏ…

ପୁଣି ବଢିଲା ବସ୍ ଭଡା, ଜାଣନ୍ତୁ କେତେ?

ଭୁବନେଶ୍ୱର, ୪ ।୩(ଓଡିଶା ଭାସ୍କର): ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ପୁଣି ବଢିଛି ବସ୍ ଭଡା । ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୫ ପଇସା ବଢିଛି । ପୂର୍ବରୁ ଅର୍ଡିନାରୀ ବସ ଭଡା ୮୦ ପଇସା ଥିବା ବେଳେ…

ମା ହେଵାକୁ ଯାଉଛନ୍ତି ଶ୍ରେୟା ଘୋଷାଲ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ ୬ ବର୍ଷ ପରେ ଖୁସି ଖବର ଶୁଣାଇବାକୁ ଯାଉଛନ୍ତି । ବେବିବମ୍ପ ସହ ଫଟୋ ଶେୟାର କରି ସେ ଗର୍ଭବତୀ ଥିବା ଜଣାଇଛନ୍ତି । ଶ୍ରେୟା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର…

ଭିଜିଲାନ୍ସ ଜାଲରେ ଫସିଲେ ବିଇଓ ଓ କିରାଣି

ସୁନ୍ଦରଗଡ, ୪ ।୩(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ସୁନ୍ଦରଗଡ ହେମଗିରିର ବିଇଓ ଓ କିରାଣି । ଲାଞ୍ଚ ନେବା ଅଭିଯୋଗରେ ବିଇଓ ସୁରେନ୍ଦ୍ର ସାହୁ ଓ କିରାଣି ବିରଞ୍ଚି ଖିଲେଇଙ୍କୁ ଧରିଛି ଭିଜିଲାନ୍ସ । ୩୫…

କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଣ୍ଟ ପାଇଁ ଚୁକ୍ତି

ଭୁବନେଶ୍ୱର, ୪ ।୩(ଓଡିଶା ଭାସ୍କର): ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । କେନ୍ଦ୍ରାପଡା ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଏହି ଚୁକ୍ତି ସ୍ୱାକ୍ଷରିତ…

ଅଞ୍ଜନା ଗଣଦୁଷ୍କର୍ମ ମାମଲା: ସିବିଆଇ ଅଫିସରେ ବିବନ

ଭୁବନେଶ୍ୱର, ୪।୩ (ଓଡିଶା ଭାସ୍କର): ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ସିବିଆଇ ରିମାଣ୍ଡରେ ନେଇଛି । ବିବନକୁ ୨ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ୨…

ଆଇଡି ବିସ୍ଫୋରଣରେ ୩ ଯବାନ ସହିଦ

ଝାଡଖଣ୍ଡ, ୪ ।୩: ଝାଡଖଣ୍ଡ ପଶ୍ଚିମ ସିଂହଭୂମିରେ ହୋଇଛି ଆଇଡି ବିସ୍ଫୋରଣ । ଆଇଡି ବିସ୍ଫୋରଣରେ ୩ ଯବାନ ସହିଦ ହୋଇଥିବା ବେଳେ ୪ରୁ ଅଧିକ ଯବାନ ଆହତ ହୋଇଛନ୍ତି । ଆହତଙ୍କୁ ହେଲିକପ୍ଟର ଯୋଗେ ରାଞ୍ଚି ପଠାଯାଇଛି । ଆଜି…

ରାଜ୍ୟରେ ଆଉ ୮୧ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୪।୩(ଓଡିଶା ଭାସ୍କର): ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପୁଣି ୮୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୯ ଓ ସ୍ଥାନୀୟ ଅଞ୍ଚଳରୁ ୩୨ ଜଣ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଲକ୍ଷ୍ମୀ ମିତ୍ତଲ, ଜାଣନ୍ତୁ କାହିଁକି?

ଭୁବନେଶ୍ୱର, ୪ ।୩(ଓଡିଶା ଭାସ୍କର):କରୋନା ଯୋଗୁଁ ଆର୍ଥିକ ସ୍ଥିତିରେ ବିଶେଷ ପ୍ରଭାବ ପଡିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ । ନବୀନ ନିବାସରେ…

ସିଏମସି ବିକାଶ ଭବନ ନିକଟରେ ନିଆଁ

କଟକ, ୪ ।୩(ଓଡିଶା ଭାସ୍କର): କଟକ ସିଏମସି ବିକାଶ ଭବନରେ ନିକଟ ଇଲେକ୍ଟିକାଲ ଗୋଦାମରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ…