Browsing Category

Breaking News

ବସ୍ ଓଲଟି ୧୦ ଆହତ

ମହାକାଳପଡ଼ା, ୨ା୩ (ଓଡିଶା ଭାସ୍କର): କେନ୍ଦ୍ରାପଡ଼ାରେ ଏକ ବସ୍ ଓଲଟି ପଡ଼ିବା ଫଳରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି । ବସଟି କଟକ ଆସୁଥିବା ସମୟରେ…

ଗ୍ୟାସ୍ ସମସ୍ୟାରୁ ତୁରନ୍ତ ମୁକ୍ତି ପାଇବା ପାଇଁ କରନ୍ତୁ ଏହିସବୁ ଟିପ୍ସ

ଗ୍ୟାସ୍ ସମସ୍ୟାକୁ କିଛି ଲୋକ ସାଧାରଣ ରୋଗ ବୋଲି ଭାବିଥାନ୍ତି, କିନ୍ତୁ ଏହା ଅଧିକାଂଶ ଲୋକଙ୍କୁ ବହୁତ ଅସୁବିଧାରେ ପକାଇଥାଏ । ବେଳେବେଳେ ଗ୍ୟାସ ଦ୍ୱାରା ଶରୀରରେ ଏତେମାତ୍ରାରେ ଯନ୍ତ୍ରଣା ହୋଇଥାଏ ଯେ ତାକୁ ସହନ କରିବା…

ଜଣେ ମହିଳାଙ୍କୁ ସାପ ସବୁବେଳେ ପିଛା କରୁଛି, ଆସନ୍ତୁ ଜାଣିବା ଘଟଣାର ରହସ୍ୟ ବିଷୟରେ

ସାପକୁ ନେଇ ଏକ ଆଶ୍ଚର୍ଯ୍ୟଜନକ କଥା ସାମନାକୁ ଆସିଛି । ସଙ୍ଗୀତା ନାମକ ଜଣେ ମହିଳାଙ୍କୁ ସାପ ଦୀର୍ଘଦିନ ଧରି ପିଛା କରୁଥିବା ଖବର ଜଣାପଡ଼ିଛି । ମହିଳା ଜଣକ ବାହାରକୁ ଯିବା ମାତ୍ରେ ସାପ ତାଙ୍କୁ ଗୋଡ଼ାଉଥିବା ସଙ୍ଗୀତା…

୩୯ ଡିଗ୍ରୀ ଟପିଲା ୬ ସହରର ତାପମାତ୍ରା

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ରାଜ୍ୟର ୬ଟି ସହରର ତାପମାତ୍ରା ୩୯ ଡିଗ୍ରୀ ପାର୍ କରିଛି । ୩୯.୮ ଡିଗ୍ରୀ ସହ ବାରିପଦା ଓ ତାଳଚେର ଆଜି ସବୁଠାରୁ ଉତ୍ତପ୍ତ ହୋଇଥିବା ବେଳେ…

ଜଉଗଡ ଐତିହ୍ୟ ମହୋତ୍ସବର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ,୧ ।୩(ଓଡିଶା ଭାସ୍କର): ଗଞ୍ଜାମର ପ୍ରସିଦ୍ଧ ଜଉଗଡ ଐତିହ୍ୟ ମହୋତ୍ସବ ଆଜି ଉଦଘାଟିତ ହୋଇଯାଇଛି । ଭିଡିଓ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିନ ତାପମାତ୍ରା ଆଉ ୫ଂ ବଢିବ !

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ତାପମାତ୍ରା ବଢିବ । କିଛି ଜିଲ୍ଲାର ତାପମାତ୍ରାରେ ସ୍ୱାଭାବିକଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଦିନର ତାପମାତ୍ରା…

ଓଲଟିଲା ଆମୋନିଆ ଗ୍ୟାସ ଟ୍ୟାଙ୍କର

ଗଞ୍ଜାମ,୧ ।୩(ଓଡିଶା ଭାସ୍କର): ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର । ଗଞ୍ଜାମ ଜିଲ୍ଲା ହୁମା ଫାଣ୍ଡି ନିକଟ ପୁଇଁତଳାରେ ଘଟିଛି ଏହି ଦୁର୍ଘଟଣା । ଆମୋନିଆ ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର ଓଲଟିପଡିଥିବା ଜଣାପଡିଛି…

ଆଗାମୀ ୩ ମାସ ଭୀଷଣ ତାତି

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ଆଗାମୀ ୩ ମାସରେ ଓଡିଶାରେ ସ୍ୱାଭାବିକଠାରୁ ଅଧିକ ତାତି ରହିବ । ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଓଡିଶାରେ ଭୀଷଣ ଖରା ହେବ । ମାର୍ଚ୍ଚରୁ ମେ ଯାଏ ଅଧିକ ଉତ୍ତାପ ଅନୁଭୂତ ହେବା ନେଇ…

ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ସ୍କାଏ କିଙ୍ଗ ସଂସ୍ଥାର ବିମାନ ଭଡା ପଇଠ ନକରିବା ମାମଲାରେ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଜାମିନ ମିଳିଛି । ପାଠକ ବାପ-ପୁଅଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଛନ୍ତି…

ବଦଳିପାରେ ସ୍କୁଲ ସମୟ

ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର):ସକାଳ ୭ଟାରୁ ଦିନ ୧ଟା ଯାଏଁ ଚାଲିଥିବା ସ୍କୁଲ ସମୟ ବଦଳିପାରେ । ଖରା ପାଇଁ ସମସ୍ୟା ହେଉଥିବାରୁ ତର୍ଜମା ଚାଲିଥିବା ମନ୍ତ୍ରୀ କହିଛନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର…