Browsing Category

Breaking News

୧୦ ସୁଦ୍ଧା ଆଉ ଏକ ଲଘୁଚାପ ! ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସହିତ ବଜ୍ରପାତ ସମ୍ଭାବନା, ବର୍ଷାରେ ଭିଜିବ ପାର୍ବଣ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଚଳିତ ମାସ ୧୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାକ୍ରମେ ଘନୀଭୂତ ହୋଇ ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଗାମୀ ୪…

ବ୍ୟବସାୟୀଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ

କଟକ ଯୋବ୍ରା ଦୁର୍ଗା ମଣ୍ଡପ ଛକରେ ଜଣେ ବ୍ୟବସାୟୀଙ୍କୁ ଛୁରିମାଡ଼ । ଆକ୍ରମଣରେ ବ୍ୟବସାୟୀଙ୍କ ବେକରେ ଗୁରୁତର ଆଘାତ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ ନେଇ…

ଜବତ ହେଲା ୮୪ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ

କୋରାପୁଟ: ପାରୁଆ ଥାନା ରାଙ୍କିଣିଗୁଡ଼ାରେ ଅବକାରୀ ସ୍କାଡର ଚଢ଼ଉ । ଚଢଉରେ ୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବାବେଳେ ଖସିପଳାଇଛନ୍ତି ମାଫିଆ । ତେବେ ଜବତ ଗଞ୍ଜେଇର ମୂଲ୍ୟ ୮୪ ଲକ୍ଷ ଟଙ୍କା ହେବାନେଇ ସୂଚନା ।

ବିଦ୍ୟତ୍ ଆଘାତରେ ଗୋଟିଏ ପରିବାରର ୩ ମୃତ

ଜଗତସିଂହପୁର: ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ଜଣ ମୃତ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ତିର୍ତ୍ତୋଲ ଥାନା ବଣିତୋ ଗ୍ରାମରେ । ବିଦ୍ୟୁତ ଆଘାତରେ ବାପା , ମାଆ, ଝିଅ ମୃତ । ରକ୍ଷା କରିବାକୁ ଆସିଥିବା…

ପଚା ଅଣ୍ଡା ଭର୍ତ୍ତି ଗାଡ଼ି ଜବତ ଘଟଣା: ସିଲ୍ ହେଲା ବେକେରୀ

କଟକରେ ବେକେରୀକୁ ଯାଉଥିବା ପଚା ଅଣ୍ଡା ଭର୍ତ୍ତି ଗାଡ଼ି ଜବତ ଘଟଣା । ସାଆନ୍ତସାହିର ବିକ୍ରମ ବେକେରୀକୁ ସିଲ୍ କରି ସାମଗ୍ରୀ ଜବତ କଲା ସିଏମସି । ପଚା ଅଣ୍ଡା କେକ୍ ରେ ମିଶୁଥବା ଖବର ମିଳିବା ପରେ ନିଆଗଲା…

କେମିତି ପାଇବେ କୋଭିଡ ମୃତ୍ୟୁ ପ୍ରମାଣପତ୍ର; ଜାରି ହେଲା ଗାଇଡାଇନ

କୋଭିଡ ଜନିତ ମୃତ୍ୟୁର ପ୍ରମାଣପତ୍ର ନେଇ ଗାଇଡଲାଇନ୍ । ଗାଇଡଲାଇନ ଅନୁଯାୟୀ ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ହେବ କମିଟି । କମିଟିରେ ଏଡିଏମ, ସିଡିଏମଓ ଓ ମେଡିକାଲ କଲେଜର ମୁଖ୍ୟ ରହିବେ । ଜଣେ…

କୋଟିଆରେ ପୁଣି ପଶିଲା ଆନ୍ଧ୍ର

କୋରାପୁଟ: ପୁଣି କୋଟିଆରେ ପଶିଲେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ । ଫାଟୁସିନେରୀରେ ସଲପଗୁଡ଼ା, ହରମାଣ୍ଡାରିରେ କରାଇଲେ ମାଗଣା ଚକ୍ଷୁ ପରୀକ୍ଷା ଶିବିର । ଶିବିରରେ ୫୦ରୁ ଉଦ୍ଧ୍ୱର୍ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା…

ନଦୀମ ଆଇଏସଆଇ ମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ନୂଆ ମୁଖ୍ୟ ନିଯୁକ୍ତ । ଲେଫ୍ଟନାଣ୍ଟ ଜେନେରାଲ ନଦୀମ ଅଂଜୁମ ହେଲେ ନୂଆ ମୁଖ୍ୟ । ନଦୀମଙ୍କ ନିଯୁକ୍ତି ନେଇ ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରକାଶ ।

ତୃତୀୟ ଲିଙ୍ଗିଙ୍କ ଅଭିଯୋଗର ସମାଧାନ ପାଇଁ ସ୍ୱତନ୍ତ୍ର ଅଧିକାରୀ

କାର୍ଯ୍ୟକ୍ଷେତ୍ରରେ ତୃତୀୟ ଲିଙ୍ଗିଙ୍କୁ ଭେଦଭାବ ମନା, ମିଳିବ ସମାନ ସୁବିଧା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା । କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ଭଳି ତୃତୀୟ…

ଆଧାର କାର୍ଡ ମାଧ୍ୟମରେ ବି ପଠାଇପାରିବେ ଟଙ୍କା, ଜାଣନ୍ତୁ ପ୍ରୋସେସ୍

ନୂଆଦିଲ୍ଲୀ: ଯଦି ଆପଣ ପେମେଣ୍ଟର ଡିଜିଟାଲ ମୋଡ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଗୁରୁତ୍ୱପୂର୍ଣ୍ଣ ଖବର । ଏଚ୍ଚିକି ଆପଣ ଆଧାର ନମ୍ବରରୁ ବି ପେମେଣ୍ଟ କରିପାରିବେ । ଯଦି ଆପଣ ଯାହାକୁ ଟଙ୍କା ପଠାଇବାକୁ…