Browsing Category

Breaking News

DRDO ମାମଲାରେ ଚାଞ୍ଚଲ୍ୟକର ତଥ୍ୟ! ରହସ୍ୟମୟୀର ପାକିସ୍ତାନ ଲିଙ୍କ ଥିବା କହିଲେ କ୍ରାଇମବ୍ରାଞ୍ଚ ଏଡିଜି

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଡିଆରଡିଓ ଗୁପ୍ତଚରୀ ମାମଲାରେ ଖୋଳତାଡ଼ ଜାରି ରହିଥିବା ବେଳେ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ । ଡିଆରଡିଓ ଗୁପ୍ତଚରୀ ମାମଲାରେ ପାକିସ୍ତାନ ଲିଙ୍କ ଥିବା ସୂଚନା ମିଳିଛି ।…

କେନାଲରେ ବୁଡ଼ି ଚାଲିଗଲା ୨ ଶିଶୁଙ୍କ ଜୀବନ

ପାରାଦୀପ(ଓଡ଼ିଶା ଭାସ୍କର): ପାରାଦୀପର ତାଳଦଣ୍ଡାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । କେନାଲ ନିକଟରେ ଖେଳୁଥିବା ବେଳେ ପାଣିରେ ବୁଡ଼ିଯିବାରୁ ୨ ଶିଶୁଙ୍କର ମୃତ୍ୟୁ ହୋଇଛି । ଜଗତସିଂହପୁର ଜିଲ୍ଲା ପାରାଦୀପ ଲକପଡ଼ା ବସ୍ତି…

ନବରାତ୍ରି ପୂର୍ବରୁ ଶସ୍ତା ହେଲା ସୁନା; ରେକର୍ଡ ସ୍ତରରୁ ୯,୫୦୦ ଟଙ୍କା ଖସିଲା, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ଶସ୍ତା ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ନବରାତ୍ରି ପୂର୍ବରୁ ରେକର୍ଡ ସ୍ତରରୁ ଖସିଛି ସୁନା ରେଟ୍ । ଏମସିଏକ୍ସରେ ସୁନା ମୂଲ୍ୟ ୦.୩୫% ହ୍ରାସ ପାଇ ୧୦ ଗ୍ରାମ ପିଛା ୪୬,୬୦୦…

OAS ସ୍ତରରେ ଅଦଳବଦଳ, ପ୍ରଦୀପ କୁମାର ସାହୁ ଏସଏମସି କମିଶନର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ୯ ଜଣ ଓଏଏସ୍ ଅଫିସରଙ୍କ ବଦଳି କରାଯାଇଛି । ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ଥିବା…

ଭାରତରେ ପ୍ରଥମ; ହାର୍ଟ ଫେଲ୍ ହେବାର ୩ ବର୍ଷ ପରେ ପୁଣି ହେଲା ‘ଧକ୍ ଧକ୍’, ଡାକ୍ତର ବି ଆଶ୍ଚର୍ଯ୍ୟ

ନୋଏଡାରୁ ଏପରି ଏକ ଘଟଣା ସାମ୍ନକୁ ଆସିଛି, ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେଠାରେ ରହୁଥିବା ଜଣେ ବ୍ୟକ୍ତିଙ୍କର ୩ ବର୍ଷ ପୂର୍ବରୁ ହାର୍ଟ ଫେଲ୍ ହୋଇଥିଲା । ଏହାର ଅର୍ଥ ତାଙ୍କର ହୃଦୟ ସମ୍ପୂର୍ଣ୍ଣ ରୂପେ…

ସାଧାରଣ ଲୋକଙ୍କୁ ଝଟକା! ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ଲାଗିଛି ଜୋରଦାର ଝଟକା । ଏଲପିଜି ଗ୍ୟାସ ସିଲିଣ୍ଡର ଦାମକୁ ପୁଣି ଥରେ ବଢ଼ାଇ ଦେଇଛନ୍ତି ସରକାର । ତୈଳ କମ୍ପାନିଗୁଡ଼ିକ ବିନା ସବସିଡି ୧୪.୨ କିଲେଗ୍ରାମର ସିଲିଣ୍ଡର ଦର ପିଛା ୧୫ ଟଙ୍କା…

ଆଜି ରାଜ୍ୟରୁ ୩ ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ଆଜି ରାଜ୍ୟରେ ୫୯୩ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଆର୍ଯ୍ୟନ୍ ଡ୍ରଗ୍ସ ପାର୍ଟି ମାମଲାରେ ୨ ଓଡ଼ିଆ ଗିରଫ, ଜାଣନ୍ତୁ କିଏ?

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଅକ୍ଟୋବର ୭ ତାରିଖ ପଯ୍ୟନ୍ତ ରିମାଣ୍ଡରେ ନେଇଛି ଏନସିବି । ଏହି ମାମଲାରେ ତଦନ୍ତ ଜାରି ରହିଥିବା…

ଭାରତରେ ସୃଷ୍ଟି ହେବ ଭୟଙ୍କର ବିଦ୍ୟୁତ ସଙ୍କଟ, ପାୱାର ପ୍ଲାଣ୍ଟରେ ଷ୍ଟକ୍ ରହିଛି ମାତ୍ର ୪ ଦିନର କୋଇଲା

ନୂଆଦିଲ୍ଲୀ: ଭାରତରେ ଚୀନ ଭଳି ଭୟଙ୍କର ବିଦ୍ୟୁତ ସଙ୍କଟ ସୃଷ୍ଟି ହେବାକୁ ଯାଉଛି । ଫଳରେ ଏହାର ପ୍ରଭାବରେ ଆଗକୁ ଦେଶରେ ଶିଳ୍ପ କାରବାର ଠପ୍ ହୋଇଯିବ । ବିଦ୍ୟୁତ ଉତ୍ପାଦନ ପାଇଁ ପାୱାର ପ୍ଲାଣ୍ଟଗୁଡ଼ିକରେ କୋଇଲା ଷ୍ଟକ୍…