Browsing Category

Breaking News

କରୋନାରେ ୧୩୭ ମୃତ, ୧୩ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୩୦ା୧: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୩୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୧୪୭କୁ ବୃଦ୍ଧି…

ମାଓ ତାଣ୍ଡବ: ଦୁଇଜଣଙ୍କୁ ନିର୍ମମ ହତ୍ୟାକଲେ ମାଓବାଦୀ

ତୁମୁଡ଼ିବନ୍ଧ, ୩୦ା୧ (ଓଡିଶା ଭାସ୍କର): ପୁଣି ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି । ଦୁଇଜଣ ଯୁବକଙ୍କୁ ମାଓବାଦୀମାନେ ହାତଗୋଡ଼ ବାନ୍ଧି ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ…

କଟକରେ ପୁଣି ନକଲି ଘିଅ କାରଖାନା ଠାବ

କଟକ, ୩୦ା୧ (ଓଡିଶା ଭାସ୍କର): କଟକ ନକଲି ଘିଅର ଭୂସ୍ୱର୍ଗ ପାଲଟିଛି । କିଛିଦିନ ପୂର୍ବରୁ କଟକର ଏକାଧିକ ସ୍ଥାନରୁ ନକଲି ଘିଅ କାରଖାନା ଠାବ କରାଯାଇଥିଲା । ଆଜି ପୁଣି ମର୍କତନଗର ଅଞ୍ଚଳରେ ଏକ ଘିଅ କାରଖାନା ଉପରେ ଚଢ଼ାଉ…

ତିରୋଧାନ ଦିବସରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୨୬।୧(ଓଡିଶା ଭାସ୍କର) : ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସ । ଏନେଇ ଟ୍ବିଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି ଯେ, 'ଆମକୁ ଗାନ୍ଧିଙ୍କ…

ଓଡିଶାକୁ ୩୨୦ କୋଟି ବନ୍ୟା ସହାୟତା

ନୂଆଦିଲ୍ଲୀ,୨୯ ।୧: ଓଡିଶାକୁ ୩୨୦ କୋଟି ୯୪ ଲକ୍ଷ ଟଙ୍କାର ବନ୍ୟା ସହାୟତା ମଞ୍ଜୁର କରିଛି କେନ୍ଦ୍ର । ଓଡିଶା ସହ ୫ଟି ରାଜ୍ୟକୁ ମୋଟ ୧୭୫୧ କୋଟିର ସହାୟତା ପାଇଁ ମଞ୍ଜୁରି ମିଳିଛି । ଗୃହମନ୍ତ୍ରୀ ଅମିତ ଶାହାଙ୍କ…

୨ରୁ ଖୋଲିବ ପଠାଣି ସାମନ୍ତ ପ୍ଲାନେଟୋରିୟମ୍

ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ଆସନ୍ତା ଫେବ୍ରୁଆରୀ ୨ରୁ ଖୋଲିବାକୁ ଯାଉଛି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ । କୋଭିଡ୍ କଟକଣା ଭିତରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଡ. ଏପିଜେ ଅବଦୁଲ କାଲାମ ପ୍ଲାନେଟୋରିୟମ୍…

ଦିଲ୍ଲୀରେ ବିସ୍ଫୋରଣ

ନୂଆଦିଲ୍ଲୀ,୨୯ ।୧: ନୂଆଦିଲ୍ଲୀ ଇସ୍ରାଏଲ ଦୂତାବାସ ନିକଟରେ ଆଜି ବିସ୍ଫୋରଣ ଘଟିଛି । ଦୂତାବାସ ବାହାରେ ଆଇଇଡି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଆଇଡି ବିସ୍ଫୋରଣରେ ୩ଟି କାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । …

ବୟସ ପୂର୍ବରୁ ବୃଦ୍ଧାବସ୍ଥା, ଶରୀରରେ ଦେଖାଦେଇଥାଏ ଏହିସବୁ ପରିବର୍ତ୍ତନ

ମଣିଷ ଜନ୍ମ ମାତ୍ରକେ ବୃଦ୍ଧାବସ୍ଥା ଆସିବା ଏକ ସାଧାରଣ କଥା । ମାତ୍ର କିଛି ଲୋକଙ୍କ ଠାରେ ବୃଦ୍ଧାବସ୍ଥା ପରିଣତ ବୟସ ପୂର୍ବରୁ ଆସିଥାଏ । ଏପରି ଲୋକମାନେ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଦରକାର । ଏମାନଙ୍କ ଠାରେ…

ଝରାଫୁଲ ମୃତ୍ୟୁ ଘଟଣା: ଅଭିଯୁକ୍ତକୁ କୋର୍ଟଚାଲାଣ

ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ କୋର୍ଟ ଚାଲାଣ କରିଛି କୁଆଖିଆ ଥାନା ପୋଲିସ । ଯାଜପୁର ଜିଲ୍ଲା ଦୌରାଜଜଙ୍କ…

ଆସନ୍ତା ଫେବୃଆରୀ ୧ରୁ ଚାଲିବ ଲୋକାଲ୍ ଟ୍ରେନ୍, ହେଲେ ମାନିବାକୁ ପଡ଼ିବ ସର୍ତ୍ତ

ମୁମ୍ବାଇ, ୨୯ା୧ (ଓଡିଶା ଭାସ୍କର): ଆସନ୍ତା ଫେବୃଆରୀ ମାସ ୧ ତାରିଖରୁ ମୁମ୍ବାଇ ମହାନଗରୀରେ ଚାଲିବ ଲୋକାଲ୍ ଟ୍ରେନ୍ । ତେବେ ଯାତ୍ରୀମାନେ ସ୍ଲଟ୍ ବୁକିଂ ମାଧ୍ୟମରେ ଯାତ୍ରା କରିପାରିବେ ବୋଲି କୁହାଯାଇଛି । କୋଭିଡ…