Browsing Category

Breaking News

ଦେଶରେ ଦିନକରେ ୧୫୫ ମୃତ, ୧୪ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୪ା୧: ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୫୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୩୩୯କୁ ବୃଦ୍ଧି…

ଆଜି ସର୍ବସାଧାରଣଙ୍କ ଦର୍ଶନ ବନ୍ଦ, କରାଯାଉଛି ସାନିଟାଇଜ୍

ପୁରୀ, ୨୪ା୧ (ଓଡିଶା ଭାସ୍କର): ଆଜି ରବିବାର ଥିବାରୁ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପରିସରକୁ ସାନିଟାଇଜ କରାଯାଉଛି । ବିନା କୋଭିଡ ରିପପୋର୍ଟରେ ଭକ୍ତ ପ୍ରଭୁଙ୍କ…

ମାଓବାଦୀମାନେ ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ: ଡିଜିପି

ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ମାଓବାଦୀମାନେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ଡିଜିପି ଅଭୟ । ସାଧାରଣତନ୍ତ୍ର ପାଳନ ନେଇ ପ୍ରସ୍ତୁତି ଅବସରରେ ଡିଜିପି ମାଓବାଦୀଙ୍କୁ ଏହି ବାର୍ତ୍ତା ଦେଇଛନ୍ତି ।…

ଆଜି ଖୋଲିବ ଭିତରକନିକା

ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ଦୀର୍ଘଦିନ ବନ୍ଦ ରହିବା ପରେ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିବ ଭିତରକନିକା । କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିଲା ।…

୧୦ ଜିଲ୍ଲାକୁ ଘନ କୁହୁଡି ଆଶଙ୍କା

ବଲାଙ୍ଗିର,୨୩ ।୧(ଓଡିଶା ଭାସ୍କର): ଆଜିଠାରୁ ୨୫ ତାରିଖ ସକାଳ ସୁଦ୍ଧା ୧୦ ଜିଲ୍ଲାରେ ଘନ କୁହୁଡି ହୋବର ଆଶଙ୍କା ରହିଛି । ଏନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ସକାଳ…

ସ୍ୱାମୀ ସାଜିଲା ସଇତାନ: ଭାଇରାଲ୍ କଲା ପତ୍ନୀଙ୍କ ଅଶ୍ଲୀଳ ଫଟୋ

ଆଗ୍ରା, ୨୩ା୧: ଜଣେ ସ୍ୱାମୀର କଳଙ୍କିତ କାରନାମା ଖବର ସାମନାକୁ ଆସିଛି । ସ୍ୱାମୀ ଜଣଙ୍କ ନିଜ ସ୍ତ୍ରୀଙ୍କର ଫଟୋକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି । ତେବେ ଏହି ଖବର ପତ୍ନୀ ଜାଣିବା ପରେ ଅଭିଯୋଗ କରିବା ପରେ ପୋଲିସ…

ନେତାଜୀ ପରାକ୍ରମର ପ୍ରତିମୂର୍ତ୍ତି: ମୋଦୀ

କୋଲକାତା,୨୩ ।୧: କୋଲକାତାରେ ନେତାଜୀଙ୍କ ୧୨୫ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ‘ଆଜି ନେତାଜୀଙ୍କୁ ନୁହେଁ, ଦେଶର ପରାକ୍ରମ…

ପୋଷା କୁକୁରକୁ ନେଇ ବିବାଦ: ରାଗରେ ପଡ଼ୋଶୀଙ୍କୁ ଗୁଳି ଚଳାଇଲେ ଯୁବକ

ମୁଜାଫରପୁର, ୨୩ା୧: ପୋଷା କୁକୁରକୁ ନେଇ ସୃଷ୍ଟି ହୋଇଥିବା ସାଧାରଣ ବିବାଦକୁ ନେଇ ଗୁଳିମାଡ଼ ହୋଇଛି । ତେବେ ଏହି ଘଟଣାରେ ଜଣେ ୧୯ ବର୍ଷୀୟ ଯୁବକ ଆହତ ହୋଇଥିବା ଜଣାପଡ଼ିଛି । ଆହତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି…

ଭାଷଣ ଦେବାକୁ ମନା କଲେ ମମତା

କୋଲକାତା,୨୩ ।୧: ପରାକ୍ରମ ଦିବସ ସମାରୋହରେ ଉଦବୋଧନ ଦେବାକୁ ମନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭିକ୍ଟୋରିଆ ମେମୋରିଆଲ ଭାଷଣ ଦେବାକୁ ମନା କରିଛନ୍ତି ମମତା । ଉପସ୍ଥିତ କିଛି ଲୋକ ନାରାବାଜି…

ସେଲଫି ମାୟାରେ ବାୟା ଜମାରୁ ହୁଅନ୍ତୁ ନାହିଁ, ଏହା ଆପଣଙ୍କର ଜୀବନହାନୀର କାରଣ ସାଜିପାରେ, ଜାଣନ୍ତୁ କିପରି

ସେଲଫି ଆଜିକାଲିର ଯୁବପୀଢ଼ିଙ୍କ ପାଇଁ ଏକ ଫେସନରେ ପରିଣତ ହୋଇଗଲାଣି । ସେଲଫି ନେବାର ମୌକା କେହି ଛାଡ଼ିବାକୁ ନାରାଜ । ପିକନିକ, ବିବାହ ପାର୍ଟି, ଉତ୍ସବମାନଙ୍କରେ ସତେଯେମିତି ସେଲଫି ପାଇଁ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ…