Browsing Category
Breaking News
ଭୁବନେଶ୍ୱର ଓ ପୁନେ ମଧ୍ୟରେ ବିମାନ ସେବା
ଭୁବନେଶ୍ୱର,୧୨ ।୧(ଓଡିଶା ଭାସ୍କର): ଭୁବନେଶ୍ୱରରୁ ଓ ପୁନେ ମଧ୍ୟରେ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଚଳାଚଳ କରିବ ଏୟାର ଏସିଆର ସ୍ୱତନ୍ତ୍ର ବିମାନ । ଏଥିପାଇଁ ଦରକାର ଥିବା ଆର୍ଥିକ ସହାୟତା ରାଜ୍ୟ ସରକାର…
ଭୁବନେଶ୍ୱରରେ ଆଜି ପହଞ୍ଚିବ କୋଭିସିଲ୍ଡ ଟିକା
ଭୁବନେଶ୍ୱର, ୧୨ା୧ (ଓଡିଶା ଭାସ୍କର): କରୋନା ଟିକାକୁ ନେଇ ପୂର୍ବରୁ ବହୁ ଚର୍ଚ୍ଚା ହୋଇଆସୁଛି । ତେବେ ଆଜି କରୋନା ଟିକା ରାଜ୍ୟରେ ପହଞ୍ଚିବ ବୋଲି ସୂଚନା ମିଳିଛି । ଭୁବନେଶ୍ୱର ବିମାନବନ୍ଦରରେ ଅପରାହ୍ଣ ୩ଟା ୧୫…
ଦେଶରେ ଦିନକରେ ୧୬୭ ମୃତ, ୧୨ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୧୨ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୬୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୧ ହଜାର ୩୨୭କୁ ବୃଦ୍ଧି ପାଇଛି । ଦିନକରେ ୧୨ ହଜାର ୫୮୪ ଜଣ ଆକ୍ରାନ୍ତ ହୋଇଥିବା…
ଗଞ୍ଜା ଲଢ଼େଇକୁ ନେଇ ଜୁଆ ଖେଳ: ପୋଲିସକୁ ଆକ୍ରମଣ, ୧୬ ଗିରଫ
ମାଲକାନଗିରି, ୧୨ା୧ (ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲାରେ ଜୁଆ ଖେଳ ସମୟରେ ପୋଲିସ ଉପରକୁ ଆକ୍ରମଣ ହୋଇଛି । ଏହି ଅତର୍କିତ ଆକ୍ରମଣ ଫଳରେ ୪ ପୋଲିସ ଆହତ ହୋଇଥିବା ଜଣାପଡ଼ିଛି । ଏନେଇ ୧୬ ଜଣକୁ ଗିରଫ କରାଯାଇଥିବା…
କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବୋନସ୍, ଜାଣନ୍ତୁ କେତେ
ଭୁବନେଶ୍ୱର,୧୧ ।୧(ଓଡିଶା ଭାସ୍କର): କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ପାଇଁ ଆସିଛି ବଡ ଖୁସି ଖବର । କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବୋନସ୍ ରାଶି ସମେତ ସହାୟତା ରାଶିକୁ ମଞ୍ଜୁରି ମିଳିଛି । ବୋନସ୍ ଓ ଅନ୍ୟାନ୍ୟ…
ଟିକାର ଡୋଜ୍ ପିଛା ୨୦୦ ଟଙ୍କା
ନୂଆଦିଲ୍ଲୀ,୧୧ ।୧: ସାରା ଦେଶରେ ଆସନ୍ତା ୧୬ ତାରିଖରୁ ଟିକାକରଣ ଆରୀମ୍ଭ ହେବାକୁ ଯାଉଛି । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ କରୋନା କେନ୍ଦ୍ର ସରକାରଙ୍କ ଟିକା କିଣା ଅର୍ଡରକୁ ଗ୍ରହଣ କରିଛି ସେରମ୍…
ଦାୟିତ୍ୱ ନେଲେ ଅସିତ୍ ତ୍ରିପାଠୀ
ଭୁବନେଶ୍ୱର,୧୧ ।୧(ଓଡିଶା ଭାସ୍କର): ଅବସର ପରେ ଆଜି ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ସେ ଦାୟତ୍ବ ଗ୍ରହଣ କରିଛନ୍ତି ।…
କରୋନା ଟିକା ଭରସାଯୋଗ୍ୟ: ମୋଦୀ
ନୂଆଦିଲ୍ଲୀ,୧୧ ।୧: ଖୁବଶୀଘ୍ର ସାରା ଦେଶରେ ଟିକାକରଣ ଆରମ୍ଭ ହୋଇଯିବ । ଟିକାକରଣକୁ ନେଇ ସାରା ରାଜ୍ୟରେ ପ୍ରସ୍ତୁତି ଚାଲିଛି । ଟିକାକରଣ ପୂର୍ବରୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଜି ଆଲୋଚନା କରିଛନ୍ତି…
ଭୂମିପୁତ୍ରଙ୍କୁ ଇଣ୍ଡୋନେସିଆର ସମ୍ମାନ: ବିଜୁବାବୁଙ୍କ ନାମରେ ନାମିତ ହେଲା ଦୂତାବାସ କକ୍ଷ
ନୂଆଦିଲ୍ଲୀ, ୧୧ା୧: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡୋନେସିଆର ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ନାମରେ ଏକ ଦୂତାବାସ କକ୍ଷ ନିର୍ମାଣ କରାଯାଇଛି । ବିଜୁବାବୁଙ୍କ ସମ୍ମାନାର୍ଥେ ଇଣ୍ଡୋନେସିଆ ସରକାରଙ୍କ ପକ୍ଷରୁ…
କରୋନା ଟିକାକରଣକୁ ନେଇ କ’ଣ କହିଲେ ରାଜ୍ୟ ସରକାର?
ଭୁବନେଶ୍ୱର,୧୧ ।୧(ଓଡିଶା ଭାସ୍କର): ଖୁବଶୀଘ୍ର ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇଯିବ । କରୋନା ଟିକାକରଣକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସମ୍ମିଳନୀରେ…