fbpx
Browsing Category

Breaking News

୫୦୦ ଟଙ୍କା ପାଇଁ ନାବଳକକୁ ପିଟି ପିଟି ମାରିଦେଲେ !

ମୟୁରଭଞ୍ଜ, ୨୩ା୯(ଓଡ଼ିଶା ଭାସ୍କର): ମୟୁରଭଞ୍ଜ ସ୍ଥିତ କରଞ୍ଜିଆ ଥାନା କିଆପାନପୋଷୀ ଗ୍ରାମରେ ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ପେଡ଼ାଶୀଙ୍କ ଘରୁ ୫୦୦ଶହ ଟଙ୍କା ଚୋରି କରିବା ଘଟଣାରେ ଜଣେ ନାବାଳକଙ୍କୁ…

ରାଜଧାନୀରେ ୧୩୦ଗ୍ରାମର ବ୍ରାଉନ ସୁଗାର ଜବତ, ୨ଗିରଫ

ଭୁବନେଶ୍ୱର, ୨୩ା୫(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଚୋରୀ, ଡକାୟତି, ଗଞ୍ଜେଇ ଓ ବ୍ରାଉନ ସୁଗାର ଚୋରାଚାଲାଣ ବଢ଼ିବାରେ ଲାଗିଛି । କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିବାରେ ଲାଗିଛି ରାଜଧାନୀ…

କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ସାଂସଦ ରମେଶ ଚନ୍ଦ୍ର ମାଝୀ

ନବରଙ୍ଗପୁର, ୨୩ା୯(ଓଡ଼ିଶା ଭାସ୍କର): କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ । ସେ ଗତ ୪ତାରିଖରେ କରୋନା ସଂକ୍ରମିତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ ।…

୯ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ହୀରାକୁଦ ଜଳ

ସମ୍ବଲପୁର, ୨୩ା୯(ଓଡ଼ିଶା ଭାସ୍କର): ଆଜି ସକାଳେ ହୀରାକୁଦ ଜଳଭଣ୍ଡାରର ଆଉ ଦୁଇଟି ଗେଟ ଖୋଲିଛି । ମୋଟ୍ ୯ଟି ଗେଟ୍ ଦେଇ ଜଳ ନିସ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ଜଳ ଧାରଣର କ୍ଷମତା ୬୩୦ ଫୁଟ୍ । କିନ୍ତୁ ଏବେ…

ବାଲେଶ୍ୱର ସଦର ଉପନିର୍ବାଚନ ପ୍ରସଙ୍ଗ, ନିର୍ବାଚନ ଲଢ଼ିବେନି କହିଲେ ରବୀନ୍ଦ୍ର

ବାଲେଶ୍ୱର, ୨୩ା୯(ଓଡ଼ିଶା ଭାସ୍କର): ବାଲେଶ୍ୱର ସଦର ଉପନିର୍ବାଚନ ପ୍ରସଙ୍ଗରେ ଜିଲ୍ଲା ବିଜେଡ଼ି ସଭାପତି ରବୀନ୍ଦ୍ର ଜେନା ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଜିଲ୍ଲା ବିଜେଡ଼ି ସଭାପତି ଛାଡ଼ିବା ନେଇ…

ରାଜ୍ୟରେ ବଢ଼ୁଛି ମୃତ୍ୟୁ ସଂଖ୍ୟା, ଆଜି ଆଉ ୧୫ ଜୀବନ ନେଲା ମହାମାରୀ କରୋନା

ଭୁବନେଶ୍ୱର, ୨୩ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୪୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪, ମୟୁରଭଞ୍ଜ ଓ ପୁରୀରୁ ୨,…