fbpx
Browsing Category

Breaking News

୧୨୪ ବର୍ଷ ପରେ ଚମୋଲୀ ପାହାଡରେ ଦେଖାଗଲା ଦୁଲର୍ଭ ଫୁଲ

ଦୀର୍ଘ ୧୨୪ ବର୍ଷ ପରେ ହିମାଳୟ କରିସରରେ ଦେଖାଗଲା ଏକ ବିରଳ ପ୍ରଜାତିର ଫୁଲ । ବୈଜ୍ଞାନିକମାନେ ଏହି ଫୁଲକୁ ଲିପାରିସ୍ ପାଇଗମା ଭାବରେ ଚିହ୍ନଟ କରିଛନ୍ତି । ସିକ୍କିମ ଓ ପଶ୍ଚିମବଙ୍ଗରେ ଏହି ଫୁଲ ପ୍ରାୟ ୧୦୦ ବର୍ଷ…

କୋଭିଡ଼ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ

କଟକ, ୨୧ା୯(ଓଡ଼ିଶା ଭାସ୍କର): କଟକ ଜଗତପୁରର ସଦଗୁରୁ କୋଭିଡ଼ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଛି । ନିଆଁକୁ ଆୟତ କରିବାରେ ପ୍ରୟାସ ଜାରି ରଖିଛି ଦମକଳ…

ବିଧାନସଭା ପାଇଁ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୨୧ ।୯: ବିଧାନସଭା ଅଧିବେଶନ ନେଇ ବସିବ ସର୍ବଦଳୀୟ ବୈଠକ । ଆସନ୍ତା ୨୫ ତାରିଖରେ ଏହି ସର୍ବଦଳୀୟ ବସିବ ବୋଲି ଜଣାପଡିଛି । ଏନେଇ ଆଜି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିଧାନସଭା…

ଲଘୁଚାପ ପ୍ରଭାବରେ ଆଜି ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ଜାଣନ୍ତୁ କେଉଁ ଜିଲ୍ଲା ରହିବେ ସତର୍କ

ଭୁବନେଶ୍ୱର, ୨୧ା୯(ଓଡ଼ିଶା ଭାସ୍କର): ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପଶ୍ଚିମ ଓଡ଼ିଶାର ୭ଟି…

ଥାନାରେ ପୋଲିସଙ୍କ କାନ ଟାଣି ହଇରାଣ କରୁଥିଲା ମାଙ୍କଡ, ଏପରି ଧରିଲା ବନବିଭାଗ

ପୋଲିସଙ୍କ ନାଁ ଶୁଣିଲେ ଲୋକମାନେ ଭୟ କରନ୍ତି । କିନ୍ତୁ ମଧ୍ୟପ୍ରଦେଶର ବୈତୁଲରେ ଗୋଟିଏ ମାଙ୍କଡ ପୋଲିସ କର୍ମଚାରୀଙ୍କ ଅବସ୍ଥା ଖରାପ କରିଦେଇଛି । ଗତ ୧୦ ଦିନ ହେବ ମାଙ୍କଡଟି ପୋଲିସ କର୍ମୀଙ୍କ ଜୀବନକୁ ଅସ୍ତବ୍ୟସ୍ତ…

ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

କଟକ, ୨୧ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଓଡ଼ିଶା ହାଇକୋର୍ଟର କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।…

୬ ମାସ ପରେ ଆଜିଠୁ ଖୋଲିଲା ତାଜମହଲ

ଆଗ୍ରା,୨୧ ।୯: କରୋନା ମହାମାରୀ ସଙ୍କଟ ମଧ୍ୟରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ତାଜମହଲ ଖୋଲାଯାଇଛି । ସାମାଜିକ ଦୂରତା ଓ ଅନ୍ୟ କୋଭିଡ଼ ନିୟମ ଅନୁଯାୟୀ ପର୍ଯ୍ୟଟକମାନଙ୍କୁ ତାଜମହଲ ପରିଦର୍ଶନ କରିବାକୁ ଅନୁମତି ଦିଆଯିବ ।…

ମହିଳା କମିସନରେ ହାଜର ହେଲେ ଓଟିଭି ଏମଡି

ଭୁବନେଶ୍ୱର,୨୧ ।୯(ଓଡିଶା ଭାସ୍କର): ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ଆଜି ମହିଳା କମିସନରେ ହାଜର ହୋଇଛନ୍ତି ଓଟିଭି ଏମଡି ଜାଗୀ ମଙ୍ଗତ ପଣ୍ଡା । ୨୧ ତାରିଖରେ…