Browsing Category
Breaking News
ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ଅବଧି
ଭୁବନେଶ୍ୱର, ୨୭ା୧୨ (ଓଡିଶା ଭାସ୍କର): ଲର୍ଣ୍ଣର ଲାଇସେନ୍ସଧାରୀଙ୍କ ପାଇଁ ରାଜ୍ୟ ସରକାର ସମୟସୀମା ବୃଦ୍ଧି କରିଛନ୍ତି । ପୂର୍ବରୁ ଡିସେମ୍ବର ମାସ ୩୧ ତାରିଖ ଆବେଦନ ପାଇଁ ଶେଷ ତାରିଖ ଥିଲା । ଏବେ ଏହା ୨୦୨୧ ମାର୍ଚ୍ଚ…
୯ ମାସର ପ୍ରତୀକ୍ଷା ପରେ ଖୋଲିଲା ଲିଙ୍ଗରାଜ ମନ୍ଦିର
ଭୁବନେଶ୍ୱର, ୨୭ା୧୨ (ଓଡିଶା ଭାସ୍କର): ସବୁ ଅବସାନର ଅନ୍ତ ଘଟାଇ ଆଜି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଖୋଲିଛି । ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ଅନୁମତି ମିଳିଛି ।…
ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ
ଭୁବନେଶ୍ୱର, ୨୭ା୧୨ (ଓଡିଶା ଭାସ୍କର): ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଭିଡିଓ କନଫରେନସିଂ ଜରିଆରେ ଅନୁଷ୍ଠିତ ହେବ ବୋଲି…
ବ୍ରହ୍ମପୁର ଚୋରି ପର୍ଦ୍ଦାଫାସ: ୨ ଗିରଫ, ଟଙ୍କା ଓ ସୁନା ଜବତ
ବ୍ରହ୍ମପୁର, ୨୭ା୧୨ (ଓଡିଶା ଭାସ୍କର): ବ୍ରହ୍ମପୁରରୁ ସୁନା କରିଥିବା ଅଭିଯୋଗରେ ୨ ଜଣଙ୍କୁ ଛତିଶଗଡ଼ରୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୭୦ ଗ୍ରାମ ସୁନା, ୧୨ ଲକ୍ଷ ଟଙ୍କା ଓ ଗୋଟିଏ କାର ବ୍ରହ୍ମପୁର ପୋଲିସ ଜବତ…
ଚିନ୍ତା ବଢ଼ାଉଛି କରୋନାର ବ୍ରିଟେନ ଷ୍ଟ୍ରେନ: ଭୁବନେଶ୍ୱରରୁ ଆଉ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ
ଭୁବନେଶ୍ୱର, ୨୭ା୧୨ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ପ୍ରଭାବ କମିଆସୁଥିବା ବେଳେ ଚିନ୍ତା ବଢ଼ାଉଛି ବ୍ରିଟେନରେ ସୃଷ୍ଟି ହୋଇଥିବା ନୂଆ ଷ୍ଟ୍ରେନ । ଭୁବନେଶ୍ୱରରୁ ପୁଣି ଜଣେ ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ…
କରୋନାରେ ୪ ମୃତ, ୩୦୩ ଆକ୍ରାନ୍ତ
ଭୁବନେଶ୍ୱର, ୨୭ା୧୨ (ଓଡିଶା ଭାସ୍କର): ରାଜ୍ୟରେ କରୋନାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ୩୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୨ ସଙ୍ଗରୋଧରୁ ଓ ୧୩୧ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ…
ମର୍ମନ୍ତୁଦ ବସ୍ ଦୁର୍ଘଟଣା: ୨ ମୃତ, ୬ ଗୁରୁତର, ୧୦ ଆହତ
ରାଉରକେଲା, ୨୭ା୧୨ (ଓଡିଶା ଭାସ୍କର): ରାଉରକେଲାରେ ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଗୁରତର ଓ ୧୦ ଜଣ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ,…
ବିଦାୟ ବର୍ଷର ଅନ୍ତିମ ମନ କୀ ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି
ନୂଆଦିଲ୍ଲୀ, ୨୭ା୧୨: ୨୦୨୦ ବର୍ଷକୁ ବିଦାୟ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ କୀ ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ବର୍ଷର ଶେଷ ତଥା ୭୨ତମ…
୧୦ ଡିଗ୍ରୀ ତଳକୁ ଖସିଲା ରାଜ୍ୟର ୧୧ ସହର
ଭୁବନେଶ୍ୱର, ୨୭ା୧୨ (ଓଡିଶା ଭାସ୍କର): ଥଣ୍ଡାର ପ୍ରକୋପ ରାଜ୍ୟର ବିଭିନ୍ନ ସହରରେ ପୂର୍ବପରି ଜାରି ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି ।…
ବାଇକ ଚାଳକଙ୍କୁ ୨୨ ହଜାର ଫାଇନ
ସୁନ୍ଦରଗଡ଼, ୨୭ା୧୨ (ଓଡିଶା ଭାସ୍କର): ଟ୍ରାଫିକ ନିୟମ ଉଲ୍ଲଂଘନ କରି ଜଣେ ବାଇକ ଚାଳକ ୨୨ ହଜାର ଟଙ୍କା ଫାଇନ ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି ।
ରାଜଗାଙ୍ଗପୁରରେ ଚେକିଂ ସମୟରେ ବାଇକ ଆରୋହୀ…