Browsing Category
Breaking News
ଜେଲରେ ଓକିଲଙ୍କୁ ଭେଟିପାରିବେ ପ୍ରଦୀପ
ଭୁବନେଶ୍ୱର,୨୪ ।୧୨(ଓଡିଶା ଭାସ୍କର): ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲାରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରିଟ୍ ଆବେଦନର ବିଚାର କରି ଅନ୍ତରୀଣ ନିର୍ଦ୍ଦେଶ…
ବ୍ରିଟେନ୍ ଫେରନ୍ତା ୨ କରୋନା ପଜିଟିଭ୍ ଦିଲ୍ଲୀ ଏୟାରପୋର୍ଟରୁ ଗାଏବ୍
ନୂଆଦିଲ୍ଲୀ,୨୪ ।୧୨: ବ୍ରିଟେନରେ ଦେଖାଦେଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱର ହଇଚଇ ସୃଷ୍ଟି ହୋଇଛି । ଏନେଇ ଅନେକ ଦେଶ ବ୍ରିଟେନକୁ ଯିବା-ଆସିବା କରୁଥିବା ବିମାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।…
୧୦ ଡିଗ୍ରୀ ତଳେ ରାଜ୍ୟର ୧୧ ସହର
ଭୁବନେଶ୍ୱର, ୨୪ା୧୨ (ଓଡିଶା ଭାସ୍କର): ରାଜ୍ୟର ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୪.୫ ଡିଗ୍ରୀ ସେଲସିୟସ ସହ ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସହରର ମାନ୍ୟତା ପାଇଛି ।
ଅନ୍ୟ ସହରମାନଙ୍କ ମଧ୍ୟରେ…
ପୁଣି ମାଓ ତାଣ୍ଡବ: ଘରୁ ଡାକିନେଇ ଜଣଙ୍କୁ ହତ୍ୟା
ଚିତ୍ରକୋଣ୍ଡା, ୨୪ା୧୨: ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଜଣଙ୍କୁ ହତ୍ୟା କରିଛନ୍ତି । ମାଓବାଦୀମାନେ ତାଙ୍କୁ ଘରୁ ଡାକି ନେଇ ଧାରୁଆ ଅସ୍ତ୍ର ଦ୍ୱାରା ହତ୍ୟା କରିଛନ୍ତି । ଆନ୍ଧ୍ରପ୍ରଦେଶର ପେଦାବାଇଲୁ ବ୍ଲକ…
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଫିସର
ସୁବର୍ଣ୍ଣପୁର, ୨୪ା୧୨ (ଓଡିଶା ଭାସ୍କର): ସୁବର୍ଣ୍ଣପୁର ଜିଲ୍ଲା ଚେରୁପାଲି ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ (ପିଇଓ) ଏବଂ ବ୍ରହ୍ମପୁରର ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ…
ଦେଶରେ ୩୧୨ ମୃତ, ୨୪ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୨୪ା୧୨: ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧୨ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୬ ହଜାର ୭୫୬କୁ ବୃଦ୍ଧି ପାଇଛି । ଦିନକରେ ୨୪ ହଜାର ୭୧୨ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ମୋଟ…
IPS ସ୍ତରରେ ବଡ଼ ଧରଣର ଅଦଳବଦଳ
ଭୁବନେଶ୍ୱର,୨୩/୧୨(ଓଡିଶା ଭାସ୍କର): IPS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ହଟିଛନ୍ତି ନୟାଗଡ଼ ଏସ୍ପି ପ୍ରତ୍ୟୁଷ ଦିବାକର । ପୋଲିସ ମୁଖ୍ୟଳୟକୁ ପ୍ରତ୍ୟୁଷ ଦିବାକରଙ୍କ ବଦଳି ହୋଇଛି । ନୟାଗଡ଼ର…
କରୋନା କାଳରେ ଆତଙ୍କୀ ଅଧିକ ସକ୍ରିୟ: ଇଣ୍ଟରପୋଲ
ନୂଆଦିଲ୍ଲୀ, ୨୩ା୧୨: କରୋନା ସମୟରେ ଯେତେବେଳେ ସାଧାରଣ ଜନତା ନିଜର ଜୀବନ ବଞ୍ଚାଇବାକୁ ଉଦ୍ୟମ ଜାରି ରଖିଥିଲେ, ସେତେବେଳେ ଆତଙ୍କବାଦୀମାନେ ନିଜର ସଙ୍ଗଠନକୁ ମଜବୁତ କରିବାକୁ ପ୍ରୟାସ କରୁଥିଲେ । ଏହା ଖୁଲାସା କରିଛି…
ଭୁବନେଶ୍ୱରରେ ଜଣେ ବ୍ରିଟେନ ଫେରନ୍ତା ବ୍ୟକ୍ତି ଚିହ୍ନଟ
ଭୁବନେଶ୍ୱର,୨୩ ।୧୨(ଓଡିଶା ଭାସ୍କର): କରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ଦେଶବ୍ୟାପୀ ଆତଙ୍କ ଖେଳିଯାଇଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ ଜଣେ ବ୍ରିଟେନ ଫେରନ୍ତା ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଡିସେମ୍ବର ୧୮ରେ…
କରୋନାର ନୂଆ ରୂପକୁ ନେଇ ୟୁରୋପରେ ହାହାକାର
ନୂଆଦିଲ୍ଲୀ, ୨୩ା୧୨: ଟିକା ଆସିବାକୁ ନେଇ ବିଶ୍ୱବାସୀ ଅପେକ୍ଷା କରି ରହିଥିବା ବେଳେ ବର୍ତ୍ତମାନ କରୋନାର ନୂଆ ରୂପକୁ ନେଇ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଛି । ୟୁକେରେ ଅନେକ ନୂଆ ମାମଲା ସାମନାକୁ ଆସିଛି । କେବଳ ୟୁକେ…