fbpx
Browsing Category

Breaking News

ସ୍ନାନଯାତ୍ରା ଓ ଘୋଷଯାତ୍ରା ପାଇଁ ସହଯୋଗ ଲୋଡିଲେ ମୁଖ୍ୟ ପ୍ରଶାସକ

ପୁରୀ,୧/୬(ଓଡିଶା ଭାସ୍କର): ପୁରୀ ଗୋବର୍ଦ୍ଧନ ପୀଠରେ ସ୍ନାନ ପୂର୍ଣ୍ଣିମାକୁ ନେଇ ବୈଠକ ଶେଷ ହୋଇଛି । ଶଙ୍କରାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସ୍ନାନ ପୂର୍ଣ୍ଣିମା, ରୁକ୍ମିଣୀ ହରଣ ନୀତି, ରଥଯାତ୍ରା…

ମଦ ପାଇଁ ଖୋଲିଲା ପୋର୍ଟାଲ, ଜାଣନ୍ତୁ କେଉଁ ପୋର୍ଟାଲରେ କରିବେ ପଞ୍ଜୀକରଣ

ଭୁବନେଶ୍ୱର, ୧ା୬(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକଡାଉନ ରହିଥିଲା । ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସବୁ ବନ୍ଦ ଥିଲା । ଏହାପରେ କିଛିଟା କଟକଣା କୋହଳ ସହ ମଦ ହୋମ…

ବଜ୍ରପାତ ନେଲା ୩ଜୀବନ

ଗଞ୍ଜାମ , ୧ା୬(ଓଡ଼ିଶା ଭାସ୍କର): ଆଜି ଅପରାହ୍ନରେ ରାଜ୍ୟର କେତେକ ଜିଲ୍ଳାରେ ବର୍ଷା ସହ ବଜ୍ରପାତ ହୋଇଥିଲା । ବଜ୍ରପାତରେ ୩ଜଣଙ୍କ ଜୀବନ ଯାଇଥିବା ନେଇ ସୂଚନା ମିଳିଛି । ଗଞ୍ଜାମ ସ୍ଥିତ ବୁଗୁଡ଼ା ବ୍ଲକ ଡ଼େଙ୍ଗାବାଡ଼ିଆ…

ଶପଥ ନେଲେ ଗଜେନ୍ଦ୍ର ମହାପାତ୍ର

ଭୁବନେଶ୍ୱର, ୧ା୬(ଓଡ଼ିଶା ଭାସ୍କର): ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ସଦସ୍ୟ ହୋଇଛନ୍ତି ଗଜେନ୍ଦ୍ର ମହାପାତ୍ର । ଆଜି ଆୟୋଗର ସଦସ୍ୟ ଭାବେ ଶପଥ ନେଇଛନ୍ତି ଗଜେନ୍ଦ୍ର ମହାପାତ୍ର । ତାଙ୍କୁ ଶପଥ ପାଠ କରାଇଛନ୍ତି ଆୟୋଗର…

ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ୍, ୧୯ରେ ୭ ରାଜ୍ୟର ୧୮ ଆସନ ପାଇଁ ନିର୍ବାଚନ

ନୂଆଦିଲ୍ଲୀ, ୧ା୬: ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ୍ । ଆଜି ୭ଟି ରାଜ୍ୟର ୧୮ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ୧୯ଜୁନରେ ନିର୍ବାଚନ ହେବା ସହ ସେହିଦିନ ହିଁ ଫଳାଫଳ ଘୋଷଣା କରାଯିବା ନେଇ…

ରାଜ୍ୟରେ ନାଇଟ କର୍ଫ୍ୟୁର ସମୟରେ ପରିବର୍ତ୍ତନ

ଭୁବନେଶ୍ୱର, ୧ା୬(ଓଡ଼ିଶା ଭାସ୍କର): କରୋନା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ ଅନଲକ-୧ ନେଇ ସୂଚନା ଦେଇ କହିିଥିଲେ ଯେ ୩୦ଜୁନ ଯାଏଁ ଓଡ଼ିଶାରେ କଟକଣା ଜାରି ରହିବ ।…

ବଦଳିଗଲା ବିମାନର ସିଟ୍ ନିୟମ, ଜୁନ୍ ୩ରୁ ଲାଗୁ

କରୋନା ସଙ୍କଟ ମଧ୍ୟରେ ବିମାନ ସେବା ଆରମ୍ଭ ହୋଇଛି, କିନ୍ତୁ କମିନି ବିପଦ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ପରେ ବିମାନ ଚଳାଚଳ ନିୟାମକ ବା ଡିଜିସିଏ ଏକ ନିଷ୍ପତ୍ତି ନେଇଛନ୍ତି ।…

କୃଷକଙ୍କ ପାଇଁ ଖୁସି ଖବର, ୩ଲକ୍ଷ ଯାଏଁ ଋଣ ଉପରେ ୨% ସୁଧ ଛାଡ଼

ନୂଆଦିଲ୍ଲୀ, ୧ା୬: କେନ୍ଦ୍ର କ୍ୟାବିନେଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ସେଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏକ…

ବାପା ହେବାକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଲୁଚିଛପି କରିଥିଲେ ବିବାହ !

ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ ଓ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଜାନୁଆରୀରେ ନତାଶାଙ୍କ ସହ ବିବାହ ରଚିଥିଲେ ହାର୍ଦ୍ଦିକ, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଆଉ ୧୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୨୪୫କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୧୧୯ କରୋନା…