fbpx
Browsing Category

Breaking News

ରାତି ୮ଟା ସୁଦ୍ଧା ୬ ଜିଲ୍ଲା ସାବଧାନ୍! ଭୟଙ୍କର ବର୍ଷିବ

ଭୁବନେଶ୍ୱର,୩୧ ।୫(ଓଡିଶା ଭାସ୍କର): ରାଜ୍ୟରେ ଆଜି ରାତି ୮ଟା ସୁଦ୍ଧା ଭୀଷଣ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ଏହା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏନେଇ ରାଜ୍ୟର ୬ଟି ଜିଲ୍ଲାକୁ…

କୋଭିଡ୍ ସେଣ୍ଟରରୁ ଡିସଚାର୍ଜ ହେବାର କିଛି ଘଣ୍ଟା ପରେ ଉଡ଼ିଗଲା ପ୍ରାଣବାୟୁ

କୋଭିଡ୍ କେୟାର ସେଣ୍ଟରରୁ ସୁସ୍ଥ ହୋଇ ଡିସଚାର୍ଜ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଚାଲିଗଲା ଜଣେ କନେଷ୍ଟବଳଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ମହାରାଷ୍ଟ୍ରରେ ଘଟିଯାଇଛି । ପୋଲିସ କନେଷ୍ଟବଳଙ୍କ ନାମ ଦୀପକ ହାଟେ…

ଖୁସି ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୧ ।୫(ଓଡିଶା ଭାସ୍କର): ରାଜ୍ୟରେ ଦିନୁକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଆସିଛି ଖୁସି ଖବର । ରାଜ୍ୟରେ ଆଉ ୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ୍…

ମାଡିଆସୁଛି ଆଉ ଏକ ବାତ୍ୟା!

ଭୁବନେଶ୍ୱର,୩୧ ।୫(ଓଡିଶା ଭାସ୍କର): କରୋନା ସଙ୍କଟ ବେଳେ ଲୋକଙ୍କ ଉପରେ ଦାଉ ସାଜୁଛି ବାତ୍ୟା । ଅମ୍ଫାନ ଯିବା ପରେ ଆରବସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ…

ବାରିପଦାରେ କୋଭିଡ୍ ଟେଷ୍ଟ ଆରମ୍ଭ

ବାରିପଦା,୩୧ ।୫(ଓଡିଶା ଭାସ୍କର): ବାରିପଦା ପିଆରଏମ ହସ୍ପିଟାଲରେ ଆରମ୍ଭ ହୋଇଯାଇଛି କୋଭିଡ୍ ପରୀକ୍ଷା । ଏହି ପରୀକ୍ଷାଗାରର ଉଦଘାଟନ କରିଛନ୍ତି ଜିଲ୍ଲାପାଳ ବିନୀତ ଭରଦ୍ୱାଜ । ପ୍ରଥମ ପର୍ଯ୍ୟାୟରେ ୧୦୦ଟି ନମୁନା…