
Browsing Category
Breaking News
ବିବାହ କରିବାକୁ ମନାକଲେ ପ୍ରେମିକ: ପ୍ରେମିକା ସାଜିଲେ ‘ବୀରୁ’, ଛାତ ଉପରେ କଲେ ହାଇଭୋଲଟେଜ୍ ଡ୍ରାମା
ନୂଆଦିଲ୍ଲୀ, ୧୬ା୫: ପ୍ରେମ ପାଇଁ ଆଜିକାଲିର ଯୁବକ, ଯୁବତୀ କିଛି କରିବାକୁ ପ୍ରସ୍ତୁତ । ପ୍ରେମିକ ବିବାହ ପାଇଁ ପ୍ରତ୍ୟାଖ୍ୟାନ କରିବାରୁ ଜଣେ ଯୁବତୀ ‘ସୋଲେ’ ଫିଲ୍ମର ‘ବୀରୁ’ର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।…
ଦେଶରେ ମୃତ୍ୟୁସଂଖ୍ୟା ୪ ହଜାର ଟପିଲା
ନୂଆଦିଲ୍ଲୀ, ୧୬ା୫ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୦୭୭ ଜଣଙ୍କ…
ଆଜି କରୋନାରେ ରାଜ୍ୟର ୧୯ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର, ୧୬ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…
ହାଇ ବ୍ଲଡପ୍ରେସର ରୋଗୀଙ୍କ ପାଇଁ ଭୟଙ୍କର ହେଉଛି କରୋନା, କେମିତି ପାଇବେ ଏଥିରୁ ମୁକ୍ତି
ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଛି । ଦିନକୁ ଦିନ ଏହି ଭାଇରସକୁ ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ହାଇ ବ୍ଲଡ ପ୍ରେସର ଏକ ଭୟଙ୍କର ରୋଗ ହୋଇଥିବା ବେଳେ କରୋନା ଭାଇରସ ଏହି ରୋଗୀଙ୍କ ପାଇଁ…
ବରଯାତ୍ରୀ ଶୋଭାଯାତ୍ରା ବେଳେ ଭୁଶୁଡ଼ି ପଡ଼ିଲା ଛାତ: ଦୁଇ ମୃତ, ୨୮ ଆହତ
ନାଲନ୍ଦା, ୧୬ା୫: ବିହାରର ନାଳନ୍ଦା ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ବିବାହକୁ ନେଇ ଖୁସିର ମାହୋଲ ଚାଲିଥିବା ବେଳେ ଅଚାନକ ଛାତ ଭୁଶୁଡ଼ି ପଡ଼ିବାରୁ ଏହି ଘଟଣା ଘଟିଥିଲା । ଫଳରେ ଚାପି ହୋଇ ଦୁଇଜଣଙ୍କର ମୃତ୍ୟୁ…
ଓଡିଶାରେ ଆଜି ୧୧,୭୩୨ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୧୬ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି । ଗତ ୨୪ ଘଣ୍ଟା ରାଜ୍ୟରେ ୧୧ ହଜାର ୭୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୫୬୯ ଜଣ…
ଖୁସି ଖବର: କାଲିଠାରୁ ସରକାର ଦେବେ ଶସ୍ତା ସୁନା! ଧାର୍ଯ୍ୟ ହେଲା ପ୍ରାଇସ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ,୧୬ ।୫:ଯଦି ଆପଣଙ୍କ ଘରେ କାହାର ବିବାହ ହେବାକୁ ଯାଉଛି ବା ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । କାଲି ଅଥାତ୍ ମେ’ ୧୭ରୁ ଆପଣ ଶସ୍ତା ସୁନା କିଣିବାର ସୁଯୋଗ…
ଜ୍ୱର ପୀଡ଼ିତାଙ୍କୁ ଡାକ୍ତର ଦେଲେ ୧୫ ବୋତଲ ଗ୍ଲୁକୋଜ୍: ଅବସ୍ଥା ବିଗିଡ଼ିଯାଇ ଯୁବତୀଙ୍କର ମୃତ୍ୟୁ
ନୂଆଦିଲ୍ଲୀ, ୧୬ା୫: ଡାକ୍ତରଙ୍କ ବେପରୁଆ ଚିକିତ୍ସା ଯୋଗୁଁ ଜଣେ ୩୨ ବର୍ଷୀୟା ଯୁବତୀଙ୍କର ମୃତ୍ୟୁ ଘଟିଛି । ପୀଡ଼ିତା ଜଣକ ଜ୍ୱରରେ ଆକ୍ରାନ୍ତ ଥିବାବେଳେ ଡାକ୍ତର ତାଙ୍କୁ ୧୫ ବୋତଲ ଗ୍ଲୁକୋଜ ଦେଇଥିଲେ । ଫଳରେ ଯୁବତୀଙ୍କ…
୧୮ରେ ସ୍ଥଳଭାଗ ଛୁଇଁବ, ଏବେଠାରୁ ଭୟଙ୍କର ରୂପ ନେଲାଣି ‘ତଉକ୍ତେ’
ନୂଆଦିଲ୍ଲୀ, ୧୬ା୫: ଆରବ ସାଗରରେ ସୃଷ୍ଟି ହୋଇଥିବା ୨୦୨୧ର ପ୍ରଥମ ବାତ୍ୟା ‘ତଉକ୍ତେ’ ଭୟଙ୍କର ହେବାରେ ଲାଗିଛି । ଏହି ସାମୁଦ୍ରିକ ଝଡ଼ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବାରେ ଲାଗିଛି । ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହା…
କେନାଲକୁ ଗାଡ଼ି ଖସି ଗୋଟିଏ ପରିବାର ୧୧ ଜଣଙ୍କ ମୃତ୍ୟୁ
ଇସଲାମାବାଦ, ୧୬ା୫: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଗୋଟିଏ ପରିବାରର ୧୧ ଜଣ ସଦସ୍ୟ ମୃତ୍ୟୁବରଣ କରିଛନ୍ତି । ଏକ କେନାଲକୁ ଗାଡ଼ି ଖସିପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି । ମୃତକଙ୍କ ମଧ୍ୟରେ ୭ ଜଣ…