fbpx
BJD SKY
BJD SKY

କୋଭାକ୍ସିନ ଟିକା ନେଲେ ମୁଖ୍ୟମନ୍ତ୍ରୀ

BJD

ଭୁବନେଶ୍ୱର, ୧ା୩ (ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଟିକା ନେଇଛନ୍ତି । ବିଧାନସଭା ପରିସରରେ ଥିବା ଡିସପେନସାରୀରେ ମୁଖ୍ୟମନ୍ତ୍ରୀ କୋଭାକ୍ସିନ ଟିକା ନେଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଟିକାକରଣ ପାଇଁ ଭୁବନେଶ୍ୱରରେ ୧୨ଟି ଟିକା କେନ୍ଦ୍ର ସ୍ଥାପନ କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କୋଭାକ୍ସିନ ଟିକା ନେବା ସହ ଦେଶରୁ କରୋନା ମୁକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ।

Get real time updates directly on you device, subscribe now.