
Browsing Category
Breaking News
କୋଭିଡ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା: ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ, ୨୩ା୪ (ଓଡିଶା ଭାସ୍କର): ମୁମ୍ବାଇର ବିଜୟବଲ୍ଲଭ କୋଭିଡ କେୟାର ସେଣ୍ଟରରେ ଘଟିଥିବା ଅଗ୍ନିକାଣ୍ଡର ପୀଡ଼ିତମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହାୟତା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ…
ରାଜ୍ୟର ସମସ୍ତ ୟୁନିଭରସିଟି ପରୀକ୍ଷା ଏଣିକି ଅନଲାଇନରେ: ଛାତ୍ରଛାତ୍ରୀ ଘରେ ବସି ଲେଖିବେ ଉତ୍ତର
ରାୟପୁର, ୨୩ା୪: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛତିଶଗଡ଼ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ୟୁନିଭରସିଟି ପରୀକ୍ଷା ପାଇଁ ସରକାର ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଉଚ୍ଚଶିକ୍ଷା ବିଭାଗ…
କରୋନା ନେଲା ୮ ଜଣଙ୍କ ଜୀବନ: ଆଜି ଚିହ୍ନଟ ହେଲେ ୬୨୧୫ ପଜିଟିଭ୍
ଭୁବନେଶ୍ୱର, ୨୩ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି…
ଚୋରି କରି କ୍ଷମା ମାଗିଲା ଚୋର: ପରେ ଜିନିଷ ଫେରାଇଲା ଓ ଲେଖିଲା ‘Sorry, ଏହା କରୋନା ଟିକା ବୋଲି ମୁଁ ଜାଣି ନଥିଲି’
ନୂଆଦିଲ୍ଲୀ, ୨୩ା୪: ଦେଶରେ କରୋନାର ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଛି । ଏହି ପରିପ୍ରେକ୍ଷୀରେ ହରିୟାଣାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । କରୋନା ଭ୍ୟାକ୍ସିନକୁ ଜଣେ ଚୋର ଚୋରି କରିନେବା ପରେ କ୍ଷମା ପ୍ରାର୍ଥନା…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୦.୮୪ ଲକ୍ଷ ପାର
ନୂଆଦିଲ୍ଲୀ, ୨୩। ୪ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ୮୪ ହଜାର ୪୪୧ ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ କୋଟି ୫୩ ଲକ୍ଷ…
କୋଭିଡ ହସ୍ପିଟାଲରେ ଲାଗିଲା ନିଆଁ, ଚାଲିଗଲା ୧୨ ଜୀବନ
ମୁମ୍ବାଇ,୨୩ ।୪: କରୋନାର ଦ୍ୱିତୀୟ ଲହର ମାଡିଚାଲିଥିବା ବେଳେ ପଜିଟିଭ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହା ବ୍ୟତିତ ଅକ୍ସିଜେନ୍ ଅଭାବ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା କାରଣରୁ ମଧ୍ୟ ଅନେକ ରୋଗୀଙ୍କର ମୃତ୍ୟୁ…
Former Lok Sabha Speaker Sumitra Mahajan passes away, tweets Shashi Tharoor
Former Lok Sabha Speaker Sumitra Mahajan passed away on Thursday night. The news of her demise was tweeted by Congress leader Shashi Tharoor.…
ସାମାନ୍ୟ କମିଛି ତାତି ! ୪୦ ଡିଗ୍ରୀ ଉପରେ ରାଜ୍ୟର ୫ ସହର
ଭୁବନେଶ୍ୱର,୨୨ ।୪(ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବାରୁ ତାତିର ପ୍ରଭାବ ସାମାନ୍ୟ କମିଛି । ଆଜି ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ୪୧ ଡିଗ୍ରି ତାପମାତ୍ରା ସହ ଟିଟଲାଗଡ଼ ରାଜ୍ୟର…
‘ଟ୍ରିପଲ ମ୍ୟୁଟାଣ୍ଟ‘ ଭୂତାଣୁ କ’ଣ? ଯାହାକୁ ନେଇ ସତର୍କ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର,୨୨ ।୪(ଓଡିଶା ଭାସ୍କର):ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଛି ଟ୍ରିପଲ୍ ମ୍ୟୁଟାଣ୍ଟ କରୋନା ଭୂତାଣୁ । ପୂର୍ବରୁ ମହାରାଷ୍ଟ୍ରରେ ବ୍ୟାପିଥିବା ଡବଲ୍ ମ୍ୟୁଟାଣ୍ଟଠାରୁ ଏହା ଅଧିକ ସଂକ୍ରାମକ । ଏହା…
ପଶ୍ଚିମବଙ୍ଗରେ ମାଡିଚାଲିଛି ଟ୍ରିପଲ ମ୍ୟୁଟାଣ୍ଟ, ଫେରନ୍ତାଙ୍କ ପାଇଁ ୧୪ ଦିନ କ୍ୱାରେଣ୍ଟାଇନ୍: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର,୨୨ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ…