fbpx

ସଞ୍ଜୟ ନାୟକ ରେଭେନ୍ସାର ନୂଆ କୁଳପତି

କଟକ,୨୨ ।୧(ଓଡିଶା ଭାସ୍କର): ପ୍ରଫେସର ସଞ୍ଜୟ କୁମାର ନାୟକ ରେଭେନ୍ସାର ନୂଆ କୁଳପତି ହୋଇଛନ୍ତି । ସଞ୍ଜୟ ନାୟକଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ସଞ୍ଜୟଙ୍କୁ ୪ ବର୍ଷ ପାଇଁ ନିଯୁକ୍ତ ଦେଇଛନ୍ତି ରାଜ୍ୟପାଳ । ତେବେ ପ୍ରଫେସର ନାୟକ ଏବେ ଚେନ୍ନାଇ ସିପେଟର ମହାନିର୍ଦ୍ଦେଶକ ଅଛନ୍ତି ।

Get real time updates directly on you device, subscribe now.