Browsing Category

Breaking News

ଭୁବନେଶ୍ବରରୁ ଦିନକରେ ୫୭ ପଜିଟିଭ୍ ଚିହ୍ନଟ, ୬୦ ଜଣ ସୁସ୍ଥ

ଭୁବନେଶ୍ୱର,୧୮ ।୧୧(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଆଜି ରାଜଧାନୀରୁ ମାତ୍ର ୫୭ କରୋନା ପଜିଟିଭ୍‌…

ଆସିଲା ବିଧାନସଭାର କରୋନା ଟେଷ୍ଟ ରିପୋର୍ଟ, ଜାଣନ୍ତୁ

ଭୁବନେଶ୍ୱର,୧୮ ।୧୧(ଓଡିଶା ଭାସ୍କର): ଆସନ୍ତା ୨୦ରେ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏନେଇ ବିଧାନସଭାରେ ହୋଇଥିବା ପ୍ରଥମ ଦିନର କରୋନା ଟେଷ୍ଟ ରିପୋର୍ଟ ଆସିଛି । ସେଥିରେ ୨୮ ବିଧାୟକଙ୍କ ନମୁନା…

୨୬ରେ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ,୧୮ ।୧୧: ଆସନ୍ତା ୨୬ରେ ୧୦ଟି ଟ୍ରେଡ ୟୁନିୟନ ପକ୍ଷରୁ ହରତାଳ ଓ ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର କୃଷି ଆଇନ ପ୍ରତ୍ୟାହାର ଦାବି କରି ଏହି ବନ୍ଦ ଡାକରା ଦିଆଯାଇଛି । ସମସ୍ତ ପରିବହନ, କେନ୍ଦ୍ର, ରାଜ୍ୟ ଓ…

ଓଡିଶା ପାଇଲା ଶ୍ରେଷ୍ଠ ସମୁଦ୍ର ତଟବର୍ତ୍ତୀ ରାଜ୍ୟ ପୁରସ୍କାର

ଭୁବନେଶ୍ୱର,୧୮ ।୧୧(ଓଡିଶା ଭାସ୍କର): ଶ୍ରେଷ୍ଠ ସମୁଦ୍ର ତଟବର୍ତ୍ତୀ ରାଜ୍ୟ ପୁରସ୍କାର ପାଇଛି ଓଡିଶା । ପୁରସ୍କାର ବାବଦକୁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କା ପାଇବେ । ଏହି ପୁରସ୍କାର ଘୋଷଣା କରିଛି କେନ୍ଦ୍ର ମତ୍ସ୍ୟ ଓ…

ବିଏମସି କର୍ମଚାରୀଙ୍କ ବ୍ରାଉନ ସୁଗାର ମୋହ !

ଭୁବନେଶ୍ୱର,୧୮ ।୧୧(ଓଡିଶା ଭାସ୍କର): ବ୍ରାଉନ ସୁଗାର ମୋହରେ ଭୁବନେଶ୍ୱର ମହାନିଗର ନିଗମ କର୍ମଚାରୀ । ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ରେଡହ୍ୟାଣ୍ଡ ଧରିଛି ଲିଙ୍ଗରାଜ ଥାନା ପୁଲିସ । ଠିକା ପିଅନ ଦିଲ୍ଲୀପ…

ଡିସେମ୍ବର ୧୬ରେ ଶ୍ରୀମନ୍ଦିର ଖୋଲିବାକୁ ପ୍ରସ୍ତାବ

ପୁରୀ,୧୮ ।୧୧(ଓଡିଶା ଭାସ୍କର): ଡିସେମ୍ବର ୧୬ରେ ଶ୍ରୀମନ୍ଦିର ଖୋଲିବାକୁ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଶନିବାର ଓ ରବିବାର ମନ୍ଦିର ବନ୍ଦ ରଖିବାକୁ ପ୍ରସ୍ତାବରେ ଉଲ୍ଲେଖ ରହିଛି । ମହାପ୍ରଭୁଙ୍କ…

ହାଇକୋର୍ଟରେ ହାଜର ହେଲେ ଡିଜିପି

କଟକ,୧୮ ।୧୧(ଓଡିଶା ଭାସ୍କର): ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ହାଇକୋର୍ଟରେ ହାଜର ହୋଇଛନ୍ତି ପୋଲିସ ଡିଜିପି ଅଭୟ । ଭିଡିଓ କନଫରେନ୍ସିଂ ଜରିଆରେ ଡିଜିପି କୋର୍ଟରେ ହାଜର ହୋଇଛନ୍ତି । ମାମଲାର…

ଦିନକୁ ସାଢେ ୪ ଘଣ୍ଟା ବିଧାନସଭା, ରହିବ ନାହିଁ ପ୍ରଶ୍ନକାଳ: ବାଚସ୍ପତି

ଭୁବନେଶ୍ୱର,୧୮ ।୧୧(ଓଡିଶା ଭାସ୍କର): ବିଧାନସଭା ପାଇଁ ଶେଷ ହୋଇ ସର୍ବଦଳୀୟ ବୈଠକ । ବୈଠକ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ, ‘କୋଭିଡ ଗାଇଡଲାଇନ୍ ଅନୁସାରେ ବିଧାନସଭା ଚାଲିବ । ଦିନକୁ ଅଢେଇ ଘଣ୍ଟା…