Browsing Category

Breaking News

ଗୃହ ବନ୍ଦ ଘଟଣାକୁ ନାପସନ୍ଦ କଲେ ପ୍ରଦୀପ୍ତ

ଭୁବନେଶ୍ୱର, ୧୪ା୩: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା । ସେ କହିଛନ୍ତି ଯେ କରୋନା ପ୍ରଭାବିତ…

ଗୁଳିମାଡ଼ରେ କନେଷ୍ଟବଳ ମୃତ

ଢ଼େଙ୍କାନାଳ, ୧୪ା୩(ଓଡ଼ିଶା ଭାସ୍କର): ଢ଼େଙ୍କାନାଳ ସଦର ଥାନା ଚାଉଳିଆଖମାର ଗାଁରେ ଗୁଳିକାଣ୍ଡ ଘଟିଛି । ଗୁଳିମାଡ଼ରେ ଆଇଆରବି କନେଷ୍ଟବଳ ରାମ ଚନ୍ଦ୍ର ସାହୁଙ୍କର ମୃତ୍ୟୁ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ବିଳମ୍ବିତ ରାତିରେ…

ସଡ଼କ ଦୁର୍ଘଟଣା, ୧୦ମୃତ

ରାଜସ୍ଥାନ, ୧୪ା୩: ରାଜସ୍ଥାନ ଯୋଧପୁରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଯୋଧପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସେଠାରେ ଟ୍ରଲର ଓ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଛି । ଯାହା…

ହାଇଦ୍ରାବାଦରେ ଠିକ୍ ହେଲା କରୋନା ପୀଡିତ, ମେଡିକାଲରୁ ମିଳିଲା ଛୁଟି

ନୂଆଦିଲ୍ଲୀ,୧୩ ।୩: ସାରା ବିଶ୍ୱରେ କରୋନା ଭାଇରସ୍ ଆତଙ୍କ ଖେଳାଇଥିବା ବେଳେ ଆଉ ଏକ ରୋଗୀ ସୁସ୍ଥ ହେବା ଘଟଣା ସାମନାକୁ ଆସିଛି । ହାଇଦ୍ରାବାଦର ଗାନ୍ଧୀ ମେଡିକାଲରେ ଜଣେ କରୋନା ସଂକ୍ରମିତ ରୋଗୀ ଠିକ୍ ହେବା ସହ ମେଡାକାଲ…

ଭାରତରେ ୨ୟ କରୋନା ରୋଗୀର ମୃତ୍ୟୁ

ନୂଆଦିଲ୍ଲୀ,୧୩ ।୩: ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏହାରି ମଧ୍ୟରେ ଆଜି ରାଜଧାନୀ ଦିଲ୍ଲୀ ସ୍ଥିତ ଜନକପୁରୀ ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଥିବା ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ…

ବଡ ସଫଳତା: ଜୟପୁରରେ ଡାକ୍ତରମାନେ କରୋନା ସଂକ୍ରମିତ ଦମ୍ପତିଙ୍କୁ ଏହି ଔଷଧରେ କଲେ ସଫଳ ଚିକିତ୍ସା

ନୂଆଦିଲ୍ଲୀ,୧୩ ।୩: ବିଶ୍ୱ ସ୍ୱାସ୍ଥ ସଙ୍ଗଠନ (WHO) କରୋନା ଭାଇରସକୁ ମହାମାରୀ ବୋଲି ଘୋଷଣା କରିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮୧କୁ ବୃଦ୍ଧି ପାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ, ୟୁପି, ବିହାର,…

କେଉଁ ଦେଶରେ କେତେ କରୋନା ସଂକ୍ରମିତ ? ଜାଣନ୍ତୁ

ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ସମଗ୍ର ବିଶ୍ୱରେ ୧୩୨,୫୬୭ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ୧୨୩…