Browsing Category

ବାଣିଜ୍ୟ

ଟ୍ୱିଟର- ଫେସବୁକ ପରେ ଆମାଜନରେ ବଡ ଛଟେଇ, ସଂଖ୍ୟାଧିକ କର୍ମଚାରୀଙ୍କୁ କାଢିବା ନେଇ ଚାଲିଛି ପ୍ରସ୍ତୁତି

ହାଇଦ୍ରାବାଦ: ଆଗକୁ ଆମାଜନ କମ୍ପାନୀର ଦଶ ହଜାର କମୀଚାରୀଙ୍କୁ କଢାଯିବା ନେଇ ପ୍ରସ୍ତୁତି ଚାଲିଛି । ଟ୍ୱିଟର ଓ ମେଟା କମ୍ପାନୀର ଦୁନିଆରୁ ଲୋକମାନଙ୍କ ଚାକିରୀ ଉପରେ ଘୋର ସଙ୍କଟ ଦେଖାଦେଇଛି । ତେବେ ସୋମବାର ଦିନ…

ଆପଣଙ୍କ ଫିଙ୍ଗର ପ୍ରିଣ୍ଟ ବିନା ଅନଲକ୍ ହୋଇଯିବ ଆଣ୍ଡ୍ରଏଡ୍ ଫୋନ୍

ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରାୟ ସମସ୍ତ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ସୁରକ୍ଷା ପାଇଁ ଫିଙ୍ଗର ପ୍ରିଣ୍ଟ ସ୍କାନର୍ ଉପଲବ୍ଧ, କିନ୍ତୁ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଯାହା ପୁଣି ଥରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ…

ସ୍କୁଲ ପିଲାମାନଙ୍କୁ ଆର୍ଥିକ ଶିକ୍ଷାର ABCD ଶିଖାଇବ RBI; ସିଲାବସ୍ ପ୍ରସ୍ତୁତ, ଜାଣନ୍ତୁ କେବେ ହେବ କାର୍ଯ୍ୟକାରୀ ?

ନୂଆଦିଲ୍ଲୀ: ଏବେ ସ୍କୁଲରେ ପିଲାମାନେ ପଢିବେ ଅର୍ଥନୀତି ପାଠ। ସହିତ ବିଦ୍ୟାଳୟ ଶିକ୍ଷା ବୋର୍ଡ ପାଇଁ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)। ତିନୋଟି ରାଜ୍ୟ…

୩ ମାସରେ ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ପିତି ହାର

ନୂଆଦିଲ୍ଲୀ: ଦେଶରେ ତିନି ମାସରେ ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ପିତି(ମହଙ୍ଗା ଦର)। ଅକ୍ଟୋବର ୨୦୨୨ ପାଇଁ ଘରୋଇ ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ତଥ୍ୟ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ନିୟୋଜନ ମନ୍ତ୍ରଣାଳୟ…

SBI ଗ୍ରାହକଙ୍କୁ ଝଟକା! କ୍ରେଡିଟ କାର୍ଡରୁ ରେଣ୍ଟ ଭରିଲେ ଲାଗିବ ପ୍ରୋସେସିଂ ଫିସ୍, ଜାଣନ୍ତୁ କେବେଠୁ ହେବ ଲାଗୁ?

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ଏସବିଆଇର କ୍ରେଡିଟ୍ କାର୍ଡ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସୂଚନା ମୁତାବକ, କମ୍ପାନୀ କ୍ରେଡିଟ୍ କାର୍ଡ ବ୍ୟବହାର କରି ଦିଆଯାଉଥିବା ରେଣ୍ଟ…

ନୂଆ ନମ୍ବର ପ୍ଲେଟ୍ ଲାଗି ନଥିଲେ ଏବଂ ଟୋଲ୍ ଟ୍ୟାକ୍ସ ଦେଉ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ! ଶୀଘ୍ର ପରିବର୍ତ୍ତନ ହେବ ନିୟମ

ନୂଆଦିଲ୍ଲୀ: ଦେଶରେ ଖୁବ୍ ଶୀଘ୍ର ଟୋଲ୍ ଟ୍ୟାକ୍ସ ଜଡ଼ିତ ନିୟମରେ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ର ସରକାର । ଏ ସଂକ୍ରାନ୍ତରେ ସରକାର ଏକ ବିଧେୟକ ଅଣିପାରନ୍ତି । ପୁର୍ବରୁ ଅନେକ ଥର କେନ୍ଦ୍ର ସଡ଼କ…

ବଡ଼ ଖବର! ବ୍ୟାଙ୍କ ବନ୍ଦ ହେବା ପରେ ସରକାର ଦେଉଛନ୍ତି ୮୫୧୬ କୋଟି ଟଙ୍କା, ତୁରନ୍ତ ଆପଣ ବି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ବ୍ୟାଙ୍କଗୁଡିକ ପାଇଁ ଅନେକ ଗାଇଡଲାଇନ୍ ଜାରି କରିଛି । ଯେଉଁ ବ୍ୟାଙ୍କଗୁଡ଼ିକ ଏହି ନିୟକ ପାଳୁନାହାନ୍ତି, ସେମାନଙ୍କ ଲାଇସେନ୍ସ ବାତିଲ କରାଯାଉଛି । ଦେଶରେ…

ଗ୍ୟାସ୍ ଦାମକୁ ନେଇ ସରକାର କଲେ ବଡ଼ ଘୋଷଣା! କୋଟି କୋଟି ଗ୍ରାହକ ହେବେ ପ୍ରଭାବିତ

ନୂଆଦିଲ୍ଲୀ: ସାରାଦେଶରେ ବଢ଼ୁଥିବା ଗ୍ୟାସ୍ ସିଲିଣ୍ଡରର ଦାମକୁ ନେଇ ସରକାରୀ ତୈଳ କମ୍ପାନୀଗୁଡ଼ିକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗ୍ୟାସ୍ ସିଲିଣ୍ଡର କିଣିବା ପାଇଁ ଏଣିକି ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।…

ଟ୍ଵିଟରରେ ଏଲନ ମସ୍କଙ୍କ ମନମୁଖୀ କାର୍ଯ୍ୟ ଜାରି, ବିନା ନୋଟିସରେ କମ୍ପାନିରୁ ଛଟେଇ ହେଲେ ୪୪୦୦ କର୍ମଚାରୀ

ନୂଆଦିଲ୍ଲୀ: ଟ୍ଵିଟରର ନୂତନ ମାଲିକ ଏଲନ ମସ୍କ କମ୍ପାନିର ଅଧିଗ୍ରହଣକ କରିବା ପରେ କର୍ମଚାରୀଙ୍କ ଖରାପ ସମୟ ଆରମ୍ଭ ହୋଇ ଯାଇଛି। ଗୋଟିଏ ଝଟକାରେ ହଜାର ହଜାର ସ୍ଥାୟୀ କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଉଛନ୍ତି…

ଫୁଟ୍‌ବଲ୍ କ୍ଲବ୍ ଲିଭରପୁଲ୍‌କୁ କିଣିବା ଦୌଡ଼ରେ ମୁକେଶ

ଲଣ୍ଡନ: ଭାରତର ଦ୍ଵିତୀୟ ବଡ଼ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଆମ୍ବାନି ବିଶ୍ଵ ପ୍ରସିଦ୍ଧ ଇଂଲିସ ଫୁଟ୍‌ବଲ୍ କ୍ଲବ୍ ଲିଭରପୁଲ୍ ଅଧିଗ୍ରହଣ ଦୌଡ଼ରେ ସାମିଲ ହୋଇଛନ୍ତି। ଏହି କ୍ଲବ୍‌କୁ…