Browsing Category

City News

ଆସିଲା ୧୦୩ ନଂ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର): ଆସିଲା ୧୦୩ ନଂ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି।ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର। ଆକ୍ରାନ୍ତ ରାଉରକେଲା ନାଲା ରୋଡ୍ ର ୬୦ ବର୍ଷୀୟ ବୟସ୍କ । ମାର୍ଚ୍ଚ ୨୨ ରୁ…

ରାଜ୍ୟରେ ଆଉ ୫ କରୋନା ପଜିଟିଭ ଚିହ୍ନଟ: ୫ ଆକ୍ରାନ୍ତ ବାଲେଶ୍ବର ଜିଲ୍ଲାର

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର): ରାଜ୍ୟରେ ଆଉ ୫ କରୋନା ପଜିଟିଭ ଚିହ୍ନଟ: ୫ ଆକ୍ରାନ୍ତ ବାଲେଶ୍ବର ଜିଲ୍ଲାର ସୂଚନା । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ ହୋଇଥିବା ବେଳେ ବାଲେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା…

କଟକରେ ଦିନ ୧୧ରୁ ୫ ଯାଏ ଦୋକାନ ଖୋଲା

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର): କଟକରେ ଦେକାନ ଖୋଲିବାକୁ ଅନୁମତି ଦେଇଛି ମହାନଗର ନିଗମ । ଦିନ ୧୧ଟାରୁ ସନ୍ଧ୍ୟା ୫ଟା ଯାଏଁ ଉଭୟ ଅତ୍ୟାବଶ୍ୟକ ଓ ଅଣଅତ୍ୟାବଶ୍ୟକ ଦୋକାନ ଖୋଲିବାକୁ ସିଏମ୍ସି କମିଶନରଙ୍କ ପକ୍ଷରୁ…

ଲକ ଡାଉନରେ ହରିଣ ଭୋଜି !

ଭୁବନେଶ୍ୱର:୨୭ ।୪(ଓଡିଶା ଭାସ୍କର): ଲକ ଡାଉନରେ ହରିଣ ଭୋଜି ! ଭୋଜି ପୁଣି ଆଉ କେଉଁଠି ନୁହେଁ ଫରେଷ୍ଟ ରେଂଜ ଅଫିସରେ । ଏଭଳି ଅଭିଯୋଗ ଆସିଛି ପୂରୀ ଜିଲ୍ଲା ବ୍ରହ୍ମଗିରିରୁ । ସ୍ଥାନୀୟ ଅଭୟାରଣ୍ୟରୁ ଗାଁ ଭିତରକୁ…

ଲକ ଡାଉନ ପାଇଁ ପୋଲିସ ଜିପ୍ସିରେ ରେ ଦବଙ୍ଗ ଷ୍ଟାଇଲରେ ବହାହେବାକୁ ଏଣ୍ଟ୍ରି ମାରିଲା ବର

ଭୁବନେଶ୍ୱର:୨୭ ।୪(ଓଡିଶା ଭାସ୍କର):ବାହାଘର ପୂର୍ବରୁ ଧାର୍ଯ୍ୟ ସରିଥିଲା । ସରକାରଙ୍କ ନିୟମ ମୁତାବକ ଆର୍ଯ୍ୟସମାଜ ମନ୍ଦିରରେ ସାମଜିକ ଦୂରତା ରଖାଯାଇ ଆୟୋଜନ କରାଯାଇଥିଲା । ପଣ୍ଡିତ ,କନ୍ୟ ପିତା ଓ କନ୍ୟା ପଂହଚି…

ତାସରୁ ନାଶ୍ ,ତାସ ଖେଳରୁ ୪୦ ଜଣ କରୋନା ସଂକ୍ରମିତ

ଭୁବନେଶ୍ୱର :୨୭ ।୪(ଓଡିଶା ଭାସ୍କର): ମହଙ୍ଗା ପଡିଲା ତାସ ଖେଳ । ତାସ ନିଶାରେ ଭୋଳ ହୋଇ ହେଲେ କରୋନା ଆକ୍ରାନ୍ତ । ଜଣଙ୍କଠୁ ୨୪ ଓ ଅନ୍ୟ ଜଣଙ୍କଠୁ ୧୫ ଜଣଙ୍କୁ ବ୍ୟାପିଲା କରେନା । ଆନ୍ଧ୍ରପ୍ରଦେଶର ଏହି ଘଟଣା ଏବେ…

ଚୁଟି ଦାଢ଼ି ବଢ଼ିଯାଉ ଯାଆନ୍ତୁନି ସେଲୁନ ,ସେଲୁନରେ ଚୁଟି କାଟି ୬ କରୋନା ସଂକ୍ରମିତ

ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର): ସେଲୁନରେ ଚୁଟି କାଟି କରୋନା ସଂକ୍ରମିତ । ଏକାଥରକେ ୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ଆହୁରି ୧୨ ଜଣ ଆକ୍ରାନ୍ତ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ସମସ୍ତଙ୍କ ସ୍ୱାବ ଟେଷ୍ଟ…

ଆଜି ରାଜ୍ୟର ଅଧା ଜିଲ୍ଲାରେ ଅତିପ୍ରବଳ ବର୍ଷା

ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର): ଆଜି ରାଜ୍ୟର ୧୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଉପକୂଳବର୍ତ୍ତୀ କଟକ,ଜଗତସିଂହପୁର,କେନ୍ଦ୍ରାପଡା,ପୂରୀ, ବାଲେଶ୍ୱର ସମେତ ଯାଜପୁର,ଢ଼େଙ୍କାନାଳ ,ଅନଗୁଳ,ଭଦ୍ରକ ଓ…

ଆଜିଠୁ ଖୋଲିବ ସବୁ ଦୋକାନ,ମଲ ଓ ସପିଂ କମ୍ପେ୍ଳକ୍ସକୁ ନାହିଁ ଅନୁମତି

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର):କରୋନା ନେଇ ସାରା ଦେଶରେ କଟକଣା । ଏଭଳି ଅବସ୍ଥାରେ କେବଳ ପନିପରିବା,ଫଳ,ମେଡିସିନ ,ସଉଦା ଦେକାନ,କୃଷି ପାଇଁ ଅବଶ୍ୟକ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ଖୋଲିବାକୁ ଅନୁମତି ଥିଲା ।…

ତାଣ୍ଡବ ରଚିଲା କାଳବୈଶାଖୀ

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର):ତାଣ୍ଡବ ରଚିଲା କାଳବୈଶାଖୀ। ଗୋଟେପଟେ କରୋନା ସଂକ୍ରମଣକୁ ନେଇ ଆତଙ୍କ ଅନ୍ୟପଟେ କାଳବୈଶାଖୀର ତାଣ୍ଡବ। ଆଜି ଅପରାହ୍ନରେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ…