Browsing Category

City News

ଏଟିଏମରୁ ବ୍ୟାପିଲା କରୋନା ସଂକ୍ରମଣ ,କ୍ୱାରେଣ୍ଟାଇନରେ ୨୮ ଜଣ

ଭୁବନେଶ୍ୱର:୨୪ ।୪(ଓଡିଶା ଭାସ୍କର): ଏଟିଏମରୁୁ ବ୍ୟାପିଲା କରୋନା ସଂକ୍ରମଣ । ଏକାଥରକେ ତିନି ଜଣ ସଂକ୍ରମିତ । ଏବେ ଏମାନଙ୍କ ସମ୍ପର୍କରେ ଆସିଥିବା ୨୮ ଜଣଙ୍କୁ ସଂଗରୋଧରେ ରଖାଯାଇଛି ।ସଭିଙ୍କର ସ୍ୱାବ ଟେଷ୍ଟ ପାଇଁ…

ଭଦ୍ରକ ଜିଲ୍ଲାର ଅରଁଡୁଆ ଓ ବ୍ରାହ୍ମଣୀଗାଁ ପଞ୍ଚାୟତ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷିତ

ଭୁବନେଶ୍ୱର:୨୪ ।୪(ଓଡିଶା ଭାସ୍କର):ଭଦ୍ରକ ଜିଲ୍ଲାରେ ପଜିଟିଭ୍ ଚିହ୍ନଟ ବ୍ୟକ୍ତି ଜଣଙ୍କ ବାସୁଦେବପୁରର । ଏବେ ଭଦ୍ରକ ଜିଲ୍ଲାରେ ମୋଟ୍ ୧୨ କୋରୋନା ଆକ୍ରାନ୍ତ ଚିହ୍ନଟ । ଭଦ୍ରକ ମ୍ୟୁନସିପାଲଟି-୨, ଭଦ୍ରକ ବ୍ଲକ- ୧,…

କଣ ଏଥର ହେବ ରଥଯାତ୍ରା ?

ଭୁବନେଶ୍ୱର:୨୪ ।୪(ଓଡିଶା ଭାସ୍କର):ରଥଯାତ୍ରା ଆୟୋଜନ ସଂପର୍କରେ ଆସିପାରେ ବଡ଼ ନିଷ୍ପତ୍ତି ।କାଲି ଗଜପତି ଓ ଶଙ୍କରାଚାର୍ୟ୍ୟଙ୍କୁ ଭେଟି ଚର୍ଚ୍ଚା କରିଥିଲେ ମୁଖ୍ୟ ପ୍ରଶାସକ। ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି…

ବାଲେଶ୍ୱରର ୫ ନୁଆ ଆକ୍ରାନ୍ତ

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର): ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ଆଉ ୫ କରେନା ଆକ୍ରାନ୍ତଙ୍କ ବାବଦରେ ତଥ୍ୟ ମିଳିଛି । ଏହି ୫ ଜଣ ଯାକ ବାଲେଶ୍ୱରର । ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏହି ସୂଚନା ମିଳିଛି ।…

ଅପରାହ୍ନରେ ବଦଳିଯିବ ପାଗ ! ୮ ଜିଲ୍ଲାରେ କାଳବୈଶାଖୀ

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର):ଆଜି ଅପରାହ୍ଣରେ ପାଗ ବଦଳିଯିବ। କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୫୦ କିମିରୁ ଅଧିକ ବେଗରେ ପବନ ହେବ ବୋଲି ପୂର୍ବାନୁମାନ କରାଯାଉଛି। କିଛି କିଛି…

ମୟୂରଭଞ୍ଜ ମେଡ଼ିକାଲ କଲେଜ ସାଇକାଟ୍ରିକ ୱାର୍ଡରେ ନିଆଁ

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର):ମୟୂରଭଞ୍ଜ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ସାଇକାଟ୍ରିକ ୱାର୍ଡରେ ଲାଗିଲା ନିଆଁ।ସର୍ଟସର୍କିଟରୁ ଏସିରେ ନିଆଁ ଲାଗି…

ପୂର୍ବ ପ୍ରେମିକା ଆଗରେ ବରଗାଡି ଖରାପ । ବାଧ୍ୟ ହୋଇ କଲେ ବିବାହ ।

ଭୁବନେଶ୍ୱର, ୧ ୭ ।୪(ଓଡ଼ିଶା ଭାସ୍କର): ୩ ବର୍ଷ ହେବ ଚାଲଥିଲା ପ୍ରେମ । ଏତେ ଗଭୀର ଥିଲା ଯେ ଶାରିରୀକ ସମ୍ପର୍କ ଯାଏ କଥା ଯାଇଥଲା । କିନ୍ତୁ ବାହା ହେବାକୁ ରାଜି ନଥିଲା ପ୍ରେମିକ । ପ୍ରେମିକାଙ୍କର ପୂର୍ବରୁ ୩ଟି ବିବାହ…

ମାଷ୍ଟ୍ରେ ନେଉଥିଲେ ଅନ୍ ଲାଇନ୍ କ୍ଳାସ ,ଆରମ୍ଭ ହୋଇଗଲା ସେକ୍ସ କ୍ଳାସ

କଟକ,୧୩ ।୪(ଓଡ଼ିଶା ଭାସ୍କର):କରୋନା ପାଇଁ ସାରା ରାଜ୍ୟରେ ଲକ୍ ଡାଉନ୍ । ସ୍ପୁଲ କଲେଜ ଛୁଟି । ତେଣୁ ପିଲାଙ୍କ ପାଠପଢ଼ା ଯେପରି ବ୍ୟାଘାତ ନହେବ ସେଥିପାଇଁ କିଛି ଶିକ୍ଷାନୁଷ୍ଠାନ ଆରମ୍ଭ କରିଛନ୍ତି ଅନ ଲାଇନ କ୍ଳାସ…

କଳାହାଣ୍ଡିରେ ଦ୍ୱିତୀୟ କରୋନା ଭାୟା କ୍ରିକେଟ୍

କଳାହାଣ୍ଡି,୧୦.୪(ଓଡ଼ିଶା ଭାସ୍କର):ରାଜ୍ୟରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଗୋଟିଏ ଦିନରେ ୬ ଜଣଙ୍କ ରିପୋର୍ଟ ପଜେଟିଭ୍ ଆସିଛି । ଏଥିମଧ୍ୟରୁ ଜଣେ ପଜେଟିଭ କଳାହାଣ୍ଡିର ।ଏହାକୁ ମିଶାଇ…

ଲକ ଡାଉନ ପାଇଁ ମହାରାଷ୍ଟ୍ର ରୁ ସାଇକେଲ ରେ ଯାଜପୁର

ଭୁବନେଶ୍ୱର,୧୦.୪(ଓଡ଼ିଶା ଭାସ୍କର):ଦେଶ ସାରା ଲକ ଡାଉନ ରାଜ୍ୟ ସୀମା ସିଲ । ପେଟ ପାଇଁ ନିଜ ଗାଁ ଯାଜପୁର ରୁ ମହାରାଷ୍ଟ୍ର କୋଲାବ ଯାଇଥିଲେ ଯୁବକ । ହେଲେ ଲକ ଡାଉନ ପାଇଁ ବନ୍ଦ ହେଲା କମ୍ପାନୀ । ସେପଟେ ଚାଲିବା ପାଇଁ…