Browsing Category

City News

କଣ୍ଟେନରକୁ ପଛରୁ ପିଟିଲା ଆମ୍ବୁଲାନ୍ସ , ଜଣେ ମୃତ

ଯାଜପୁର: କଣ୍ଟେନରକୁ ପଛରୁ ପିଟିଲା ଆମ୍ବୁଲାନ୍ସ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଆମ୍ବୁଲାନ୍ସ ହେଲପରଙ୍କ ମୃତ୍ୟୁ ହୋଇଛି ଏବଂ ଫାର୍ମାସିଷ୍ଟଙ୍କ ସମେତ ଦୁଇ ଜଣ ଆହତ ହୋଇଛନ୍ତି ।…

ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠ ମନ୍ଦିରର ହେବ ପୁନର୍ବାସ

 ପୁରୀ: ମଠ, ମନ୍ଦିର ପୁନଃ ସ୍ଥାପିତ କରିବେ ରାଜ୍ୟ ସରକାର । ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗାଯାଇଥିବା ମଠ, ମନ୍ଦିର ହେବ ପୁନର୍ବାସ । ଏନେଇ ନୀତିଗତ ନିଷ୍ପତ୍ତି ନିଆଯାଇଛି। ଖାଲି ସେତିକି ନୁହେଁ, 19 ଟି ମଠକୁ…

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ, ନୀତି ଆୟୋଗ ବୈଠକରେ ହେବେ ସାମିଲ୍

ଭୁବନେଶ୍ବର: ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାତିରେ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । କାଲି ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏହାପରେ 25 ରେ ଏନଡିଏ…

ଜୁନ୍‌ ୩ ରେ କୋଟିଆ କମିଟିର ପ୍ରଥମ ବୈଠକ, ନିଯୁକ୍ତ ହେବେ ସ୍ବତନ୍ତ୍ର ଅଧିକାରୀ

ଭୁବନେଶ୍ବର: ଜୁନ୍ 3 ତାରିଖରେ ବସିବ କୋଟିଆ କମିଟିର ପ୍ରଥମ ବୈଠକ । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ‘କୋଟିଆ ପାଇଁ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତି ହେବେ । କୋଟିଆ ପାଇଁ ଦୀର୍ଘ ଓ ସ୍ବଳ୍ପ…

ସହଦେବ ନାୟକ ହତ୍ୟା ମାମଲା: ମାଟିରେ ମିଶିଲା ଅଭିଯୁକ୍ତଙ୍କ ଘର

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସହଦେବ ସଫେଇ କର୍ମଚାରୀ ସଂଘ ସଭାପତି ନାୟକ ହତ୍ୟାକାଣ୍ଡ ମାମଲାରେ ଆକ୍ସନ୍ । କମିଶନରେଟ୍ ପୋଲିସ ଏବଂ ବିଏମସି ପକ୍ଷରୁ ମିଳିତ ଭାବରେ ନିଆଗଲା ଆକ୍ସନ । ହତ୍ୟା ମାମଲାରେ ସଂପୃକ୍ତ…

କଳିଙ୍ଗନଗର ହେବ ଭାରତର ଷ୍ଟିଲ ହବ୍

ଭୁବନେଶ୍ବର: ଓଡ଼ିଶାର ସମୃଦ୍ଧି ଶିଳ୍ପ ଇତିହାସରେ ଯୋଡ଼ିହେଲା ଆଉ ଏକ ପୃଷ୍ଠା । ଯାଜପୁର କଳିଙ୍ଗନଗର ହେବ ଭାରତର ଷ୍ଟିଲ ହବ୍ । ଆଜି 1 ଲକ୍ଷ 15 ହଜାର କୋଟି ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ…

ମନରେଗା ଦୁର୍ନିତି, ବନ୍ଧାହେଲେ 4 ଅଧିକାରୀ

ରାୟଗଡ଼ା: ମନରେଗା ଦୁର୍ନିତି ଅଭିଯୋଗରେ 4 ସରକାରୀ ଅଧିକାରୀ ଗିରଫ । 4 ସରକାରୀ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ । ଗିରଫ ହୋଇଥିବା ସରକାରୀ କର୍ମଚାରୀଙ୍କ ମଧ୍ୟରେ ଜଳଛାୟା ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ…

ଚିଲିକାରେ ଭାସୁଛି ଅଜଣା ମୃତଦେହ, ଗୋଡ଼ରେ ବନ୍ଧା ହୋଇଛି ପଥର

ଖୋର୍ଦ୍ଧା : ଚିଲିକାରେ ଭାସୁଛି ଏକ ଅଜଣା ବ୍ୟକ୍ତିର ମୃତଦେହ । ଚିଲିକାରେ କାହାକୁ ହତ୍ୟା କରାଯାଇ ଫିଙ୍ଗି ଦିଆ ଯାଇଥିବା କରାଯାଉଛି ଅନୁମାନ । କାରଣ ମୃତ ବ୍ୟକ୍ତିର ଗୋଡ଼ରେ ପଥର ବନ୍ଧା ଥିବା ଦେଖିବାକୁ ମିଳିଛି ।…

ଲାଞ୍ଚ ନେଇ ଡେପୁଟି ରେଞ୍ଜର ଗିରଫ

ରାଉରକେଲା: ଭିଜିଲାନ୍ସ ଜାଲରେ ବିଶ୍ରା ଡେପୁଟି ରେଞ୍ଜର୍ । ବିଶ୍ରା ରେଞ୍ଜ କାର୍ଯ୍ୟାଳୟର ଡେପୁଟି ରେଞ୍ଜର ହେଉଛନ୍ତି ଅସିତ ପଟ୍ଟନାୟକ । ସେ 18 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ…

80% ଦିବ୍ୟାଙ୍ଗଙ୍କୁ 3500 ଟଙ୍କା ଭତ୍ତା

ଭୁବନେଶ୍ବର: 80% ଅଧିକ ଦିବ୍ୟାଙ୍ଗଙ୍କ ବଢିଲା ଭତ୍ତା । ଏଣିକି ଦିବ୍ୟାଙ୍ଗଙ୍କୁ 3500 ଟଙ୍କା ଭତ୍ତା ଦେବେ ସରକାର । 80 ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ବି ମିଳିବ ଭତ୍ତା । ଜୁନ୍ 2025 ସୁଦ୍ଧା 80 ବର୍ଷ…