fbpx
Browsing Category

କରୋନା

ରାଜ୍ୟରେ ବଢ଼ୁଛି ସଂକ୍ରମଣ, ଦିନକରେ ଚିହ୍ନଟ ହେଲେ ୧୦ ହଜାର ୩୬୮; ଜାଣନ୍ତୁ କେଉଁ ରାଜ୍ୟରୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଲଗାରତ ଭାବରେ ୧୦ ହଜାର ଉପରକୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୩୬୮ ଜଣ…

ବାୟୋ-ବବଲକୁ ଭେଦ କରି ପଶିଲା କରୋନା: ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳର ଦୁଇ ଖେଳାଳିଙ୍କୁ କୋଭିଡ ପଜିଟିଭ, ଚାଲିଛି ଚିକିତ୍ସା

ମୁମ୍ବାଇ: ଭାରତୀୟ ସିନିୟର ଜାତୀୟ ମହିଳା ଫୁଟବଲ ଦଳର ଦୁଇ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଠାରେ ଅନୁଷ୍ଠିତ ହେବାକୁ ଥିବା ଏଏଫସି ମହିଳା ଏସିଆନ କପ ଖେଳିବା ପାଇଁ ଭାରତୀୟ ଦଳ ସୁରକ୍ଷିତ ବାୟୋ - ବବଲ ମଧ୍ୟରେ…

କୋଭିସିଲ୍ଡ-କୋଭାକ୍ସିନକୁ ବଜାରରେ ଉପଲବ୍ଧ କରାଇବା ନେଇ ମଞ୍ଜୁରୀ ପ୍ରଦାନ କରିବାକୁ DCGIକୁ ସୁପାରିଶ କଲେ ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ: ଦେଶର କେନ୍ଦ୍ରୀୟ ଡ୍ରଗ୍ସ ଅଥରିଟିର ଏକ ବିଶେଷଜ୍ଞ କମିଟି ବୁଧବାର ଦିନ ଆଣ୍ଟି-କୋଭିଡ ଟିକା - କୋଭିସିଲ୍ଡ-କୋଭାକ୍ସିନକୁ କିଛି ସର୍ତ୍ତ ଆଧାରରେ ନିୟମିତ ମାର୍କେଟିଂ ପାଇଁ ଅନୁମୋଦନ ପ୍ରଦାନ କରିବାକୁ…

ଭ୍ୟାକ୍ସିନର ଦୁଇଟି ଡୋଜ୍ ନେବା ପରେ ବି ଦେଖାଦେଉଛି ଏହିସବୁ ଲକ୍ଷଣ, ସତର୍କ ରୁହନ୍ତୁ

ନୂଆଦିଲ୍ଲୀ: ନୂଆ ଭାରିଆଣ୍ଟ ଓମିକ୍ରନର ଲକ୍ଷଣକୁ ନେଇ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ପ୍ରଦାନ କରୁଛନ୍ତି । ଭାରତବର୍ଷରେ ଏହା ଘାତକ ହେବାକୁ ବସିଲାଣି । ତେବେ ଓମିକ୍ରନର ଲକ୍ଷଣକୁ ଅଧିକ ଗମ୍ଭୀର ଭାବେ ଗ୍ରହଣ…

ରାଜ୍ୟରେ ଆରମ୍ଭ ହେଲା ମୃତ୍ୟୁର ତାଣ୍ଡବ, ଆଜି ୬ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

ଆଜି ପୁଣି ରାଜ୍ୟରେ ଚିହ୍ନଟ ହେଲେ ୧୧ ହଜାର କରୋନା ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

ଏଣିକି ୨୪ ଘଣ୍ଟାରେ ମିଳିବ କୋଭିଡ୍ ଟେଷ୍ଟ ରିପୋର୍ଟ, ସକାଳ ୮ଟାରେ ହେବ ଅପଲୋଡ୍: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ୨୪ ଘଣ୍ଟା ମଧ୍ୟରେ କୋଭିଡ୍ ଟେଷ୍ଟ ରିପୋର୍ଟ ଅପଲୋଡ୍ ହେବ । ପ୍ରତ୍ୟେକ ଦିନ ସକାଳ ୮ଟା ସୁଦ୍ଧା ରିପୋର୍ଟ ଅପଲୋଡ୍ କରିବାକୁ ରାଜ୍ୟର ସମସ୍ତ ମେଡିକାଲ କଲେଜ, ଜିଲ୍ଲା ଓ ଘରୋଇ…

କୋଭିଡ୍-୧୯ରେ ସଂକ୍ରମିତ ହେଲେ ରୋଗୀମାନେ କେଉଁ ଔଷଧ ଖାଇବେ ଓ କେଉଁଟି ଖାଇବେନି, WHO ପକ୍ଷରୁ ଜାରି ହେଲା ଗାଇଡଲାଇନ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ କୋଭିଡର ନୂଆ ଭାରିଆଣ୍ଟକୁ ନେଇ ଆଶଙ୍କା ଜାରି ରହିଛି । କିଛି ଲୋକ ଡେଲାଟାରେ ସଂକ୍ରମିତ ହେଉଥିବା ବେଳେ ଆଉ କିଛି ଓମିକ୍ରନରେ ସଂକ୍ରମିତ ହେଉଛନ୍ତି । ତେବେ ଏକାଥରକେ…

ଜୀବନ ସାରା ପିନ୍ଧିବାକୁ ପଡ଼ିବ ମାସ୍କ! ଭବିଷ୍ୟତକୁ ନେଇ ଏପରି କହିଲେ ମହାମାରୀ ବିଶେଷଜ୍ଞ ଆନ୍ଥନୀ ଫାଉଚି

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମହାମାରୀର ଅନ୍ତ ଘଟିବାର ଏପର୍ଯ୍ୟନ୍ତ କୌଣସି ସଂକେତ ଦେଖିବାକୁ ମିଳିନାହିଁ । ତେଣୁ ଏହ ବି କୁହାଯାଇପାରିବ ନାହିଁ ଆମକୁ କେତେ ଦିନ ପର୍ଯ୍ୟନ୍ତ ଏହିଭଳି ଭାବରେ ମାସ୍କ ପିନ୍ଧି ଦିନ…

ଖୁବଶୀଘ୍ର ଦେଶରେ ଉପଲବ୍ଧ ହେବ ଓମିକ୍ରନ ଟିକା, ପୁଣେର ଏକ କମ୍ପାନୀକୁ ଦିଆଯାଇଛି ଦାୟିତ୍ୱ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ଓମିକ୍ରନକୁ ନେଇ ଭୟର ବାତାବରଣ ଜାରି ରହିଥିବା ଆଗାମୀ ଦିନରେ ଏହାର ପ୍ରଭାବକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ପୂର୍ବରୁ ଭାରତ କୋଭିଡ୍ ଲଢ଼େଇ ପାଇଁ ସ୍ୱଦେଶୀ ଜ୍ଞାନ…