Browsing Category
ଅପରାଧ
Mumbai Hit and Run Case: ମିହିର ଶାହଙ୍କୁ ରିମାଣ୍ଡରେ ପଠାଇଲେ କୋର୍ଟ
ନୂଆଦିଲ୍ଲୀ: ମୁମ୍ବାଇର ବର୍ଲି ଅଞ୍ଚଳରେ ଏକ ବିଏମଡବ୍ଲୁ କାର ବାଇକରେ ଯାଉଥିବା ଲୋକଙ୍କୁ ଧକ୍କା ଦେଇଥିଲା । ଯେଉଁଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଏହି କାର ଶିବସେନାର ଜଣେ ନେତାଙ୍କ ପୁଅ ମିହିର ଶାହଙ୍କର ଥିଲା…
X(Twitter) ର ଡାଟା ହେଉଛି ଲିକ୍: ବିପଦରେ ୨୦ କୋଟିରୁ ଅଧିକ ୟୁଜର, ସୁରକ୍ଷା ପାଇଁ କରନ୍ତୁ ଏହି କାମ
ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏବେ ଡାଟା ଲିକ୍ ହେବା ମାମଲା ସାମନାକୁ ଆସିଛି । କୋଟି କୋଟି ଏକ୍ସ ୟୁଜରଙ୍କ ଡାଟା ଲିକ୍ ହୋଇଥିବା ସୂଚନା ମିଳିଛି । ଏକ ରିପୋର୍ଟ ଅନୁସାରେ, ଏକ୍ସରେ ଡାଟା ବ୍ରିଚ…
‘High Alert’ ଜାରି କଲା କେନ୍ଦ୍ର: ସନ୍ଦିଗ୍ଧ E-mail ପାଇବା ପରେ ସତର୍କବାଣୀ
ନୂଆଦିଲ୍ଲୀ: ବାରମ୍ବାର ବୋମା ବିସ୍ଫୋରଣ ଆତଙ୍କକୁ ନେଇ ଫୋନ୍ କଲ୍ ଏବଂ ଇ-ମେଲ ପାଇବା ପରେ ସଜାଗ ହୋଇଛନ୍ତି କେନ୍ଦ୍ର ସରକାର । ବିଭିନ୍ନ ସରକାରୀ ଅଫିସ ତଥା କର୍ମଚାରୀ ଏଭଳି କଲ୍ ବା ମେସେଜ ଇତ୍ୟାଦିକୁ ଗୁରତର ସହ…
ୱାର୍ଲି ହିଟ୍ ଆଣ୍ଡ ରନ୍ ମାମଲା: ଗିରଫ ହେଲା ଅଭିଯୁକ୍ତ ମିହିର ଶାହ, ମା’ ଓ ଭଉଣୀଙ୍କୁ ଅଟକ
ନୂଆଦିଲ୍ଲୀ: ୱାର୍ଲି ହିଟ୍ ଆଣ୍ଡ ରନ୍ ମାମଲାର ଅଭିଯୁକ୍ତ ମିହିର ଶାହଙ୍କୁ ଗିରଫ କରାଯାଇଛି । ମଙ୍ଗଳବାର ତାଙ୍କୁ ବିରାରରୁ ଗିରଫ କରାଯାଇଛି । ତାଙ୍କ ମା' ଓ ଭଉଣୀଙ୍କୁ ଶାହପୁରରୁ ଅଟକ ରଖାଯାଇଛି । ମିହିରଙ୍କୁ ଧରିବା…
ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲା; ଓଡ଼ିଶା ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବହୁ ଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଜବାବ ତଲବ । ଓଡ଼ିଶା ସରକାରଙ୍କଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ । ୬ ସପ୍ତାହ ଭିତରେ…
୮୦୦ ଟଙ୍କାରେ ମନପସନ୍ଦର ଯୁବତୀ, ପାର୍ଲରରେ ଚାଲିଥିଲା ଧନ୍ଦା, ଚଢାଉ ହେବା ମାତ୍ରେ ଝିଅମାନେ ଦୌଡିଲେ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୋହନପୁରୀରେ ଥିବା ଏକ ମସାଜ ପାର୍ଲର ଥିଲା । ଆଶ୍ଚର୍ଯ୍ୟଜନକ ହେଉଛି ଯେ, ଏଠାରେ ମସାଜ ନାମରେ ଦେହ-ବ୍ୟବସାୟ ଚାଲଥିଲା । ଗ୍ରାହକଙ୍କୁ ଏଠାରେ ୮୦୦ ଟଙ୍କା ଦେଇ ମନପସନ୍ଦ ଝିଅ ଦିଆଯାଉଥିଲା ।…
ଆକ୍ସନ ମୋଡରେ ସିବିଆଇ; ନିଟ୍ ପେପର ଲିକ୍ ମାମଲାରେ ଆଉ ୨ ଗିରଫ
ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମମଲାରେ ଆକ୍ସନ ମୋଡରେ ସିବିଆଇ । ନିଟ ୟୁଜି ପେପର ଲିକ୍ ମାମଲାରେ ବିହାରର ଆଉ ଦୁଇ ଜଣଙ୍କୁ ଗିରଫ କରିଛି ସିବିଆଇ । ଏହି ମାମଲାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ଗିରଫ କରାଯାଇଛି । ସିବିଆଇ…
ରିପୋର୍ଟିଂ ପାଇଁ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କଲେ ସାମ୍ୱାଦିକ!; FIRକୁ ନେଇ ଆପତ୍ତି ଆଣିଲା PIB
ନୂଆଦିଲ୍ଲୀ: ପଶ୍ଚିମ ଉତ୍ତର ପ୍ରଦେଶର ଶାମଲି ଜିଲ୍ଲାରେ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯିବା ଅଭିଯୋଗରେ ଦୁଇ ସାମ୍ବାଦିକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନେଇ ଆପତ୍ତି ଉଠାଇଛି ପ୍ରେସ୍ କ୍ଲବ୍…
Video; ସାମ୍ନାକୁ ଆସିଲା କାମାରହାଟିରେ ମହିଳାଙ୍କୁ ମାଡ଼ ମାରିବା ବେଳର ଭିଡ଼ିଓ; TMCକୁ ଦାୟୀ କଲା BJP
କୋଲକାତା: ସାମ୍ନାକୁ ଆସିଲା ପଶ୍ଚିମବଙ୍ଗର କାମାରହାଟିରେ ଜଣେ ମହିଳାଙ୍କୁ କିଛି ଲୋକ ମାଡ଼ ମାରିବା ଘଟଣାର ଭିଡିଓ। ସୋମବାର ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଜଣେ ମହିଳାଙ୍କୁ ଚାରି ଜଣ…
ଏକ୍ସପ୍ରେସ ଟ୍ରେନ ଧକ୍କାରେ ୨ ଯୁବକ ମୃତ, ସୋରରେ ଘଟିଛି ଅଭାବନୀୟ ଘଟଣା
ଓଡିଶା ଭାସ୍କର: ବାଲେଶ୍ୱର ସୋରରେ ଘଟିଛି ଏକ ଅଭାବନୀୟ ଘଟଣା । ବାହାନଗା ଦଣ୍ଡହରିପୁର ରେଳଫାଟକରେ ୨ ଜଣ ଯୁବକଙ୍କ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି । ରେଳଧାରଣାରେ ସେମାନଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡି…