fbpx
Browsing Category

ଅପରାଧ

୧୩୦ କୋଟିର ହେରୋଇନ୍ ଜବତ, ଦେଶରେ ଅବୈଧ କାରବାର ଚଳାଇଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ୍

ଦିଲ୍ଳୀ ପୋଲିସ ଏବଂ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ମିଳିତ ଭାବରେ ଏକ ବଡ଼ ଡ୍ରଗ୍ସ ସିଣ୍ଡିକେଟର ପର୍ଦ୍ଦାଫାଶ କରିଛନ୍ତି । ୧୩୦ କୋଟିର ହେରୋଇନ ଜବତ କରାଯାଇଛି । ଚାରି ଅଭିଯୁକ୍ତଙ୍କ ମଧ୍ୟ ଗିରଫ କରାଯାଇଛି । ଜଣେ…

୧୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ପୋଲିସ ସବ୍ ଇନ୍ସପେକ୍ଟର…

ନୟାଗଡ଼: ଗିରଫ ହେଲେ ଖୋଦ୍ ପୋଲିସ୍ ବାବୁ । ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ସବ୍ ଇନ୍ସପେକ୍ଟର  । ସୂଚନା ଅନୂଯାୟୀ, ଶୁକ୍ରବାର ନୟାଗଡ଼ ଖଣ୍ଡପଡା ଥାନା କଣ୍ଟିଲୋ ଆଉଟ ପୋଷ୍ଟ ସବ୍…

ବଲିଉଡ୍‌ ଭଳି ଓଲିଉଡରେ ନିଶା କାରବାର ନେଇ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲା କଳିଙ୍ଗ ସେନାର ମୁଖ୍ୟ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ବଲିଉଡ୍‌ ଭଳି ଓଲିଉଡରେ ବି ନିଶା କାରବାର ବଢିଥିବା ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛି କଳିଙ୍ଗ ସେନା । ଓଡିଶାରେ ଯେପରି ସୁଶାନ୍ତ ସିଂହ ରାଜପୁତଙ୍କ ଭଳି ଘଟଣାର ପୁନରାବୃତି ନହୁଏ…

୪୮ଘଣ୍ଟା ମଧ୍ୟରେ ଦେବେନ୍ଦ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ କଲା ପୁଲିସ: ୩ ଅଭିଯୁକ୍ତ ଗିରଫ, ମାରଣାସ୍ତ୍ର ଜବତ୍‌

କଣ୍ଟାପଡ଼ା, (ଭାସ୍କର ନ୍ୟୁଜ) : ଗୋବିନ୍ଦପୁର ଥାନା ଅଧିନସ୍ଥ ନୂଆଗାଁ ଠାରେ ଗତ ୨୨ତାରିଖ ଦିନ ଦେବେନ୍ଦ୍ର ବେହେରା ହତ୍ୟାକାଣ୍ଡର ୪୮ଘଣ୍ଟା ମଧ୍ୟରେ ଗୋବିନ୍ଦପୁର ପୋଲିସ୍‌ ପର୍ଦ୍ଦାଫାସ୍‌ କରିଛି । ଏହି ଘଟଣାରେ ପୋଲିସ୍‌…

ଝିଅକୁ ବିଷ ଦେଇ ମାରିବାକୁ ବାପାର ଉଦ୍ୟମ!

ଗଞ୍ଜାମ: ତୁଚ୍ଛ ହେଲା ବାପା ଝିଅର ସଂପର୍କ । ଝିଅକୁ ବିଷ ଦେଇ ମାରିବାକୁ ହତ୍ୟା କଲା ବାପା । ଗୁରୁତର ଅବସ୍ଥାରେ ଝିଅଙ୍କୁ ହସ୍ପିଟାଲରେ କରାଗଲା ଭର୍ତ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର…

ଭାଇକୁ ଫୋନକରି ଉଚ୍ଛୁଳା ନଦୀକୁ ଡେଇଁଲା ଭଉଣୀ…

ଭାଇକୁ ଫୋନ କଲେ ତା’ପରେ ନଦୀକୁ ଡେଇଁ ପଡ଼ିଲେ ଯୁବତୀ । ଏଭଳି ଏକ ଘଟଣା ଦେଖିବାକୁ ମଳିଛି ଭଦ୍ରକ ଗେଲଟିଆ ଅଞ୍ଚଳରେ । ସୂଚନା ଅନୂଯାୟୀ, ଗେଲଟିଆ ଅଞ୍ଚଳର ଜନୈକ ଯୁବତୀ ବାଇପାସ୍ ନିକଟ ରାଜଘାଟ ବ୍ରିଜ ନିକଟକୁ ଆସିଥିଲେ…

(Video) ସହିପାରିଲେନି ପ୍ରେମିକାର ପ୍ରତାରଣା, ଜୀବନ ହାରିଦେଲେ ପ୍ରେମିକ ପ୍ରବର…

ଯାଜପୁର: କୁହାଯାଏ ପ୍ରେମ ପାଇଁ ସାଙ୍ଗ ହୋଇ ରହିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି ପ୍ରେମୀ ଯୁଗଳ । ପରସ୍ପର ପାଇଁ ଜୀବନ ଦେବାକୁ ମଧ୍ୟ ପଛାନ୍ତିନାହିଁ । କିନ୍ତୁ ଯଦି ପ୍ରେମିକା କିମ୍ବା ପ୍ରେମିକ ଦିନେ…

ହିରୋଇନଙ୍କୁ ନେଇ ହେଲା ମହାଖୁଲାସା: ୧୨ଟି ଫର୍ଜି କମ୍ପାନୀ ଚଳାଉଥିଲେ ଅର୍ପିତା

ନୂଆଦିଲ୍ଲୀ: ଧିରେ ଧିରେ ଇଡିର ଜାଲରେ ଫସି ଚାଲିଛନ୍ତି ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ । ହିରୋଇନଙ୍କୁ ନେଇ ବଡ ଖୁଲାସା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଟଙ୍କା ହେରଫେର କରିବା ପାଇଁ ଗୋଟିଏ କି ୨ଟି ନୁହେଁ, ୧୨ଟି…

ଆରଆଇଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ମାଫିଆ, ବେଆଇନ ପଥର ବ୍ଲାଷ୍ଟିଂ ଓ ଚୋରା ଚାଲାଣର ତଦନ୍ତ ପାଇଁ ଯାଇଥିବା ବେଳେ ଆକ୍ରମଣ

ବାଲେଶ୍ୱର: ବଢି ଚାଲିଛି ଚୋରା ପଥର ମାଫିଆଙ୍କ ଦୌରାତ୍ମ୍ୟ, ନୀଳଗିରି ବାଘମରା ଗାଁରେ ଆରଆଇଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି ମାଫିଆ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ସୂଚନା ଅନୂଯାୟୀ,…

ଦିବ୍ୟାଙ୍ଗଙ୍କୁ ଛୁରୀ ମାରି ହତ୍ୟା କଲେ ନାବାଳିକା, ରାସ୍ତାରେ ସାଇଡ୍ ନଦେବାରୁ ରାଗରେ କଲେ ଏମିତି

ଅନେକ ସମୟରେ ରାସ୍ତାରେ ଗାଡ଼ି ଚଳାଇବାକୁ ନେଇ ଗଣ୍ଡଗୋଳ ଦେଖିବାକୁ ମିଳିଥାଏ । ଅନେକ ସମୟରେ ଦୁର୍ଘଟଣା ଯୋଗୁଁ ରାସ୍ତା ଉପରେ ଛିଡ଼ା ହୋଇ ଗଣ୍ଡଗୋଳ ମଧ୍ୟ କରିଥାନ୍ତି ଗାଡ଼ିଚାଳକ । କିନ୍ତୁ ବର୍ତ୍ତମାନ ଏଭଳି ଏକ ଖବର…