Browsing Category

ଅପରାଧ

୫୦୦ ଟଙ୍କାରେ ପୁଅ ହେବା ପାଇଁ ଦେଉଥିଲେ ଔଷଧ, ମନ୍ଦିର ବାହାରେ ଧରାପଡିଲେ ନକଲି ଡାକ୍ତର

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍, ପୋଲିସ ସହ ମିଶି ଏକ ନକଲି ଡାକ୍ତରଙ୍କୁ ଗିରଫ କରିଛନ୍ତି । ନୂଆଦିଲ୍ଲୀ ଗୁରୁଗ୍ରାମର ବାଦଶାହପୁରରେ ଏକ ନକଲି ଡାକ୍ତର ପୁଅ ହେବାର ଗ୍ୟାରେଣ୍ଟି ଦେଇ ଔଷଧ ବିକ୍ରି କରେ ।…

ଶ୍ରଦ୍ଧା ହତ୍ୟାକାଣ୍ଡ! କୋର୍ଟ ତରଫରୁ ନ୍ୟୁଜ ଚାନେଲକୁ ନୋଟିସ: ସମ୍ପନ୍ଧିତ ପ୍ରସାରଣ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାକୁ ନେଇ ଏକ ନ୍ୟୁଜ ଚାନେଲ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ କୋର୍ଟ । ଅଭିଯୋଗ ସମ୍ବନ୍ଧୀୟ କୌଣସି ବି ସାମଗ୍ରୀକୁ ପ୍ରସାରଣ କରିବା ଉପରେ ଅଦାଲତ ରୋକ ଲଗାଇଛନ୍ତି ।…

ବିବାହରେ ଖର୍ଚ୍ଚ ହେଲା ୨ କୋଟି, ଯୌତୁକ ନେଇଥିଲେ ୨୫ ଲକ୍ଷ, ଏୟାରପୋର୍ଟରେ ପହଁଚିବା ମାତ୍ରେ ବର ହେଲା ଫେରାର

ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ବିବାହ କରିବାକୁ ସମୟ ବାହାର କରିବାକୁ ସକ୍ଷମ ହେଉନାହାନ୍ତି। ଏଭଳି ପରିସ୍ଥିତିରେ, ବିବାହ ବନ୍ଧନରେ ଆବଦ୍ଧ ହେବା ଏକ ବାଧ୍ୟତାମୂଳକ ହୋଇସାରିଛି। ଲୋକମାନେ…

ଉଚ୍ଚ ଶବ୍ଦରେ ଗୀତ ବାଜୁଥିବାରୁ ପଡୋଶୀଙ୍କୁ କଲେ ଗୁଳି, ଗର୍ଭବତୀ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ସିରାସପୁରରେ ଜଣେ ପଡ଼ୋଶୀ ଉଚ୍ଚ ଶବ୍ଦରେ ଗୀତ ବଜଉଥିବାରୁ ଜଣେ ଗର୍ଭବତୀ ମହିଳାଙ୍କ ଉପରେ ଗୁଳି ଚଳାଇଥିଲେ। ଫଳରେ ସେହି ୩୦ ବର୍ଷ ବୟସ୍କା ଗର୍ଭବତୀ ମହିଳାଙ୍କ ଡାକ୍ତରଖାନାରେ ଚିକିତ୍ସା ସମୟରେ…

ଜେଲ ଶୌଚାଳୟରେ ଝୁଲିଗଲେ କଏଦୀ: ମାନସିକ ରୋଗର ଚାଲିଥିଲା ଚିକିତ୍ସା

ବୌଦ୍ଧ: ବୌଦ୍ଧ ସ୍ୱତନ୍ତ୍ର ଉପ-କାରାଗାରରେ ଦେଖିବାକୁ ମିଳିଛି ଗୋବିନ୍ଦ ସାହୁ ମାମଲାର ପୁନରାବୃତ୍ତି । ଜେଲ ପରିସରରେ ପୁଣି ଜଣେ କଏଦୀ କରିଛନ୍ତି ଆତ୍ମହତ୍ୟା । କାରାଗାରର ଶୌଚାଳୟ ଭିତରୁ କଏଦୀଙ୍କର ଝୁଲନ୍ତା ମୃତଦେହ…

online fraud ର ନୂଆ ଉପାୟ ; ଫୋନ୍ ରେ ସୀମିତ ନାହିଁ , ଘର ଦୂଆର ମୁହଁରେ ଅନଲାଇନ୍ ଠକ

ନୂଆଦିଲ୍ଲୀ : ସାଇବର ଠକେଇ କେବଳ ଆପଣଙ୍କ ଫୋନରେ ସୀମିତ ନାହିଁ । ବରଂ ଏହା ଆପଣଙ୍କ ଘରର ଦୁଆର ମୁହଁରେ ପହଞ୍ଚି ସାରିଛି । ଟିକିଏ ଅସାବଧାନତା ହେତୁ ବଡ କ୍ଷତି ସହିବାକୁ ହେବାକୁ ପଡିପାରେ । ଠକମାନେ ମଧ୍ୟ ଠକିବାର ଏପରି…

ଏ କେମିତି କଥା? ଅପରେସନ ବେଳେ ଅଧାରୁ ହାତ ଟେକିଦେଲେ ଡାକ୍ତରବାବୁ: ରୋଗୀ ଗୁରୁତର

ନୂଆଦିଲ୍ଲୀ: ଡାକ୍ତରଙ୍କୁ ଭଗବାନଙ୍କର ଦ୍ୱିତୀୟ ଅବତାର ବୋଲି କୁହାଯାଏ । ରୋଗୀକୁ ଜଣେ ଡାକ୍ତର ନିଜର ଜ୍ଞାନ କୌଶଳ ଏବଂ ଟେକ୍ନିକ ଦ୍ୱାରା ନୂଆ ଜୀବନ ଦେଇଥାନ୍ତି । ଶେଷ ପର୍ଯ୍ୟନ୍ତ ଜଣେ ରୋଗୀକୁ ବଞ୍ଚାଇବା ପାଇଁ ଉଦ୍ୟମ…

ଡିନର୍ ପରେ ବେହୋସ୍ ହେଲା ପୁରା ପରିବାର: ୨ ବର୍ଷର ଝିଅକୁ ନେଇ ପ୍ରେମିକ ସହ ଫେରାର ହୋଇଗଲା ବୋହୂ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପିଲିଭିତରୁ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ସେଠାରେ ଜଣେ ବିବାହିତା ମହିଳା ରାତି ଖାଇବାରେ ନିଶା ଜିନିଷ ମିଶାଇ ତାକୁ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କୁ ଖାଇବାକୁ ଦେଇଥିଲେ ।…

ଅଳ୍ପକେ ବର୍ତ୍ତିଗଲା! ନିଶାରେ ଉଡନ୍ତା ବିମାନର Door ଖୋଲୁଥିଲେ ଯାତ୍ରୀ: ତା’ ପରେ କ’ଣ ହେଲା?

ନୂଆଦିଲ୍ଲୀ: ଉଡନ୍ତା ବିମାନରେ ମଦ ପିଇ ଏକ ଭୟଙ୍କର କାଣ୍ଡ ଘଟାଇଛନ୍ତି ଜଣେ ନିଶାଶକ୍ତ ଯାତ୍ରୀ । ମଝି ଆକାଶରେ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବା ପାଇଁ ଚେଷ୍ଟା କରିଛନ୍ତି ଏହି ବାବୁ ଜଣକ । ଯାହା ପରେ ତାଙ୍କୁ ଖୁବ…

Video: ୨୭ ରାଜ୍ୟ ଏବଂ ୧୪ ଦେଶର ଜ୍ୱାଇଁ! ୩୨ ବର୍ଷରେ ଏହି ବ୍ୟକ୍ତି ବାହାହେଲେ ୧୦୦ ଥର, କାହା ସହ ମଧ୍ୟ ହୋଇନି ଛାଡପତ୍ର

ନୂଆଦିଲ୍ଲୀ: ଦୁନିଆରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ସବୁଠାରୁ ଅଧିକ ବିବାହ କରି ରେକର୍ଡ ସୃଷ୍ଟି କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ ଜନିତ କଥା ହେଉଛି, ସେ ୧୦୦ ରୁ ଅଧିକ ମହିଳାଙ୍କ ସହ ବିବାହ କରିଛନ୍ତି ଏବଂ…