Browsing Category
ଅପରାଧ
ଆମ୍ବୁଲାନ୍ସରେ ଘରକୁ ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା ମହିଳା ରୋଗୀଙ୍କ ଜୀବନ
ନୂଆପଡ଼ା: ଛତିଶଗଡ଼ର ବାଗବାହରା ନିକଟରେ ଏକ ଆମ୍ବୁଲାନ୍ସ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଓଡ଼ିଶାର ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ସୀମା…
ଗହଣା ଦୋକାନରୁ ଲୁଟ ଉଦ୍ୟମ, ସଫ୍ଟୱେର ଇଞ୍ଜିନିୟର ସମେତ ୨ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱରରେ ଗହଣା ଦୋକାନ ଲୁଟ୍ କରିବାକୁ ଉଦ୍ୟମ କରି ୨ ଜଣ ଗିରଫ ହୋଇଛନ୍ତି। ଗିରଫଙ୍କ ମଧ୍ୟରେ ଜଣେ ସଫ୍ଟୱେର ଇଞ୍ଜିନିୟର ଅଛନ୍ତି। ଗତ ଅକ୍ଟୋବର ୨୮ ତାରିଖରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏହି ଲୁଟ୍ ଉଦ୍ୟମ…
ଖଜାନା ପାଇ ରାତାରାତି ଲକ୍ଷପତି ହେଲେ ଡେଲିଭରି ବୟ, ବରବାଦ ହୋଇଗଲେ ଭାଇ-ଭିଣୋଇ-ସାଙ୍ଗ…!
ମୁମ୍ବାଇ: ମାତ୍ର ୨୫ ଦିନ ମଧ୍ୟରେ ଜଣେ ଡେଲିଭରି ବୟ ଧନୀ ହୋଇଗଲା। ରାତାରାତି ସେ ଧନଶାଳୀ ହୋଇଗଲା ସତ, କିନ୍ତୁ ତା’ ଜୀବନ ଏପରି ଏକ ଅନ୍ଧକାରମୟ ମୋଡ଼ ନେଲା ଯେ, ଏହା ତା’ ଆଖପାଖର ସମସ୍ତଙ୍କ ଜୀବନକୁ ବର୍ବାଦ କରିଦେଲା,…
ହାତରେ ବନ୍ଧୁକ, ଓଠରେ ଦବଙ୍ଗ୍ ଡାଏଲଗ…ଇନଷ୍ଟା ରିଲ୍ରେ ଯୁବକ ବାଛୁଛନ୍ତି ଗ୍ୟାଙ୍ଗଷ୍ଟାର୍!
ନୂଆଦିଲ୍ଲୀ: ଆଜିର ସୋସିଆଲ ମିଡିଆ ଯୁଗରେ, 'ଅଡିସନ୍'ର ଧାରଣା କେବଳ ଚଳଚ୍ଚିତ୍ର ଜଗତ ମଧ୍ୟରେ ସୀମିତ ହୋଇ ରହିନାହିଁ। ହରିୟାଣା ଏବଂ ଏନସିଆର୍ ଅଞ୍ଚଳର ଯୁବବର୍ଗଙ୍କ ମଧ୍ୟରେ ଏକ ଚିନ୍ତାଜନକ କଥା ଦେଖିବାକୁ ମିଳୁଛି,…
ପ୍ରେମରେ ବାଧା ସାଜିଲେ ସ୍ୱାମୀ: ସୁପାରୀ ଦେଇ ରାସ୍ତାରୁ ହଟାଇଦେଲା ସ୍ତ୍ରୀ!
ପାଟନା: ସ୍ୱାମୀ ଗନ୍ଧାଇଲା...। ପର ପୁରୁଷ ବାସିଲା! ଏ କଥାଟି ଟିକେ ଅଡ଼ୁଆ ଲାଗିପାରେ। ହଁ ଆଜ୍ଞା, ଏମିତି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି। ବାହା ହେଲେ, ଘର ସଂସାର କଲେ। ତା’ପରେ ପତ୍ନୀ ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ…
ଖେଳ ଜଗତରେ ଶୋକର ଛାୟା, ଜୀବନ ହାରିଲେ କ୍ରିକେଟର୍, BCCI ଜଣାଇଲା ଦୁଃଖ
ତେଲେଙ୍ଗାନା: ଭାରତୀୟ କ୍ରିକେଟ ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଏବଂ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି। ତେଲେଙ୍ଗାନାର ଜଣେ ୧୭ ବର୍ଷୀୟା ମହିଳା କ୍ରିକେଟ୍ ଖେଳାଳି ଆତ୍ମହତ୍ୟା କରିଛନ୍ତି, ଯାହାଙ୍କୁ ନନ୍ଦିନୀ ଭାବେ…
ଭାରତୀୟ ବାୟୁସେନା ବିଙ୍ଗ୍ କମାଣ୍ଡରଙ୍କୁ ହନିଟ୍ରାପ୍, ନ୍ୟୁଡ୍ ଫଟୋ ପାଇଁ ପାକ୍ ଏଜେଣ୍ଟଙ୍କୁ ଦେଲେ ସିକେଟ୍ ଯୁଦ୍ଧ ନୀତି!
ନୂଆଦିଲ୍ଲୀ: ଦେଶର ସୁରକ୍ଷା ଏବଂ ଗୋପନୀୟତାକୁ ନେଇ ଏକ ଅତ୍ୟନ୍ତ ସାଙ୍ଘାତିକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଭାରତୀୟ ବାୟୁସେନାର ଜଣେ କାର୍ଯ୍ୟରତ ବିଙ୍ଗ୍ କମାଣ୍ଡର ପ୍ରେମ ଜାଲ ବା 'ହନିଟ୍ରାପ୍'ର ଶିକାର…
ଦିନରେ ଦେବତା, ରାତିରେ ଅସୁର! ଶେଷରେ ସ୍ତ୍ରୀ କରିଦେଲା ଏମିତି ଭୟଙ୍କର କାଣ୍ଡ ପୋଲିସ ବି ରହିଗଲେ ସ୍ତବ୍ଧ, ଜାଣନ୍ତୁ…
ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ନିଜ ମଦ୍ୟପ ସ୍ୱାମୀର ଅସହ୍ୟ ଅତ୍ୟାଚାରରେ ଅତିଷ୍ଠ ହୋଇ, ଜଣେ ପତ୍ନୀ ତା ସ୍ୱାମୀ ରକ୍ତରେ ନିଜ…
‘ଆମ ବସ୍’କୁ ଧକ୍କା ଦେଲା ଅଟୋ, ୫ରୁ ଅଧିକ ସ୍କୁଲ ପିଲା ଆହତ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପିତାପଲ୍ଲୀ ଛକ ନିକଟରେ ଶୁକ୍ରବାର ସକାଳେ ଏକ ଅଟୋ ଓ ‘ଆମ ବସ୍’ ମଧ୍ୟରେ ଧକ୍କା ହୋଇଛି। ଏଥିରେ ଅଟୋରେ ଯାଉଥିବା ୫ରୁ ଅଧିକ ସ୍କୁଲ ପିଲା ଆହତ ହୋଇଛନ୍ତି। ଆହତ ପିଲାମାନଙ୍କୁ ତୁରନ୍ତ…
ଅନ୍ୟ ଜାତିରେ ପ୍ରେମ କରିବାରୁ ଝିଅକୁ ହତ୍ୟା କଲା ବାପା
ଅହମ୍ମଦାବାଦ: ଅନ୍ୟ ଜାତିର ଯୁବକଙ୍କୁ ଭଲ ପାଉଥିଲେ ଝିଅ। ଏହି ପ୍ରେମ ସମ୍ପର୍କକୁ ବାପା ବିରୋଧ କରୁଥିଲେ। ସମ୍ପର୍କ ଭାଙ୍ଗିବାକୁ ଝିଅ ରାଜି ନହେବାରୁ ଶେଷରେ ତାଙ୍କୁ ନିଜ ବାପା ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ…

