Browsing Category

ଅପରାଧ

୧୧ ଟଙ୍କାର ଏହି ରିଚାର୍ଜ କରନ୍ତୁ ନାହିଁ, ହ୍ୟାକ୍ ହୋଇଯିବ ମୋବାଇଲ!

ନୂଆଦିଲ୍ଲୀ: ସାଇବର ଅପରାଧର ମାତ୍ରା ଏତେ ବଢ଼ିଯାଇଛି ଯେ, ପ୍ରତି ମିନିଟ୍ ସଜାଗ ରହିବାକୁ ପଡୁଛି । ଯଦି ଆପଣ ସାବଧାନ୍ ନ ରୁହନ୍ତି ତେବେ କୌଣସି ବି ଲୋକ ଆପଣଙ୍କୁ ଠକିଦେଇପାରେ । ସେହିପରି ଏକ ମାମଲା ମହାରାଷ୍ଟ୍ରର…

ଲୁଚି ଲୁଚି ଯାଇ ମହିଳାଙ୍କୁ ସ୍ପର୍ମ ଥିବା ଇଞ୍ଜେକସନ୍ ଦେଇଦେଲା ଅଭିଯୁକ୍ତ, ସିସିଟିଭିରେ କଏଦ୍ ହେଲା ପୂରା ଦୃଶ୍ୟ

ୱାଶିିଂଟନ: ଅନେକ ସମୟରେ କିଛି ଅପରାଧି ଏମିତି କିଛି କାଣ୍ଡ କରନ୍ତି ଯାହା ଆମକୁ ଆଶ୍ଚର୍ଯ୍ୟ କରେ । ସେହିଭଳି କିଛି ଅଜବ କାଣ୍ଡ କରିଛନ୍ତି ଆମେରିକାର ଜଣେ ବ୍ୟକ୍ତି । ଏହି ବ୍ୟକ୍ତି ଜଣକ ସୁପରମାର୍କେଟରେ ଥିବା ଜଣେ…

ଶାଶୁକୁ ହତ୍ୟା କରିବାପରେ ପ୍ରାଇଭେଟ୍ ପାର୍ଟରେ ବାଉଁଶ ପୂରାଇଦେଲା ଜ୍ୱାଇଁ

ମୁମ୍ବାଇ: ମୁମ୍ବାଇର ବିଲେ ପାର୍ଲେରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାରେ ଏକ ଜ୍ୱାଇଁ ପ୍ରଥମେ ନିଜ ଶାଶୁକୁ ହତ୍ୟା କରିବା ପରେ ତାଙ୍କ ପ୍ରାଇଭେଟ୍ ପାର୍ଟରେ ବାଉଁଶ ପୂରାଇ ଦେଇଥିବା ଜଣାପଡ଼ିଛି ।…

ଏବେ ତତେ କିଏ ବଞ୍ଚେଇବ? ଛାତ୍ରୀ ମୁହଁରେ ଜବରଦସ୍ତି କେକ୍ ବୋଳିଲେ ଶିକ୍ଷକ

ବରେଲୀ: ଶିକ୍ଷକଙ୍କୁ ଭଗବାନ ସଦୃଶ ପୂଜା କରାଯାଏ । କିନ୍ତୁ କିଛି ଏମିତି ରହିଛନ୍ତି ଯେଉଁ ମାନେ ଶିକ୍ଷକ ଧର୍ମର ସବୁ ସୀମା ପାର୍ କରିଯାଉଛନ୍ତି । ପିଲା ମାନଙ୍କ ସବୁବେଳେ ଭଲ କଥା ଶିଖାଇବା ବଦଳରେ ସେମାନେ ନିଜେ ବାଟ…

ପ୍ରେମକୁ କେନ୍ଦ୍ରକରି ଉତ୍ତେଜନା: ଯୁବକଙ୍କ ସହ ବାପା ଓ ଭିଣୋଇକୁ ମରଣାନ୍ତକ ଆକ୍ରମଣ କଲେ ପ୍ରେମିିକାଙ୍କ ପରିବାରଲୋକ

ନିଶ୍ଚିନ୍ତକୋଇଲି (ଭାସ୍କର ନ୍ୟୁଜ୍‌): ନିଶ୍ଚିନ୍ତକୋଇଲି ବ୍ଲକ ସରପଡା ଗ୍ରାମପଂଚାୟତ ବଡଥାକନ ଗ୍ରାମରେ ଏକ ପ୍ରେମୀ ଯୁଗଳଙ୍କୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଯୁବତୀର ପରିବାର ଆତ୍ମୀୟ ସ୍ୱଜନ ପ୍ରେମୀକକୁ ଧରି ଲହୁ…

ନାବାଳିକାକୁ ଅପହରଣ ପରେ ପାଣି ଟାଙ୍କି ଘରେ ରଖି ଦୁଷ୍କର୍ମ କଲେ ଦୁର୍ବୃତ୍ତ: ଜଣେ ଗିରଫ, ଅନ୍ୟ ୨ ଅଭିଯୁକ୍ତକୁ ଖୋଜୁଛି ପୋଲିସ

କଣିହାଁ (ଭାସ୍କର ନ୍ୟୁଜ୍‌): କଣିହାଁ ଥାନା ଅଞ୍ଚଳର ଜୈନେକ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ୍‌ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା । ଗିରଫ ମୁଖ୍ୟ ଅଭିଯୁକ୍ତ ଜଣକ ହେଲା ଛେଣ୍ଡିପଦା ଥାନା ଅଧିନସ୍ଥ…

ମଦ ପିଇବାକୁ ଟଙ୍କା ନଦେବାରୁ ମା’କୁ ହାଣିଲା ପୁଅ, ଗୁରୁତର ଅବସ୍ଥାରେ ଚାଲିଛି ଚିକିତ୍ସା

ଆନନ୍ଦପୁର (ଭାସ୍କର ନ୍ୟୁଜ୍‌):  ମଦ ପିଇବା ପାଇଁ ଟଙ୍କା ନଦେବାରୁ ଜଣେ ମହିଳାଙ୍କୁ ତାଙ୍କ ପୁଅ ଅତ୍ୟନ୍ତ ନିର୍ମମଭାବେ ଧାରୁଆ ଅସ୍ତ୍ର ହାଣି ରକ୍ତାକ୍ତ କରି ଦେଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ…

ପୁଣି ନିର୍ଭୟା କାଣ୍ଡ! ଦୁଷ୍କର୍ମ ପରେ ପ୍ରାଇଭେଟ୍ ପାର୍ଟରେ ପୂରାଇଥିଲେ ରଡ୍, ଆଖି ବୁଜିଲେ ପୀଡ଼ିତା

ମୁମ୍ବାଇ: ମାୟା ନଗରୀ ମୁମ୍ବାଇରେ ଜଣେ ମହିଳାଙ୍କ ସହିତ "ନିର୍ଭୟା" ପରି ଅତ୍ୟାଚାର ଦିଆଯାଇଛି । ଏଠାରେ ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଗୋଟିଏ ଟେମ୍ପୋ ଭିତରେ ବଳାତ୍କାର କରଯାଇଥିଲା । ଘଟଣା ପରେ ତାଙ୍କ ଅବସ୍ଥା ଏତେ…

ଟିକାକରଣ ରେ ବଡ଼ ବଡ଼ ଦେଶକୁ ପାଣି ପିଆଇ ସାରିଲେଣି ଭାରତର ଏହି ୫ ରାଜ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ବିରୋଧରେ ଅଭିଯାନ ଜାରି ରହିଛି । ସଂକ୍ରମଣକୁ ଦୃଷ୍ଟି ରଖି ପ୍ରତ୍ୟେକ ନାଗରିକଙ୍କ ଟିକାକରଣ ଜୋରଦାର କରାଯାଉଛି । ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ରାଜ୍ୟରେ ଲକ୍ଷ ଲକ୍ଷ ଲୋକ ଟିକା…

ମହିଳା ରୋଗୀଙ୍କ ସହ ଦୁଷ୍କର୍ମ କରୁଥିଲା କମ୍ପାଉଣ୍ଡର, ସ୍ୱାମୀ ଦେଖିଦେବାରୁ…

ଆଜମଗଡ଼: ଉତ୍ତରପ୍ରଦେଶ ଆଜମଗଡ଼ରୁ ଏକ ଆଶ୍ଚର୍ଯ୍ୟଜନକର ଘଟଣା ସାମ୍ନାକୁ ଆସିଛି । ସେଠାରେ ଏକ ଘରୋଇ ହସ୍ପିିଟାଲରେ ଭତ୍ତି ହୋଇଥିବା ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଛି କମ୍ପାଉଣ୍ଡର । ଅଭିଯୋଗ ଆଧାରରେ ପୋଲିସ…