Browsing Category

ଅପରାଧ

ରାଜାଙ୍କ ପୂର୍ବରୁ ସୋନମଙ୍କର ଆଉ ଜଣେ ସ୍ୱାମୀ ଥିଲେ କି? ଦୁଇଟି ମଙ୍ଗଳସୂତ୍ରରୁ ଖୋଲିଲାଣି ଆଉ ଏକ ରାଜ୍‌

ନୂଆଦିଲ୍ଲୀ: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଅଭିଯୁକ୍ତ ଶିଲୋମ ଜେମ୍ସଙ୍କଠାରୁ ଉଦ୍ଧାର ହୋଇଥିବା ଅଳଙ୍କାରରେ ଦୁଇଟି ମଙ୍ଗଳସୂତ୍ର ମିଳିଛି, ଯାହାକୁ ନେଇ ଶିଲଂ ପୋଲିସ…

ନକଲି ୱେବସାଇଟ୍ ଖୋଲି ଲୋକଙ୍କୁ ଲୁଟୁଥିଲେ: ୨୩ ଚିହ୍ନଟ, ୧୫ ୱେବସାଇଟ୍ ବ୍ଲକ୍

ଭୁବନେଶ୍ୱର,୧ା୭: ଓଡିଶାର କ୍ରାଇମ୍ ବ୍ରାଞ୍ଚ ସୋସିଆଲ ମିଡିଆ ଟିମ୍ ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଦ୍ୟାବଧି କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ୍ ୟୁନିଟ୍ ୨୩ ନକଲି ହୋଟେଲ ୱେବସାଇଟ୍…

କ୍ରିକେଟ୍ କଳିରୁ ହତ୍ୟା, ହେଡ୍ କନଷ୍ଟେବଳକୁ ଗୁଳି କଲେ ସରକାରୀ ଶିକ୍ଷକ

ଉତ୍ତରପ୍ରଦେଶ: କ୍ରିକେଟ୍ ଖେଳରୁ ମହାଭାରତ। ହେଡ୍ କନଷ୍ଟେବଳଙ୍କୁ ଗୁଲି କରି ମାରିଦେଲେ ସରକାରୀ ସ୍କୁଲ ଶିକ୍ଷକ। ଗାଁରେ କ୍ରିକେଟ୍ ଖେଲ ହେଉଥିବା ବେଳେ ଲାଗିଥିଲେ ଝଗଡ଼ା। ଆଉ ସେହି ରାଗରେ ଗୁଳି କରି ମାରିଦେଲେ। ଆଉ…

ଗଞ୍ଜାମରେ ପୁଣି ଗଡ଼ିଲା ମୁଣ୍ଡ, ସଂଘବଦ୍ଧ ଭାବେ ଯୁବକଙ୍କୁ ହତ୍ୟା କଲେ 3 ଯୁବକ

ଖଲ୍ଲିକୋଟ: ଗଞ୍ଜାମରେ ପୁଣି ଗଡ଼ିଲା ମୁଣ୍ଡ । ବେଗୁନିଆପଡ଼ା ଥାନା ନୂଆପଲ୍ଲୀ ଗାଁରେ ହତ୍ୟାକାଣ୍ଡ । ସଂଘବଦ୍ଧ ଭାବେ ଜଣେ ଯୁବକଙ୍କୁ ହତ୍ୟା କଲେ 3 ଯୁବକ । ଘଟଣାସ୍ଥଳରେ ବେଗୁନିଆପଡ଼ା ପୋଲିସର ତଦନ୍ତ ଆରମ୍ଭ । ତେବେ…

ବାପାକୁ କୋଦାଳ ବେଣ୍ଟରେ ପିଟି ମାରିଦେଲା ପୁଅ, ଫେରାର ଅଭିଯୁକ୍ତ

କୁଚିଣ୍ଡା: ଦେଶ ତଥା ରାଜ୍ୟରେ ହତ୍ୟା ମାମଲା ଥମିବାର ନାଁ ନେଉନି। ତେବେ ବର୍ତ୍ତମାନ ଏମିତି ଏକ ହତ୍ୟା ଖବର କୁଚିଣ୍ଡାରୁ ସାମ୍ନାକୁ ଆସିଛି। ବାପାକୁ କୋଦାଳ ବେଣ୍ଟରେ ପିଟି ମାରିଦେଲା ପୁଅ। ସୂଚନାନୁଯାୟୀ, ହତ୍ୟା…

ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଥି ବାଗ ଗିରଫ

ଭୁବନେଶ୍ବର: ମୃତ୍ତିକା ସଂରକ୍ଷଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଦୟାନିଥି ବାଗ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଯୁଗ୍ମ ନିର୍ଦ୍ଦେଶରକଙ୍କର 2ଟି ଫାର୍ମହାଉସ୍ ସମେତ 84 ଏକର ଜମି…

Cold Drinks ରେ ନିଶା ଦେଇ ଗୁପ୍ତାଙ୍ଗ କାଟିଦେଲେ କିନ୍ନର, ତା ପରେ …

ଉତ୍ତରପ୍ରଦେଶ: ଡ୍ୟାନ୍ସରଙ୍କ ଗୁପ୍ତାଙ୍ଗ କାଟିଦେଲେ କିନ୍ନର। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ରାମପୁରରେ। ଏଠାରେ, ପଟୱାଇ ଅଞ୍ଚଳର କିନ୍ନରମାନେ ଜଣେ ବିବାହିତ ପୁରୁଷଙ୍କୁ ନିଶାଯୁକ୍ତ…

ମାଛ କାଟିଲା ଭଳି ପ୍ରେମିକାର ତଣ୍ଟିକୁ କାଟି ଛିଡ଼ାଇ ଦେଲା ପାଗଳପ୍ରେମୀ, ନିଜ ତଣ୍ଟି କାଟିଲା କିନ୍ତୁ ମଲାନି

ଭୋପାଳ: ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲା ହସ୍ପିଟାଲରେ ଘଟିଯାଇଛି ଲୋମଟାଙ୍କୁରା ହତ୍ୟାକାଣ୍ଡ । ଡାକ୍ତରଖାନାରେ ୧୮ ବର୍ଷୀୟା ଯୁବତୀଙ୍କ ତଣ୍ଟି କାଟିଦେଇଛି ପାଗଳ ପ୍ରେମୀ । ମୃତ ନର୍ସିଂ ଛାତ୍ରୀ ସନ୍ଧ୍ୟା…

ବାପା ସାଜିଲା ରାକ୍ଷସ, 9 ବର୍ଷର ଝିଅକୁ କୁରାଢ଼ିରେ ହାଣିଦେଲା

ମହାରାଷ୍ଟ୍ର: ଝିଅର ବାରମ୍ବାର ଦେହ ଖରାପ ହେଉଥିଲା ବୋଲି ବାପା ନେଲା ଚରମ ପଦକ୍ଷେପ। 9 ବର୍ଷର ଝିଅକୁ କୁରାଢ଼ିରେ ହାଣିଦେଲା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଧାରାଶିବ ଜିଲ୍ଲାର…

କଲେଜ ଯାଉଥିବା ଛାତ୍ର ଉପରେ ଏସିଡ ଆଟାକ, ଶରୀରର 90 ପ୍ରତିଶତ ପୋଡ଼ିଗଲା

ଗୋଆ: କଲେଜ ଯାଉଥିବା ସମୟରେ ଛାତ୍ରଙ୍କ ଉପରେ ହୋଇଛି ଏସିଡ ଆଟାକ। ଗୋଆର ଧର୍ମଶାଳା ଜାତୀୟ ରାଜପଥ-୬୬ ରେ ସକାଳ ପ୍ରାୟ ୭.୩୦ ସମୟରେ ଘଟିଯାଇଛି ଏଭଳି ଘଟଣା। କଲେଜ ଛାତ୍ର ରିଷଭଙ୍କ ଉପରେ ଏସିଡ ଫିଙ୍ଗି ଆକ୍ରମଣ…