CHARIDHAM
Browsing Category

ଅପରାଧ

ସ୍ୱାମୀକୁ ମାରିବାକୁ ଆସି ସ୍ତ୍ରୀକୁ ଗୁଳି କରିଲେ ଦୁର୍ବୃତ୍ତ; ମୁହଁରେ ଚାଦରରେ ଢାଙ୍କି ଶୋଇଥିଲେ ମହିଳା

ବେଗୁସରାଇ: ବିହାରର ବେଗୁସରାଇରୁ ଆସିଲା ଏକ ହୃଦୟ ବିଦାରକ ଖବର। ଘର ବାରଣ୍ଡାରେ ଶୋଇଥିବା ଜଣେ ମହିଳାଙ୍କୁ ଗୁଳି କଲେ ଦୁର୍ବୃତ୍ତ। ଗୁଳିମାଡ଼ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ। କୁହାଯାଉଛି ଯେ, ଗାଁର କିଛି…

୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଲାଞ୍ଚୁଆ କିରାଣୀ, ଗିରଫ କଲା କେନ୍ଦ୍ରାପଡା ଭିଜିଲାନ୍ସ ଟିମ୍ 

କେନ୍ଦ୍ରାପଡ଼ା : ଲାଞ୍ଚ ନେଉଥିବା ସମୟରେ ଧରାପଡିଲେ ପଟାମୁଣ୍ଡାଇ ତହସିଲର ମୁଖ୍ୟ କିରାଣୀ । ଜମିପଟ୍ଟାର ଜାଲ ନକଲ କରିଦେବା ବାବଦରେ ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ପଟ୍ଟାମୁଣ୍ଡାଇ ତହସିଲ…

ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବା ମାତ୍ରେ ଦିଲ୍ଲୀରେ ପ୍ରଥମ ଏଫଆଇଆର, ଅଭିଯୁକ୍ତ ବିକୁଥିଲେ ଗୁଟଖା

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟ ସହିଂତା ଅନୁଯାୟୀ, ସେଣ୍ଟ୍ରାଲ ଦିଲ୍ଲୀର କମଲା ମାର୍କେଟ ଥାନାରେ ନୂଆ ଆଇନ ହିସାବରେ ସୋମବାର ଦିନ ପ୍ରଥମ ମାମଲା ରୁଜ୍ଜୁ ହୋଇଛି । ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଙ୍ଗ କରିବା ସମୟରେ…

ସମ୍ପତ୍ତି ବିବାଦକୁ ନେଇ ମା’- ଝିଅକୁ ଜିଅନ୍ତା ମାରିବାକୁ ଉଦ୍ୟମ, ଦିଅର କଲା ଏପରି କାମ, ମାମଲା ରୁଜୁ କଲା ପୋଲିସ

ଇସଲାମାବାଦ: ପାକିସ୍ତାନ ସ୍ଥିତ ହାଇଦ୍ରାବାଦରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ସମ୍ପତ୍ତି ବିବାଦକୁ ନେଇ ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ସମ୍ପର୍କୀୟମାନେ ଜୀବନ୍ତ ମାରି ଦେବାକୁ ଉଦ୍ୟମ କରିଥିଲେ । ଏହି…

(Video) ‘ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମମତା ଅଭିଶାପ…’: କୋଲକାତାର ବିଚ ରାସ୍ତାରେ ମହିଳାଙ୍କୁ ନିର୍ଧୂମ ମାଡ଼, ତାତିଲା ବିଜେପି

କୋଲକାତା: ପଶ୍ଚିମବଙ୍ଗରେ ପୁଣିଥରେ ସରକାର ଗଢିଛନ୍ତି ତୃଣମୂଳ କଂଗ୍ରେସ । ତେବେ ଦିନକୁ ଦିନ ରାଜ୍ୟର ଆଇନ୍ ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ବିଭିନ୍ନ ସ୍ଥାନରେ ଆଇନ୍ ଭଙ୍ଗ ହେଉଥିବାର ଅନେକ ଘଟଣା ଦେଖିବାକୁ…

ସାବଧାନ ହେଲମେଟ୍ ପିନ୍ଧନ୍ତୁ, ନ ହେଲେ କଟିବ ମାସକର ଦରମା! ଗଜପତି ଜିଲ୍ଲାରେ ଛନକା…

ଓଡିଶା ଭାସ୍କର (ଭୁବନେଶ୍ୱର): ବାଇକ ଚାଳନା ସମୟରେ ହେଲମେଟ୍ ନ ପିନ୍ଧିଲେ ମାସକର ଦରମା କଟିବ । ଏହା ଜଣା ପଡିଛି ଗଜପତି ଜିଲ୍ଲା ମୋହନ ବ୍ଲକ ଶିକ୍ଷା ଅଧିକାରୀଙ୍କ ନାଁରେ ଆସିଥିବା ଏକ ନିର୍ଦ୍ଦେଶନାମାରୁ । ଏଭଳି…

ଜମି ବିବାଦରେ ମହିଳାଙ୍କୁ ପିଟିପିଟି ହତ୍ୟା, ଜଣେ ଅଟକ

କେନ୍ଦ୍ରାପଡ଼ା: ଜମି ବିବାଦକୁ ନେଇ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିଛି । ସଦର ଥାନା ସାହାସପୁର ଗାଁରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଜମି ବିବାଦକୁ ନେଇ କଳହ ଲାଗିଥିଲା । ଏହାପରେ ପିଟାପିଟି…

Video; ସରକାରଙ୍କୁ ଓପନ୍ ଚ୍ୟାଲେଞ୍ଜ କଲେ ବାଲି ମାଫିଆ, ଚଢାଉ ବେଳେ ମାଇନିଂ ଅଫିସରଙ୍କୁ ଘେରିଗଲେ…

କପ୍ତିପଦା: (ଓଡ଼ିଶା ଭାସ୍କର) ବେଆଇନ ଭାବେ କରୁଥିଲେ ବାଲି ଚୋରା ଚାଲାଣ, ମାଡି ବସିଲା ମାଇନିଂ ବିଭାଗ । ଆଉ କରିଲା ମୋଟା ଅଙ୍କର ଫାଇନ । ଫାଇନ ହେବା ପରେ ତାତିଲେ ମାଫିଆ, ବିଭାଗ ଗାଡି ଏବଂ ଅଧିକାରୀ ରଖିଲେ ଅଟକ ।…

ବଡ଼ ଖବର; ଓୱେସିଙ୍କ ବାସଭବନ ଉପରେ ଆକ୍ରମଣ; ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ୍ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ଘର ବାହାରେ ନାରାବାଜି ଓ କଳା କାଳି ଫିଙ୍ଗିବା ମାମଲାରେ ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ। ଏହି ଘଟଣାରେ ଏତଲା…

Video; ରାତାରାତି ନେଲେ ଆକ୍ସନ, କୋଟିପତି ମାଫିଆଙ୍କ ହଜିଲା ନିଦ, ରାତିରେ ଆସି ମୋରମକୁ ନିଲାମ କଲା ପ୍ରଶାସନ

ବାଲେଶ୍ୱର: (ଓଡ଼ିଶା ଭାସ୍କର) କୋଟିପତି ମାଫିଆଙ୍କ ଉପରେ ଆକ୍ସନ । ରାତା ରାତି ହେଉଥିଲା ଚୋରି, ସାଧା ପୋଷାକରେ ଆସି କଲେ ସାବାଡ଼ । ମୋହନ ସରକାର ହଜାଇଦେଲେ ନିଦ । ରାତିରେ ଆସିଲେ ସରକାରୀ କର୍ମଚାରୀ କଲେ ନିଲାମ । ଯାହା…