Browsing Category

ଅପରାଧ

ଚୋରୀ ମାମଲାର ତଦନ୍ତ ବଦଳରେ ଭଗବାନଙ୍କ ଉପରେ ବିଶ୍ୱାସ କଲା ପୋଲିସ, ବାବା ବକ୍ରେଶ୍ୱରଙ୍କ ମନ୍ଦିରରେ ନିୟମ ପୂର୍ବରୁ ମିଳିଲା ଚୋରୀ ଘଣ୍ଟା ଓ…

ଗୋପ(ଓଡ଼ିଶା ଭାସ୍କର): କଥାରେ ଅଛି ବିଶ୍ୱାସ ମୂଳେ ଭଗବାନ । ପୋଲିସ ମଧ୍ୟ ଭଗବାନଙ୍କ ଉପରେ ବିଶ୍ୱାସ କରୁଛି । ଏପରି ଏକ ଘଟଣା ଘଟିଛି ଗୋପ ଥାନା ଅଞ୍ଚଳରେ । ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ନିୟମ କରିବାକୁ ଦୁଇ…

ଦେହ ବ୍ୟବସାୟ ଚଳାଉଛନ୍ତି କଂଗ୍ରେସ ନେତା! ଖୋଲୁଛି ଦୀର୍ଘବର୍ଷର ଗୁମର

ଭୁବନେଶ୍ୱର: ନିଜ ସ୍ୱାର୍ଥ ହାସଲ ପାଇଁ ଓ ରାଜନୀତିକ ଫାଇଦା ପାଇଁ ନେତାମାନେ କେତେ ତଳକୁ ଖସିପାରନ୍ତି! ହତ୍ୟା, ଲୁଣ୍ଠନ, ଦୁର୍ନୀତି ସମେତ ଦୁଷ୍କର୍ମ ଆଦି ଅପରାଧିକ ମାମଲାରେ ଜଡ଼ିତ ରହିଥିବା ନେତାମାନଙ୍କ ବାସ୍ତବ…

ନିଜ ମଥାର ସିନ୍ଦୂର ନିଜେ ପୋଛିଦେଲା ସ୍ତ୍ରୀ : ସ୍ୱାମୀର ତଣ୍ଟି ଚିିପି ନିର୍ମମ ଭାବେ କଲା ହତ୍ୟା, ପତ୍ନୀ ଓ ଶଳାକୁ ଗିରଫ କରି କୋର୍ଟଚାଲାଣ କଲା…

ବାମ୍‌ରା (ଓଡ଼ିଶା ଭାସ୍କର): ନିଜ ସିନ୍ଦୂର ନିଜେ ପୋଛି ଦେଲା ସ୍ତ୍ରୀ। ପାରିବାରିକ କଳି ଅସହ୍ୟ ହେବାରୁ ସମ୍ପର୍କୀୟ ଭାଇ(ଶଳା) ସହ ମିଶି ସ୍ୱାମୀର ତଣ୍ଟି ଚିିପି ହତ୍ୟା କରିଲେ ମଞ୍ଜରୀ। ଏଭଳି ଅଭାବନୀୟ ଘଟଣା …

ସ୍ପଷ୍ଟ ଦିବାଲୋକରେ ମହିଳାଙ୍କୁ ପିଟିପିଟି ନିଆଁରେ ପୋଡ଼ିଦେଲେ: ପରିବାରବର୍ଗଙ୍କୁ ହତ୍ୟା ଧମକ ସହ ବାହାରେ ବୁଲୁଛନ୍ତି ଅଭିଯୁକ୍ତ

ନିଶ୍ଚିନ୍ତକୋଇଲି, (ଓଡିଶା ଭାସ୍କର): ଜଣେ ବିବାହିତା ମହିଳା (ନୁର ଜାହାଁ)ଙ୍କୁ ତାଙ୍କୁ ଶାଶୂଘର ଲୋକେ ଯୌତୁକଜନିତ ନିର୍ଯାତନା ଦେଇ ଆସୁଥିଲେ । ଗତ ମାସ ୧୫ ତାରିଖରେ ସ୍ପଷ୍ଟ ଦିବାଲୋକରେ ଶାଶୂଘର ଲୋକେ ମହିଳାଙ୍କୁ…

ଫିଲ୍ମ ଷ୍ଟାଇଲରେ ବିଚ୍ ରାସ୍ତାରୁ ଯୁବକଙ୍କୁ ଅପହରଣ ଘଟଣା, ଖୁବ୍‌ଶୀଘ୍ର ଗିରଫ ହେବେ ଦୁର୍ବୃତ୍ତ : ଡିସିି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗୁରୁବାର ସଂନ୍ଧ୍ୟାରେ ରାଜଧାନୀ ରାଜରାସ୍ତାରୁ ଜଣେ ଯୁବକଙ୍କୁ ସର୍ବସାଧାରଣଙ୍କ ସମ୍ମୁଖରେ ଅପହରଣ କରିନେବା ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମ ଷ୍ଟାଇଲରେ କିଛି ଦୁର୍ବୁତ୍ତ ଉକ୍ତ…

ବିଚ୍ ରାସ୍ତାରୁ ଯୁବକଙ୍କୁ ଉଠାଇନେଲେ ୫ ଦୁର୍ବୃତ୍ତ

ଭୁବନେଶ୍ୱର: ବିଚ୍ ରାସ୍ତାରୁ ଯୁବକଙ୍କୁ ଅପହରଣ କରିନେଲେ ୫ ଦୁର୍ବୁତ୍ତ । ଭୁବନେଶ୍ୱର ଡେଲଟା ଛକରେ କାରରେ ଯୁବକଙ୍କୁ ଉଠାଇନେଲେ ଦୁର୍ବୁତ୍ତ । ଘଟଣା ଅନୁଯାୟୀ, ଅପହୃତ ଯୁବକ ଅନ୍ୟ ଜଣଙ୍କ ସହ ବାଇକରେ ଆସୁଥିଲେ ।…

ମସଜିଦରେ ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଧର୍ମଗୁରୁ ଗିରଫ

ନୂଆଦିଲ୍ଲୀ: ସୀମା ଟପିଲା ବର୍ବରତା । ମସଜିଦରେ ୧୨ ବର୍ଷର ନାବାଳିକା ସହ ଦୁଷ୍କର୍ମ କରିଛନ୍ତି ଜଣେ ୪୮ ବର୍ଷୀୟ ଧର୍ମଗୁରୁ । ମସଜିଦକୁ ପାଣି ଆଣିବାକୁ ଯାଇଥିବା ସମୟରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଜଣାପଡ଼ିଛି ।…

ନକଲି ସାର୍ଟିଫିକେଟ୍ ଦେଇ ସାଂସଦଙ୍କ ବାପା ପାଇଥିଲେ ପଦୋନ୍ନତି, ପେନସନ୍ ବନ୍ଦ କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିଲାଙ୍କୁ ଶିଖାଉଥିଲେ ସଂସ୍କାର । ଆଉ ଛାତ୍ରମାନଙ୍କ ଜୀବନ ଗଢ଼ିବାର ନେଇଥିଲେ ଗୁରୁ ଦାୟିତ୍ୱ । କିନ୍ତୁ ଶିକ୍ଷାକୁ ବ୍ରତ କରିମଧ୍ୟ ଭୁଲ୍ ବାଟରେ ଉପରକୁ ଉଠିବାରା ମୋହ ସେ ଛାଡ଼ି ପାରିନଥିଲେ…

ସାର କେଳେଙ୍କାରୀରେ ଫସିଲେ ଆରଜେଡି ଏମପି, ଗିରଫ କଲା ଇଡି

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ବନ୍ଧାହେଲେ ରାଜ୍ୟସଭା ସାଂସଦ ଅମରେନ୍ଦ୍ର ଧାରୀ ସିଂହ । ସାର ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଛି। ଆରଜେଡିର ଏମପି ଏଡି ସିଂହଙ୍କୁ ଇଡି ପକ୍ଷରୁ…

ରାଜଧାନୀରେ ୨ଜଣ ଧଳାଜହର ବେପାରିଙ୍କୁ କାବୁ କରିବାରେ କମିଶନରେଟ୍‌ ପୋଲିସ ୬ ଲକ୍ଷ ଟଙ୍କ ବ୍ରାଉନସୁଗର ଓ ଦୁଇଟି ମୋବାଇଲ ସହ ବାଇକ୍‌ ଜବତ

ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଦୁଇ ଜଣ ବ୍ରାଉନସୁଗର ବେପାରିଙ୍କୁ କାବୁ କରିବାରେ କମିଶନରେଟ୍‌ ପୋଲିସ ସଫଳ ହେଇଛି । ଲକ୍ଷ୍ମୀସାଗର ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କଟକ ରୋଡରେ ଏମାନଙ୍କୁ ମାଡି ବସିଥିଲା।…