Browsing Category

ଅପରାଧ

SCBରେ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଡାକ୍ତର; ଇକୋ ଟେଷ୍ଟ ବେଳେ ଦୁଷ୍କର୍ମ କରିଥିବା ହୋଇଥିଲା ଅଭିଯୋଗ

କଟକ: (ଓଡ଼ିଶା ଭାସ୍କର) SCBରେ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡାକ୍ତର ଗିରଫ । କାର୍ଡିଓଲୋଜି ବିଭାଗର ସଂପୃକ୍ତ ଡାକ୍ତରଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ । ଇକୋ ଟେଷ୍ଟ ବେଳେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା…

ବାଂଲାଦେଶୀ ହିନ୍ଦୁଙ୍କ ଉପରେ ରହିଛି ସମସ୍ତଙ୍କ ନଜର; ଟ୍ରେଣ୍ଡରେ ଅଛି ଏହିସବୁ ହ୍ୟାସଟ୍ୟାଗ୍

ନୂଆଦିଲ୍ଲୀ: ଶେଖ୍ ହସିନାଙ୍କ ହଠାତ୍ ଇସ୍ତଫା ଓ ଦେଶରୁ ବିଦାୟ ପରେ ନୋବେଲ ବିଜେତା ମହମ୍ମଦ ୟୁନୁସ୍ ନୂଆ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସଙ୍କଟ ଆହୁରି ଗମ୍ଭୀର ହୋଇଛି।…

POCSO Act: ପୋକ୍ସୋ ଆକ୍ଟ କେବଳ ପୁରୁଷଙ୍କ ଠାରେ ନୁହେଁ, ମହିଳାଙ୍କ ଉପରେ ମଧ୍ୟ ଲାଗୁହୁଏ, ମହିଳା ଅଭିଯୁକ୍ତଙ୍କ ଭ୍ରମ ଭାଙ୍ଗିଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଜଣେ ଶିଶୁଉପରେ ଯୌନ ନିର୍ଯାତନା ପାଇଁ ଜଣେ ମହିଳା ପୋକ୍ସୋ ଆଇନ ଅଧୀନରେ ଅପରାଧିକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରିବେ ଏବଂ ଏହି ଅପରାଧ ପାଇଁ ଅଦାଲତ ପ୍ରକ୍ରିୟା…

କ’ଣ ଘଟିଥିଲା ସେଦିନ? କୋଲକାତା ଦୁଷ୍କର୍ମ ମାମଲାରେ ଖୋଳତାଡ଼ କରିବ CBI: ହାଇକୋର୍ଟଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: କୋଲକାତାର ଆର.ଜି ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ମାମଲାରେ ପୀଡ଼ିତାଙ୍କୁ ଯଥାଶୀଘ୍ର ଉଚିତ୍ ନ୍ୟାୟ ପ୍ରଦାନ ପାଇଁ ବିଭିନ୍ନ…

କୋଲକାତା ଦୁଷ୍କର୍ମ- ହତ୍ୟା ଘଟଣା, ରାଗିଲେ କଙ୍ଗନା, ଉଠାଇଲେ CBI ଯାଞ୍ଚ ଦାବି

ଓଡିଶା ଭାସ୍କର: ବଲିଉଡ ଅଭିନେତ୍ରୀ ଓ ବିଜେପି ସାଂସଦ କଙ୍ଗନା ରନୌତ କୋଲକାତା ଦୁଷ୍କର୍ମ- ହତ୍ୟା ଘଟଣାରେ ସିବିଆଇ ଯାଞ୍ଚର ଦାବି କରିଛନ୍ତି । ଆରଜୀ କର ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଥିବା ଡାକ୍ତରୀ ଛାତ୍ରୀଙ୍କ ସହ…

(viral video): ପାଟନା ଏୟାରପୋର୍ଟ ସାଜିଲା ଯୁଦ୍ଧସ୍ଥଳ, ସାପ ଓ ନେଉଳ ମଧ୍ୟରେ ଘମାଘୋଟ ଲଢେଇ, ଭିଡିଓ ଭାଇରାଲ

ଓଡିଶା ଭାସ୍କର: ବିଗତ କିଛି ବର୍ଷ ହେବ ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର ଅଧିକ ମାତ୍ରାରେ ବଢିଛି । ଏହି କାରଣରୁ ପ୍ରତିଦିନ କିଛି ନା କିଛି ଘଟଣା କ୍ୟାମେରା ସାମ୍ନାରେ କଏଦ ହେଉଛି । ସୋସିଆଲ ମିଡିଆରେ ପ୍ଲାଟଫର୍ମରେ…

ଯାହା ଡ଼ର ଥିଲା ସେୟା ହେଲା; ନୂଆ ଆଇନରେ ଅପ୍ରାକୃତିକ ଯୌନ ସମ୍ପର୍କିତ ମାମଲାକୁ ନେଇ ଏବେ ଦ୍ୱନ୍ଦ୍ୱରେ ପୋଲିସ, ହାଇକୋର୍ଟ ଗଲା ମାମଲା

ନୂଆଦିଲ୍ଲୀ: ଅପ୍ରାକୃତିକ ଯୌନ ସମ୍ପର୍କିତ ଅପରାଧ ପାଇଁ ନୂତନ ଦଣ୍ଡବିଧାନ ଆଇନ 'ଇଣ୍ଡିଆନ୍ କୋଡ୍ ଅଫ୍ ଜଷ୍ଟିସ୍' (ବିଏନ୍ଏସ୍)ରେ ବ୍ୟବସ୍ଥାକୁ ବାଦ୍ ଦିଆଯାିଛି। ବର୍ତ୍ତମାନ ଏଭଳି ଏକ ମାମଲା ଉପରେ ଶୁଣାଣି କରିବାକୁ…

ରାବଣାଗୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବାପା-ମାଆ ମୃତ, ମରଣ ମୁହଁରୁ ବଞ୍ଚିଲା ପୁଅ

ଭୁବନେଶ୍ୱର: ଶ୍ରାବଣ ମାସର ଶେଷ ସୋମବାରରେ ବୋଲବମ୍ ଯାଇ ପାଣି ଢାଳି ଫେରୁଥିବା ସମୟରେ ଘଟିଲା ବଡ ଅଘଟଣ । ଟ୍ରକ ଧକ୍କାରେ ବାପା ଓ ମା’ ମୃତ ଅଳ୍ପକେ ବର୍ତ୍ତିଗଲା ପୁଅ । ଏହି ଘଟଣାଟି ନବରଙ୍ଗପୁର ଜିଲ୍ଲାର ରାବଣା ଗୁଡା…

ଯନ୍ତ୍ରୀ ତାରାପ୍ରସାଦଙ୍କ ଘରେ ଭିଜିଲାନ୍ସ ଚଢାଉ: ଜବତ ହେଲା କେଜି କେଜି ସୁନା ସହ ବିଦେଶୀ ମୁଦ୍ରା

ଭୁବନେଶ୍ୱର: ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଭୁବନେଶ୍ୱରରେ ଥିବା ଘରୁ କେଜି କେଜି ସୁନା, ରୁପା, ହୀରା ଏବଂ ନଗଦ ଟଙ୍କା ଜବତ…

ଡାକ୍ତର ପରେ ନର୍ସଙ୍କ ସହ ଅସଦାଚରଣ… କୋଲକାତା ମେଡିକାଲରେ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ

ପଶ୍ଚିମବଙ୍ଗ: କୋଲକାତାର ଆର.ଜି କର ମେଡିକାଲକୁ ନେଇ ଥମୁନି ଚର୍ଚ୍ଚା । ଏହି ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଆନ୍ଦୋଳନ ସାରା ଦେଶକୁ ବ୍ୟାପିଯାଇଛି । ପଶ୍ଚିମବଙ୍ଗ ସମେତ ବିଭିନ୍ନ ସହରରେ…