Browsing Category

Featured

ରେଲୱେ ପ୍ଲାଟଫର୍ମରେ ଉଡ଼ିଲା ଛୁରୀ-ଭୂଜାଲି, ଟ୍ରେନରେ ସିଟକୁ ନେଇ ବିବାଦ, ଜଣେ ମୃତ

ନୂଆଦିଲ୍ଲୀ: ଜିଲ୍ଲାର ନିହାଲଗଢ ରେଲୱେ ଷ୍ଟେସନ ପ୍ଲାଟଫର୍ମରେ ଟ୍ରେନର ସିଟ୍‌କୁ ନେଇ ବିବାଦ ଗତକାଲି ରାତିରେ ହୋଇଥିଲା। ବିବାଦ ଏତେମାତ୍ରାରେ ବଢିଯାଇଥିଲା ଯେ, ଦୁହିଁଙ୍କ ପକ୍ଷରୁ ଘମାଘୋଟ ଯୁଦ୍ଧ ହୋଇଥିଲା। ଏହି ସିଟ୍…

୧୨୦ ବଲ, ୩୪୯ ରନ୍… T-20 କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କଲା ବରୋଦା, ଇନିଂସରେ ୩୭ ଛକା

ନୂଆଦିଲ୍ଲୀ: ଟି-୨୦ କ୍ରିକେଟରେ ଏକ ଐତିହାସିକ ଇନିଂସ ଦେଖିବାକୁ ମିଳିଛି ସୟଦ ମୁସ୍ତାକ ଅଲୀ ଟ୍ରଫିରେ । ସିକିମ ବିପକ୍ଷ ମ୍ୟାଚରେ ବିଶାଳ ରେକର୍ଡ ହାସଲ କରିଛି ବରୋଦା । କୃଣାଳ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ହାସଲ…

ଆର୍ଥିକ ସ୍ଥିରତା ଓ ସଫଳତା ପାଇଁ ହାତରେ ଧାରଣ କରନ୍ତୁ କଉଡ଼ି

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ କଉଡ଼ିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚିତ କରାଯାଇଛି । କଉଡ଼ିକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ପୂଜାର୍ଚ୍ଚନା କରାଯାଏ । କଉଡ଼ି ରଖାଯାଉଥିବା ସ୍ଥାନରେ ନକାରାତ୍ମକ ଉର୍ଜ୍ଜା…

ଏହି ଖାସ୍ ଜ୍ୟାକେଟ ପିନ୍ଧି ସଂସଦରେ ପହଞ୍ଚିଲେ ରାହୁଲ ଏବଂ ପ୍ରିୟଙ୍କା, ପଛରେ ଲେଖା ହୋଇଛି..

ନୂଆଦିଲ୍ଲୀ: ଅଦାନୀ ପ୍ରସଙ୍ଗକୁ ବିରୋଧକୁ ଏକ ଭିନ୍ନ ଶୈଳୀରେ ପ୍ରଦର୍ଶନ କରିଛି କଂଗ୍ରେସ। ଗୁରୁବାର କଂଗ୍ରେସ ସାଂସଦମାନେ ‘ମୋଦୀ ଅଦାନୀ ଏକ୍ ହୈ’ ସ୍ଲୋଗାନ ଲେଖାଯାଇଥିବା ଜ୍ୟାକେଟ ପିନ୍ଧି ସଂସଦରେ ପହଞ୍ଚିଛନ୍ତି।…

(Video) IPL-2025 ପୂର୍ବରୁ ‘ଦେଶୀ ଠୁମକା’ ଲଗାଇଲେ M.S Dhoni: ସାଙ୍ଗରେ ନାଚୁଛନ୍ତି ପତ୍ନୀ ସାକ୍ଷୀ

ନୂଆଦିଲ୍ଲୀ: ମେଗା ଅକ୍ସନ ପରେ ଆଇପିଏଲ-୨୦୨୫କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଏହାଭିତରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ଅନେକ ସମୟରେ ଏକା ସ୍ଥାନରେ ରହିବାକୁ…

‘ଦଖଲ ହୋଇଥିବା ଆଦିବାସୀ ଜମିକୁ କରାଯିବ ବେଆଇନ ଘୋଷଣା’, ବିଧାନସଭାରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଆଜିର ବିଧାନସଭା ପ୍ରଶ୍ନ କାଳ ସମୟରେ ଆଦିବାସୀ ଜମି ହଡପ ପ୍ରସଙ୍ଗରେ ପ୍ରଶ୍ନ ଉଠିଛି। ଏହି ପ୍ରଶ୍ନ ବିଜେପି ବିଧାୟକ ଭାସ୍କର ମଢେଇ କରିଛନ୍ତି। ଏହି ପ୍ରଶ୍ନରେ ସେ ପଚାରିଛନ୍ତି ଯେ, ଆଦିବାସୀଙ୍କ ଜମି ହଡପ…

ସାବଧାନ୍! QR Code ସ୍କାନ୍ କଲେ ଖାଲି ହୋଇଯାଉଛି ବ୍ୟାଙ୍କ ଆକାଉଣ୍ଟ: ମାର୍କେଟରେ ନୂଆ ସ୍କାମ୍ ଆରମ୍ଭ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସବୁଆଡ଼େ ପେମେଣ୍ଟ କରିବା ଖୁବ ସହଜ ହୋଇଯାଇଛି । ଅନଲାଇନ ଜରିଆରେ କେବଳ QR Code ସ୍କାନ କରି ପେମେଣ୍ଟ କରିପାରିବେ ୟୁଜର । ବର୍ତ୍ତମାନ ସମୟରେ ଡିଜିଟାଲ ପେମେଣ୍ଟ ଏବଂ ଅନଲାଇନ୍ ସପିଙ୍ଗ…

ଆଡିଲେଡ୍ ଟେଷ୍ଟ ପୂର୍ବରୁ ଅଘଟଣ: କ୍ରିକେଟରଙ୍କ ବଲ୍ ବାଜି ଫାଟିଲା ମୁଣ୍ଡ, ମେଡିକାଲରେ ଭର୍ତ୍ତି 

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ୬ ତାରିଖରୁ ଖେଳାଯିବ । ଆଡିଲେଡରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ଉପରେ ରହିଛି ସମସ୍ତଙ୍କ ନଜର । କିନ୍ତୁ ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍…

ନିର୍ବାଚନର ଠିକ୍ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଲେ ବାଚସ୍ପତି, କେଜ୍ରିୱାଲଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର ସ୍ପିକର ରାମ ନିବାସ ଗୋୟଲ ନିର୍ବାଚନୀ ରାଜନୀତିରୁ ସନ୍ନ୍ୟାସ ନେବାର ଘୋଷଣା କରିଛନ୍ତି। ଏନେଇ ସେ ଆମ୍ ଆଦମୀ ପାର୍ଟୀର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖିଛନ୍ତି ଏବଂ ବୟସ…

Triple Murder- ଝିଅକୁ ବାପା-ମାଆ ବେଶୀ ଭଲପାଉଥିଲେ, ସହିପାରିଲାନି ବକ୍ସର ପୁଅ, Anniversaryରେ କଲା ହତ୍ୟା

ନୂଆଦିଲ୍ଲୀ- ଦକ୍ଷିଣ ଦିଲ୍ଲୀର ଦେବଲିରେ ଟ୍ରିପଲ ମର୍ଡର । ମର୍ଡର କରିଛି ଘରର ପୁଅ । ବାପା ମାଆଙ୍କ ବିବାହ ବାର୍ଷିକରେ ପୁଅ ସେମାନଙ୍କ ବଡ ଭଉଣୀକୁ ଦେଇଛି ମୃତ୍ୟୁର ଉପହାର । ବୁଧବାର ସକାଳୁ ସକାଳୁ ଏହି ଘଟଣା ଜଣାପଡିବା…