Browsing Category
Featured
ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ ହେଉଛି କି ସତ ? ହାତରେ ପାଳୁଛ ସାଇଲେଣ୍ଟ କିଲର, ଶୀଘ୍ର ହେବ ମଣିଷର ବିନାଶ !
ବୁଲଗାରିଆର ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ ଏକ ଭୟଙ୍କର ଭବିଷ୍ୟବାଣୀ ଏବେ ସତ ହେବାରେ ଲାଗିଛି। ବାବା ଭେଙ୍ଗା ଚେତାବନୀ ଦେଇଥିଲେ ଯେ, ମଣିଷ ଛୋଟ ଛୋଟ ଇଲେକ୍ଟ୍ରୋନିକ୍ ଉପକରଣ ଉପରେ ଅତ୍ୟଧିକ ନିର୍ଭରଶୀଳ…
ଖୁଲାସା: ଭାରତ ବିରୋଧରେ ଲଢ଼େଇରେ ଚୀନ୍ ପାକିସ୍ତାନକୁ ଦେଇଥିଲା ଏହି ଦୁଇ ସାହାଯ୍ୟ
ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସଂଘର୍ଷରେ ଚୀନ୍ର ଭୂମିକାକୁ ନେଇ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଏକ ରକ୍ଷା ଅନୁସନ୍ଧାନ ସଂଗଠନର ରିପୋର୍ଟ ଅନୁଯାୟୀ, ଚୀନ୍ ପାକିସ୍ତାନକୁ ନିଜର ସାଟେଲାଇଟ୍ ଏବଂ ଏୟାର…
ଏସିଆ କପରେ ଭାଗ ନେବ ନାହିଁ ଟିମ୍ ଇଣ୍ଡିଆ, BCCIର ବଡ଼ ନିଷ୍ପତ୍ତି!
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଆଗାମୀ ଏସିଆ କପ ୨୦୨୫ରେ ଭାଗ ନେବ ନାହିଁ ବୋଲି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଏକ ବଡ଼ ନିଷ୍ପତ୍ତି ନେଇଛି। BCCI ଏହି ନିଷ୍ପତ୍ତି ସମ୍ପର୍କରେ ଏସିଆନ୍ କ୍ରିକେଟ…
ପ୍ରୋଷ୍ଟେଟ୍ କ୍ୟାନ୍ସରରେ ପୀଡିତ ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ହାଡ଼ ପର୍ଯ୍ୟନ୍ତ ବ୍ୟାପିଛି ରୋଗ
ଓ୍ଵାଶିଂଟନ: ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ (୮୨) ପ୍ରୋଷ୍ଟେଟ କର୍କଟରେ ଆକ୍ରାନ୍ତ ହୋଇଥିବା ଖବର ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ରବିବାର ଦିଆଯାଇଛି। ଏହି ରୋଗ ତାଙ୍କ ହାଡ଼ରେ ବ୍ୟାପି ସାରିଥିବା…
ଆଜି ହେଉଛି ବ୍ରହ୍ମ ଯୋଗ, ମେଷ ଏବଂ ମକର ରାଶି ସମେତ ମୋଟ ୫ଟି ରାଶିର ଲୋକେ ହେବେ ମାଲାମାଲ !
ଦିନଟିରେ ଗଠନ ହୋଇଥିବା ଶୁଭଯୋଗ ପ୍ରଭାବରେ ମେଷ ଏବଂ ମକର ରାଶି ସମେତ ମୋଟ ୫ଟି ରାଶିର ବ୍ୟକ୍ତିବିଶେଷ ଅତ୍ୟନ୍ତ ଶୁଭଫଳ ପାଇବାକୁ ଯାଉଛନ୍ତି ।
ମେଷ ରାଶି
ଭଗବାନ ଶିବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ।…
(Video) କେଏଲ ରାହୁଲ IPLରେ ମାରିଲେ ୫ମ ଶତକ
ନୂଆଦିଲ୍ଲୀ: ଷ୍ଟାର ଭାରତୀୟ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଆଇପିଏଲରେ ଆଉ ଏକ ଶତକ ସାମିଲ କରିଛନ୍ତି। ଏହା ତାଙ୍କ ଆଇପିଏଲ କ୍ୟାରିୟରର ୫ମ ସେଞ୍ଚୁରୀ ଅଟେ।
ଆଇପିଏଲ ୨୦୨୫ର ୬୦ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ…
(Video) ଲୁହ ନ ବାହାରିବା ପାଇଁ ପିଆଜ କାଟିବାର ନୂଆ ଟେକ୍ନିକ୍, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଖୁବ ଭାଇରାଲ ହେଉଛି। ତେବେ ବର୍ତ୍ତମାନ ଆଉ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଯାହାକୁ ଆପଣ ଦେଖିବା ପରେ ନ ହସି ରହିପାରିବେନି।
ଭିଡିଓରେ ଜଣେ ମହିଳା…
“ମୁଁ CJI ଭାବେ ପ୍ରଥମଥର ଆସିଲି, ହେଲେ..”, ଏମିତି କଥା କାହିଁକି କହିଲେ ଭାରତର ମୁଖ୍ୟ ବିଚାରପତି ବିଆର ଗାଭାଇ, ଜାଣନ୍ତୁ
ମୁମ୍ବାଇ: ମହାରାଷ୍ଟ୍ର ଏବଂ ଗୋଆ ବାର କାଉନସିଲ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଓକିଲ ସମ୍ମିଳନୀରେ ଭାରତର ମୁଖ୍ୟ ବିଚାରପତି (CJI) ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗାଭାଇ ଙ୍କ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ…
ଛାତ୍ରଛାତ୍ରୀଙ୍କୁ ମାଗଣାରେ Laptop ଦେଉଛନ୍ତି କି କେନ୍ଦ୍ର ସରକାର? ଜାଣନ୍ତୁ ଏହି ଭାଇରାଲ ମେସେଜର ସତ୍ୟତା
ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟସଆପରେ ଏକ ମେସେଜ ଘୂରି ବୁଲୁଛି ଯେଉଁଥିରେ ଦାବି କରାଯାଉଛି ଯେ, କେନ୍ଦ୍ର ସରକାର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଲାପଟପ୍ ପ୍ରଦାନ କରୁଛନ୍ତି। କିନ୍ତୁ,…
ଭୁବନେଶ୍ୱରରେ ଖୋଲିବ ଜାତୀୟ ତଦନ୍ତକାରୀ ସଂସ୍ଥାର ଶାଖା
ଭୁବନେଶ୍ୱର: ଏକ ବଡ଼ ଖବର। ଭୁବନେଶ୍ୱରରେ ଜାତୀୟ ତଦନ୍ତକାରୀ ସଂସ୍ଥାର ଶାଖା ଖୋଲିବ। ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି।
ଭିଏସଏସ ନଗରରରେ ପ୍ରାରମ୍ଭିକ ଭାବେ ଏନଆଇଏର ଶାଖା କାର୍ଯ୍ୟ କରିବ…