Browsing Category

Featured

(Video) ଆସିବ BioPic, ହରଭଜନଙ୍କ ଚରିତ୍ରରେ ରହିବେ ଏହି ଅଭିନେତା! କ’ଣ କହିଲେ ଭଜ୍ଜି

ନୂଆଦିଲ୍ଲୀ: ବଲିଉଡ ଦୁନିଆରେ ଏବେ ବାୟୋପିକ୍ ଫିଲ୍ମର ଟ୍ରେଣ୍ଡ ଜାରି ରହିଛି । ଗତ କିଛି ବର୍ଷ ମଧ୍ୟରେ ଅନେକ ବ୍ୟକ୍ତିତ୍ୱଙ୍କ ବାୟୋପିକ୍ ପ୍ରସ୍ତୁତ ହୋଇଛି । ଏମ.ଏସ ଧୋନୀ, ଅଝର୍, ଚନ୍ଦୁ-ଦ ଚମ୍ପିଆନ୍ ଏବଂ ସାମ…

ବିବାହ ପୂର୍ବରୁ ପ୍ରତ୍ୟେକ ଯୁବକ-ଯୁବତୀ ୭ଟି ମେଡିକାଲ ଟେଷ୍ଟ କରିବା ନିହାତି ଆବଶ୍ୟକ: ନଚେତ୍ ବସି ବସି ଖାଲି ଭାବିବା ହିଁ ସାର ହେବ

ନୂଆଦିଲ୍ଲୀ: ବିବାହ ହେଉଛି ଏକ ପବିତ୍ର ବନ୍ଧନ । ଏଥିରେ ଦୁଇଟି ଅଜଣା ମନ ପରସ୍ପର ସହ ନୂଆ ସମ୍ପର୍କରେ ବାନ୍ଧି ହୋଇଥାନ୍ତି । କୁହାଯାଏ, ହୋମ ନିଆଁକୁ ସାକ୍ଷୀ ରଖି ଉଭୟ ପୁଅ ଓ ଝିଅ ପରସ୍ପରଙ୍କୁ ସାତ ଜନମର ସାଥୀ ବୋଲି…

ASO ଓ SA ପଦର ମୁଖ୍ୟ ଲିଖିତ ପରୀକ୍ଷାର ଟେକ୍ନିକାଲ ପେପର ସିଲାବସ୍ ବଦଳିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ସହକାରୀ ପରିସଂଖ୍ୟାନ ଅଧିକାରୀ (ଏଏସଓ) ଓ ପରିସଂଖ୍ୟାନ ସହାୟକ (ଏସଏ) ପଦ ପାଇଁ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏହି…

ରହସ୍ୟରେ ଭରା ଏ ମନ୍ଦିର, ରୁହନ୍ତି ଶହ ଶହ ମୂଷା: ଜାଣନ୍ତୁ କର୍ଣ୍ଣି ମାତାଙ୍କ ଅପୂର୍ବ ଲୀଳା

ନୂଆଦିଲ୍ଲୀ : କୁହାଯାଉଛି ଭଗବାନଙ୍କ ଲୀଳା ଅପାର । ଲୋକେ ନିଜର ମନୋସ୍କାମନା ପୂରଣ କରିବା ପାଇଁ ଦୂର ଦୂରକୁ ଯାଇ ଦେବାଦେବୀଙ୍କୁ ଦର୍ଶନ କରୁଛନ୍ତି । ତେବେ କର୍ନି ମାଆର ମନ୍ଦିର ବହୁତ ପ୍ରସିଦ୍ଧ ଅଟେ । ସେଠାକାର…

Decemberରେ ଧନଧାନ୍ୟରେ ପୂରିବ ଘର: ଏହି ରାଶିଙ୍କ ପାଇଁ ସଫଳତା ଆଣିବ ମାସର ପ୍ରଥମ ସପ୍ତାହ

ଓଡ଼ିଶା ଭାସ୍କର: ଚାହୁଁ ଚାହୁଁ ୨୦୨୪ର ଡିସେମ୍ବର ମାସରେ ଆମେ ପହଞ୍ଚି ସାରିଲେଣି । ଆଜିଠାରୁ ଆରମ୍ଭ ହୋଇଛି ବର୍ଷର ଶେଷ ମାସ । ଏହି ମାସରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ରାଶି-ନକ୍ଷତ୍ର ମଧ୍ୟ ଅନେକ…

Waqf Boardକୁ ଭଙ୍ଗ କଲେ ଆନ୍ଧ୍ର ସରକାର: YSR କଂଗ୍ରେସ ଅମଳରେ ହୋଇଥିଲା ଗଠନ

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ସରକାର ଅମଳରେ ଗଠନ ହୋଇଥିବା ୱାକଫ ବୋର୍ଡକୁ ଭଙ୍ଗ କରିଛନ୍ତି ଏନ. ଚନ୍ଦ୍ରବାବୁ ନାଇଡ଼ୁଙ୍କ ନେତୃତ୍ୱାଧୀନ ଟିଡିପି ସରକାର । ୱାକଫ ବୋର୍ଡକୁ ନେଇ…

ନଭେମ୍ବରରେ ମାଲାମାଲ୍ ହେଲେ କେନ୍ଦ୍ର ସରକାର: ୧.୮୨ ଲକ୍ଷ କୋଟିର ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ନଭେମ୍ବରରେ ମୋଟ ଜିଏସ୍ଟି ସଂଗ୍ରହ ୮.୫ ପ୍ରତିଶତ ବୃଦ୍ଧି ହୋଇ ୧.୮୨ ଲକ୍ଷ କୋଟିରୁ ଅଧିକ ହୋଇଛି । ଜିଏସ୍ଟି ସଂଗ୍ରହରେ ବୃଦ୍ଧି ହେବାର କାରଣ ହେଉଛି ଘରୋଇ…

(Video) ବ୍ୟାଟ୍ ଓ ପଡ଼ିଆ ଦେଲେ ‘ଧୋକ୍କା! ଡାଇମଣ୍ଡ ଡକର ଶିକାର ହେଲେ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ସାଧାରଣ ଭାବେ କ୍ରିକେଟକୁ ଏକ ଅନିଶ୍ଚିତତାର ଖେଳ ବୋଲି କୁହାଯାଇଥାଏ । ତେବେ ଅନେକ ସମୟରେ କ୍ରିକେଟ ପଡ଼ିଆରେ ଖେଳାଳିଙ୍କ ସହ ଏପରି କିଛି ଅଘଟଣ ଘଟିଥାଏ, ଯେଉଁ ସମୟରେ କେବଳ ଭାଗ୍ୟକୁ ଦୋଷ ଦେବା ଛଡ଼ା ଅନ୍ୟ…

କିଏ ହେବ ଦିଲ୍ଲୀର ‘ଦିଲୱାଲା’? IPL-2025ରେ କାହା ହାତକୁ ଯିବ DC ନୂଆ ଅଧିନାୟକ ଦାୟିତ୍ୱ

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୫ ମେଗା ନିଲାମୀ ପରେ ବର୍ତ୍ତମାନ ସମସ୍ତ ଦଳ ଫାଇନାଲ ହୋଇସାରିଛି । ଏହି ସିଜନ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ତଙ୍କୁ ଦଳରେ ସାମିଲ କରିନାହିଁ । ତେଣୁ ଲକ୍ଷେ୍ନø ସୁପର ଜିଆଣ୍ଟସରେ…

ଗଙ୍ଗା ଜଳର ଶୁଦ୍ଧତା ପଛରେ ଲୁଚି ରହିଛି ଅନେକ ବୈଜ୍ଞାନିକ କାରଣ., ଜାଣନ୍ତୁ ଏହା କାହିଁକି ହୁଏନି ନଷ୍ଟ

ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ଜୀବନରେ ଗଙ୍ଗା ନଦୀର ଏକ ବିଶେଷ ସ୍ଥାନ ରହିଛି । ଲୋକମାନେ ଗଙ୍ଗାକୁ ପବିତ୍ର ମନେ କରନ୍ତି ଏବଂ ଏହାକୁ ପୂଜା କରନ୍ତି । ଗଙ୍ଗା ଜଳ ମଧ୍ୟ ସ୍ବତନ୍ତ୍ର କାରଣ ରହିଛି ଯେଉଁ କାରଣରୁ…