Browsing Category

Featured

ଛାତିଥରା ଦୃଶ୍ୟ ବଖାଣିଲେ କଞ୍ଚନଜଙ୍ଗା ଏକ୍ସପ୍ରେସରେ ଥିବା ଲୋକ; କହିଲେ କିପରି ହେଲା ଦୁର୍ଘଟଣା

ନୂଆଦିଲ୍ଲୀ: ସୋମବାର ନ୍ୟୁ ଜଳପାଇଗୁଡ଼ି ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେବାଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । କଞ୍ଚନଜଙ୍ଗା ଏକ୍ସପ୍ରେସରେ…

ନେଦରଲ୍ୟାଣ୍ଡରେ ବାହାହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ନେଦରଲାଣ୍ଡରେ ବିବାହ କରିଛନ୍ତି। ଏନେଇ ତାଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ସୋସିଆଲ ମିଡିଆରେ…

ପିରିୟ୍ଡ଼ସ ସମୟରେ ଅସହ୍ୟ ଯନ୍ତ୍ରଣା ହେଉଛି କି ? ତେବେ ଆପଣାନ୍ତୁ ଏହି ୪ଟି ଘରୋଇ ଉପାୟ

ପିରିୟ୍ଡ଼ସ ସମୟରେ ମହିଳାମାନଙ୍କର ଶାରିରୀକ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା। ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଏହି କଷ୍ଟ ଏବଂ ଯନ୍ତ୍ରଣା ଅନୁଭବ ହୁଏ। ଏହି ଯନ୍ତ୍ରଣା ହେତୁ ମହିଳାମାନେ କେବଳ ଉଠିବା, ବସିବା କିମ୍ବା…

ଇଟାଲୀରେ ବୁଡ଼ିଗଲା ଦୁଇଟି ଜାହାଜ; ୧୧ ମୃତ, ୬୦ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ: ଦକ୍ଷିଣ ଇଟାଲୀ ଉପକୂଳରେ ଦୁଇଟି ଜାହଜ ବୁଡ଼ିଯିବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଅଧିକ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଉଦ୍ଧାରକାରୀ ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି।…

ଏହି ଭୁଲ ପାଇଁ ନଷ୍ଟ ହୋଇପାରେ ଆପଣଙ୍କ କ୍ୟାରିୟର, ୫ଟି କଥାକୁ ଗୁରୁତ୍ୱ ଦିଅନ୍ତୁ

ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ନିଜ ଜୀବନରେ ସଫଳତା ପାଇବାକୁ ଚାହିଁଥାନ୍ତି । ସମାଜରେ ମାନ ସମ୍ମାନ ସହ ମୁଣ୍ଡ ଉଠାଇ ଚାଲିବା କାହାକୁ ବା ପସନ୍ଦ ନୁହେଁ କହିଲେ ? ଏଥିପାଇଁ ସେମାନେ ଦିନ ରାତି ପରିଶ୍ରମ କରିବାକୁ…

କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା; ମେରିଟ୍‌ ଲିଷ୍ଟ ଅନୁସାରେ ଦିଆଯିବ ନିଯୁକ୍ତି

କଟକ: (ଓଡ଼ିଶା ଭାସ୍କର) ହାଇକୋର୍ଟରେ କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାରେ ଆଜି ହାଇକୋର୍ଟ ଶୁଣାଣି କରିଛନ୍ତି । ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ନେଇ ପୂର୍ବରୁ ହାଇକୋର୍ଟରେ ମାମଲା…

ପରମାଣୁ କ୍ଷେତ୍ରରେ ପାକିସ୍ତାନକୁ ପଛରେ ପକାଇଲା ଭାରତ; କିନ୍ତୁ ଚୀନଠାରୁ ବହୁତ ପଛରେ

ନୂଆଦିଲ୍ଲୀ: ସୁଇଡିଶ ଥିଙ୍କଟ୍ୟାଙ୍କ ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିପରି)ର ରିପୋର୍ଟ ଅନୁଯାୟୀ, ୨୦୨୩ ସୁଦ୍ଧା ବିଶ୍ୱର ୯ଟି ପରମାଣୁ ଶକ୍ତିସମ୍ପନ୍ନ ଦେଶ ସେମାନଙ୍କ ପରମାଣୁ ଅସ୍ତ୍ରର…

ଦିଲ୍ଲୀରୁ ଚୋରି କରି ଓଡ଼ିଶାରୁ ଗିରଫ; ସୋରରୁ ୨, ଖଇରାରୁ ଜଣେ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଦିଲ୍ଲୀରେ ଚୋରି ଘଟଣା ମାମଲାରେ ଓଡିଶାରୁ ୩ ଜଣଙ୍କୁ ଗିରଫ କରାଯାଇଛି । ଦିଲ୍ଲୀରେ ଜଣେ ସମ୍ବାଦିକଙ୍କ ଘରୁ ଚୋରି କରିଥିବା ମାମଲାରେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଥିବାର ଜଣାପଡିଛି…

ଶପଥ ନେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,: ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବିଧାନସଭାରେ ପହଞ୍ଚିଛନ୍ତି। ଯାହା ପରେ ନବୀନ ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି। ଓଡ଼ିଶା ବିଧାନସଭାର ୩ ଦିନିଆ…

ୟୁନିକ୍ ଶିଶୁକୁ ଜନ୍ମ କଲେ ମହିଳା:କାନ୍ଦିବା ମାତ୍ରେ ପାଟିରେ ଏପରି ଜିନିଷ ଦେଖିଲେ ଯେ ଡାକ୍ତର ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଝାଡଖଣ୍ଡର ଜମସେଦପୁରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ମହିଳା ଏକ ସନ୍ତାନ ଜନ୍ମ ଦେଇଛନ୍ତି । ପିଲାଟି କାନ୍ଦିବା ମାତ୍ରେ ଡାକ୍ତରଖାନା କର୍ମଚାରୀମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ…