Browsing Category
Featured
ସାପ୍ତାହିକ ଛୁଟି ପରେ ଅଫିସ ଯିବାକୁ ଇଛା ହଉନି କି ? ତେବେ ଆପଣାନ୍ତୁ ଏହି ଟିପ୍ସ, ଚୁଟକିରେ ଗାୟବ ହେବ ଥକ୍କାପଣ
ଅନେକ ସମୟରେ ଆମେ ଲମ୍ବା ଛୁଟିରୁ ଆସିବା ପରେ କାମ ଉପରେ ଫୋକସ୍ କମିଯାଏ । କିମ୍ବା ସାପ୍ତାହିକ ଛୁଟି ପରେ ମଧ୍ୟ ପୁଣି ସକାଳୁ ଉଠି ଅଫିସ୍ ଯିବାକୁ ଇଚ୍ଛା ହୁଏ ନାହିଁ । ଶରୀରରେ ଥକ୍କାପଣ ଅନୁଭବ ହେବା ସହିତ ବଡ ଅଳସୁଆ…
ନୂଆ ବାହା ହୋଇଛନ୍ତି କି ? ପାର୍ଟନରଙ୍କ ସହ କରନ୍ତୁନି ଏହି ଭୁଲ, ସମ୍ପର୍କରେ ଦେଖାଦେଇଥାଏ ଫାଟ
ଓଡ଼ିଶା ଭାସ୍କର: ବିବାହର ପ୍ରାରମ୍ଭିକ ସମୟ ନବ ଦମ୍ପତିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ସମୟ ମଧ୍ୟରେ ଦମ୍ପତି ପରସ୍ପର ବିଷୟରେ ଜାଣିବାକୁ ଓ ବୁଝିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ବେଳେ ବେଳେ ନବ…
ସଂଶୋଧିତ ତାଲିକା କୋର୍ଟରେ ଦାଖଲ, ସରକାରଙ୍କୁ ମାଗିଲେ ନିଯୁକ୍ତି ସମ୍ପର୍କିତ ତଥ୍ୟ
କଟକ- ଡେଣ୍ଟାଲ ସର୍ଜନ ନିଯୁକ୍ତିରେ ହୋଇଥିବା ଅନିୟମିତତା ମାମଲାରେ ହାଜର ହୋଇଛନ୍ତି ଓପିଏସସି ସଚିବ । କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ସଚିବ ଆଜି କୋର୍ଟଙ୍କ ସମ୍ମୁଖରେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି । ହାଜର…
ବୋତଲରୁ କ୍ଷୀର ପିଉଥିବା ପିଲାମାନଙ୍କର ନିମୋନିଆ ହେବାର ଆଶଙ୍କା ୧୦ ଗୁଣ ଅଧିକ
ପାଣିପାଗର ପରିବର୍ତ୍ତନ, ପ୍ରଦୂଷଣ ବୃଦ୍ଧି ଏବଂ ଏହା ଉପରେ ଶୀତର ପ୍ରଭାବ ଏହି ଅବସ୍ଥା କାହାକୁ ମଧ୍ୟ ଅସୁସ୍ଥ କରିପାରେ । ଶୀତଦିନେ, ପିଲାମାନଙ୍କ ଠାରେ ଥଣ୍ଡା ଏବଂ କାଶର ସମସ୍ୟା ଯଥେଷ୍ଟ ବୃଦ୍ଧି ପାଇଥାଏ । ଯେତେବେଳେ…
(Breaking) ଚାଷୀଙ୍କ ପାଇଁ ଖୁସି ଖବର, ଦାନା କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ, ଶୀଘ୍ର ମିଳିବ ଟଙ୍କା
ଭୁବନେଶ୍ୱର - ଦାନା ବାତ୍ୟାରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଓଡିଶା ଆସିଲେ କେନ୍ଦ୍ରୀୟ ଟିମ । ଏହି ଟିମ ଆସନ୍ତା ୨୭ ତାରିଖ ଯାଏଁ ଦାନାର କ୍ଷୟକ୍ଷତି ଆକଳନ କରିବେ । ଏଥିପାଇଁ ଦାନା ପ୍ରଭାବିତ ଜିଲ୍ଲା…
BGT-2024 ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ମାତ୍ ଦେଲା ଟିମ ଇଣ୍ଡିଆ: ପର୍ଥରେ ବୁମରାହ ବାହିନୀର ବିଶାଳ ବିଜୟ
ନୂଆଦିଲ୍ଲୀ: ବର୍ଡର ଭାଗାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଦମଦାର ବୋଳିଂ ସହ ୨୯୫ ରନରେ ପର୍ଥ ଟେଷ୍ଟ ନିଜ ନାମରେ କରିଛି ବୁମରାହ ବାହିନୀ । ଯଶସ୍ୱୀ ଜଏସ୍ୱାଲ ଏବଂ ବିରାଟ…
(Breaking) ବିଧାନସଭାର ଶୀତ ଅଧିବେଶନ ଆଗରୁ ବସିଲା ବିଜେପି ବିଧାୟକ ଦଳ ବୈଠକ
ଭୁବନେଶ୍ୱର- ଆସନ୍ତା କାଲିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ବସିବାକୁ ଯାଉଛି । ଏଥିପାଇଁ ଅଧିବେଶନ ପୂର୍ବରୁ ବିଧାନସଭାରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ…
iPhone ୟୁଜର୍ସ ସାବଧାନ! ହୋଇପାରେ ବଡ଼ Attack, ଚେତାବନୀ ଦେଉଛନ୍ତି ସରକାର
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆପଲ ଆଇଫୋନ୍ ୟୁଜରଙ୍କ ସଂଖ୍ୟା ଖୁବ ବଢିବାରେ ଲାଗିଛି । ତେବେ ଏହି ଆଇଫୋନକୁ ନେଇ ଏବେ ବିପଦ ଦେଖାଦେଇଛି । ଆଇଫୋନ ୟୁଜରଙ୍କ ଉପରେ ଏକ ବଡ଼ ‘ଆଟାକ’ ହୋଇପାରେ ବୋଲି ଚେତାବନୀ ଦେଉଛନ୍ତି…
ଏଇ ତ ଦୁନିଆ: ସମ୍ପତ୍ତି ଭାଗବଣ୍ଟାକୁ ନେଇ ବିବାଦ ପରେ କାନ୍ଧ ଦେଲେନି କୁଟୁମ୍ବ, ଆଗେଇ ଆସିଲେ ଝିଅମାନ…
ରାୟପୁର- ଆଜିର ଏହି ଅର୍ଥ ସର୍ବସ୍ୱ ଦୁନିଆରେ ସମ୍ପର୍କର ମାନେ କିଛି ନାହିଁ । ଭାଇ, ବନ୍ଧୁଙ୍କ ପାଇଁ ସମ୍ପତ୍ତି ସବୁ । ପୁଅକୁ ଲୋଡା ବାପାର ଧନ, ଦୌଲତ । ଏମିତି କି ସମ୍ପତ୍ତି ପାଇଁ ମରିଯାଇଥିବା ମଣିଷକୁ କାନ୍ଧ ଦେବାକୁ…
କେଉଁ ଖେଳାଳି ହେବେ ମାଲାମାଲ? ଆଜି ବି ଅକ୍ସନ ମଇଦାନରେ ମହାଲଢେଇ, ଭୁବନେଶ୍ୱର-ସାମ୍ କୁରାନଙ୍କ ଉପରେ ନଜର
ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ପ୍ରଥମ ଦିନରେ ଷ୍ଟାର ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଛି । ଋଷଭ ପନ୍ତ ଶ୍ରେୟସ ଆୟର ଏବଂ ଭେଙ୍କଟେଶ ଆୟରଙ୍କ ପାଇଁ ନୋଟ ବ୍ୟାଙ୍କ ଖୋଲିଥିଲେ ବିଭିନ୍ନ ଫ୍ରାଞ୍ଚାଇଜି । ତେବେ ଅକ୍ସନର…