Browsing Category

Featured

କେହି କରି ନଥିଲେ ଅଶ୍ୱିନ କରି ଦେଖାଇଲେ: ଏକ ଟେଷ୍ଟ ଇନିଂସରେ ୫ ୱିକେଟ୍ ୩୬ ଥର ନେବାରେ ହେଲେ ପ୍ରଥମ ଭାରତୀୟ ବୋଲର

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଅନ୍ତିମ ତଥା ପଞ୍ଚମ ଟେଷ୍ଟରେ ଟିମ୍ ଇଣ୍ଡିଆ ଶାନଦାର ପ୍ରଦର୍ଶନ କରି ମ୍ୟାଚକୁ ନିଜ ନିୟନ୍ତ୍ରଣକୁ ନେଇ ଆସିଛି । ତେବେ ଇଂଲଣ୍ଡ ପ୍ରଥମ ଇନିଂସରେ ଦୁର୍ବଳ ବ୍ୟାଟିଂ…

ପିଆଜ ଷ୍ଟକ୍ ବଢ଼ାଇବା ପାଇଁ ବଡ଼ ଯୋଜନା; ୫ ଲକ୍ଷ ଟନ୍ ପିଆଜ କିଣିବାକୁ ଯାଉଛନ୍ତି ସରକାର

ନୂଆଦିଲ୍ଲୀ: ପିଆଜ ପାଇଁ ଯେପରି ସାଧାରଣ ଲୋକ ଆଉ ଅସୁବିଧାରେ ନ ପଡ଼ନ୍ତି ସେଥିପାଇଁ ପ୍ରସ୍ତୁତି ଜୋରଦାର କରୁଛନ୍ତି ସରକାର। ଏଥିପାଇଁ ସରକାର ପିଆଜର ସୁରକ୍ଷିତ ମହଜୁଦ ବଢ଼ାଇବା ପାଇଁ ଯୋଜନା ଉପରେ କାମ କରୁଛନ୍ତି ଏବଂ…

(video)ସଚିିବାଳୟରେ ଭୀଷଣ ଅଗ୍ନିକାଣ୍ଡ, ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ପାଉଁଶ, ଉଦ୍ଧାର ଲାଗି ସେନାର ନିଆଗଲା ସାହାଯ୍ୟ

ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଶନିବାର ସକାଳେ ଏକ ବଡ ଦୁର୍ଘଟଣା ଘଟିଛି । ଏଠିକାର ବଲ୍ଲଭ ଭବନ (ସଚିବାଳୟ ଭବନ)ର ୧,୪,୫,୬ ମହଲାରେ ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର…

Relationship Tips: ପାର୍ଟନରଙ୍କ ଏଭଳି ବ୍ୟବହାରକୁ କରନ୍ତୁ ନାହିଁ ଅଣଦେଖା, ନଚେତ୍ କରିବେ ଅନୁତାପ

ଓଡ଼ିଶା ଭାସ୍କର: ସମ୍ମାନ ଓ ବିଶ୍ୱାସ ଆଧାରରେ ସମ୍ପର୍କ ଦୀର୍ଘାୟୁ ହୋଇଥାଏ । କିନ୍ତୁ ଆଜିକାଲି ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ବିଶେଷ କରି ଯୁବପିଢ଼ିମାନେ ଟିକେ ଟିକେ କଥାରେ ପାର୍ଟନରଙ୍କ ଉପରେ ସବୁବେଳେ କ୍ରୋଧିତ…

ବିଶ୍ୱର ସବୁଠୁ ଦୀର୍ଘ ବାଇ-ଲେନ୍ ଟନେଲ୍ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ , ଜାଣନ୍ତୁ ମୋଦୀଙ୍କ ଅରୁଣାଚଳ ଗସ୍ତର ମୁଖ୍ୟ ୧୦ ପଏଣ୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଉଇକ୍‌ଏଣ୍ଡ ଯାତ୍ରା ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଜଙ୍ଗଲ ସଫାରୀ ସହ ଆରମ୍ଭ କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ଆଜି ଅରୁଣାଚଳପ୍ରଦେଶରେ ବିଶ୍ୱର ସବୁଠୁ…

ଅରୁଣାଚଳ ପ୍ରଦେଶ: ହାର୍ଟ ଆଟାକରେ ବିଜେପି ବିଧାୟକ ଫୋସୁମ ଖିମହୁନଙ୍କ ପରଲୋକ

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ସେନେଇ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଏହା ମଧ୍ୟରେ ରାଜନେତାଙ୍କର ଦଳ ବଦଳ ପ୍ରକିୟା ଆରମ୍ଭ ହୋଇଯାଇଛି । ତେବେ ଏହା ମଧ୍ୟରେ ରାଜନୈତିକ…

ସ୍ୱର୍ଣ୍ଣ ବିଜେତା ଦେବେନ୍ଦ୍ର ଝାଝାରିଆ ଭାରତୀୟ ପାରା ଅଲିମ୍ପିକ୍ସ କମିଟିର ଅଧ୍ୟକ୍ଷ ନିଯୁକ୍ତ: ବିଜେପି ଟିକେଟରେ ଲଢ଼ିବେ ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ: ଭାରତୀୟ ପାରା ଅଲିମ୍ପିକ୍ସ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଦେବେନ୍ଦ୍ର ଝାଝାରିଆ । ୪୨ ବର୍ଷୀୟ ଦେବେନ୍ଦ୍ର ପାରା ଜାଭେଲିନ୍ ଥ୍ରୋ’ରେ ଦେଶ ପାଇଁ…

ଇଣ୍ଡିଆ ମେଣ୍ଟରେ ସାମିଲ ହେବା କଥାକୁ ଖଣ୍ଡନ କଲେ ମାୟାବତୀ; କହିଲେ ଏହା ଏକ ଗୁଜବ

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଇଣ୍ଡିଆ ମେଣ୍ଟରେ ସାମିଲ ହେବା କିମ୍ବା ତୃତୀୟ ମୋର୍ଚ୍ଚା ଗଠନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଖଣ୍ଡନ କରିବା ସହ ଏକ ଗୁଜବ ବୋଲି କହିଛନ୍ତି । ତାଙ୍କ ଦଳ ଏକାକୀ…

କେତେବେଳେ ଜିପ୍ ତ କେତେବେଳେ ହାତୀ ସଫାରୀ, ସାମ୍ନାକୁ ଆସିଲା ମୋଦୀଙ୍କ କାଜିରଙ୍ଗା ଯାତ୍ରାର ଫଟୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ଶନିବାର ସକାଳେ ଆସାମର କାଜିରଙ୍ଗା ରାଷ୍ଟ୍ରୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ବୁଲିଛନ୍ତି ଓ ଏହି ଅବସରରେ ମୋଦୀ ହାତୀ ଓ ଜିପ୍ ସଫାରୀର ମଜା…

ପଶ୍ଚିମବଙ୍ଗ: ବିଜେପିରୁ ଇସ୍ତଫା ଦେଲେ ସାଂସଦ କୁନର ହେମ୍ବ୍ରମ୍

ନୂଆଦିଲ୍ଲୀ: ଆଗକୁ ଆସୁଛି ଲୋକସଭା ନିର୍ବାଚନ । ଚଳିତ ମାସ ୧୫ ତାରିଖ ସୁଦ୍ଧା ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ତେବେ ଆଗାମୀ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ…