Browsing Category
Featured
ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଛଟେଇକୁ ନେଇ ବଡ଼ ଘୋଷଣା କଲା ଏହି କମ୍ପାନୀ, ଚାଲିଯିବ ୧୦,୦୦୦ କର୍ମଚାରୀଙ୍କ ଚାକିରି
ଟୋକିଓ/ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଜାପାନର ବଡ଼ ଇଲେକ୍ଟ୍ରୋନିକ୍ସ କମ୍ପାନୀ ପ୍ୟାନାସୋନିକ ହୋଲ୍ଡିଂସ ଏକ ବଡ଼ ଛଟନା ଘୋଷଣା କରିଛି। କମ୍ପାନୀ…
ଭାରତ-ପାକିସ୍ତାନ ଉତ୍ତେଜନାରେ ସେୟାର ବଜାରରେ ବଡ଼ ଝଟକା: ୨ ଦିନରେ ବୁଡ଼ିଲା ନିବେଶକଙ୍କ ୭ ଲକ୍ଷ କୋଟି ଟଙ୍କା
ମୁମ୍ବାଇ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନାର ସିଧାସିଧି ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ପଡ଼ିଛି। ଗତ ଦୁଇ କାରବାରୀ ଦିନରେ ନିବେଶକଙ୍କ ପ୍ରାୟ ୭ ଲକ୍ଷ କୋଟି ଟଙ୍କା…
ସାବଧାନ! ଏବେ ପାକିସ୍ତାନ କରୁଛି ସାଇବର ଆଟାକ, ବ୍ୟାଙ୍କ ଅଧିକାରୀଙ୍କ ସହ ଅର୍ଥମନ୍ତ୍ରୀଙ୍କ ବୈଠକ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ସାଇବର ଆକ୍ରମଣ ଜରିଆରେ ଭାରତର ଆର୍ଥିକ ବ୍ୟବସ୍ଥାକୁ ଟାର୍ଗେଟ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହି ଆଶଙ୍କାକୁ ଦୃଷ୍ଟିରେ ରଖି…
ମୁନିରଙ୍କ ସେନାକୁ ବଡ଼ ଝଟକା ! ପାକିସ୍ତାନର ଏହି ୨ଟି ଅଞ୍ଚଳ ଏବେ ସେନାର କଣ୍ଟ୍ରୋଲ ବାହାରେ
ଇସଲାମାବାଦ: ଭାରତ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ସେନାକୁ ବଡ ଝଟକା ଲାଗିଛି। ବଲୁଚିସ୍ତାନର ମୁଖ୍ୟ ଅଞ୍ଚଳ କେଚ ଓ ପଞ୍ଜଗୁର ଉପରେ ବଲୁଚ ଲିବରେସନ ଆର୍ମୀ (BLA) ନିୟନ୍ତ୍ରଣ ହାସଲ କରିଥିବା ରିପୋର୍ଟ…
ନୋଏଡାରେ ଭୂକମ୍ପ ଯୋଗୁଁ କମ୍ପିଲା ମାଟି, ଘରୁ ବାହାରି ଆସିଲେ ଲୋକେ; ଆଧା ରାତିରେ ପାକିସ୍ତାନରେ ମଧ୍ୟ ଝଟକା ଅନୁଭୂତ
ନୋଏଡା: ଶୁକ୍ରବାର ରାତିରେ ଉତ୍ତର ପ୍ରଦେଶର ନୋଏଡା ସମେତ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୩ ମାପାଯାଇଛି। ରାତି ପ୍ରାୟ ୧:୩୦ରେ ଏହି ଝଟକା ଅନୁଭୂତ ହେବାରୁ…
ପାକିସ୍ତାନୀ ପୋଷ୍ଟ ଉଡ଼ାଇଲା ଭାରତ, Video ଜାରି କଲା ସେନା
ନୂଆଦିଲ୍ଲୀ : ଭାରତୀୟ ସେନା ପାକିସ୍ତାନର ଏକ ସୈନ୍ୟ ପୋଷ୍ଟକୁ ନିୟନ୍ତ୍ରଣ ରେଖା (LoC) ନିକଟରେ ଧ୍ୱଂସ କରିଛି ଏବଂ ଏହି କାର୍ଯ୍ୟର ଏକ ଭିଡିଓ ଜାରି କରିଛି। ଏହା ପାକିସ୍ତାନର ପ୍ରତି ଭାରତର କଡ଼ା ଜବାବ ବୋଲି…
ପାକିସ୍ତାନ ଗୁଳିଚାଳନାରେ ରାଜୌରୀରେ ଜଣେ ଅଧିକାରୀଙ୍କ ମୃତ୍ୟୁ, ଶ୍ରୀନଗରରେ ଲଗାତାର ବିସ୍ଫୋରଣର ଶବ୍ଦ
ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରର ରାଜୌରୀ ଜିଲ୍ଲାରେ ପାକିସ୍ତାନର ଗୁଳିଚାଳନା ଓ ଗୋଳାବର୍ଷଣ ଯୋଗୁଁ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ମୃତ ଅଧିକାରୀ ହେଉଛନ୍ତି ରାଜୌରୀର ଅତିରିକ୍ତ ଜିଲ୍ଲା ଉନ୍ନୟନ…
ଫିରୋଜପୁରର ଆବାସିକ ଅଞ୍ଚଳରେ ପାକିସ୍ତାନର ଡ୍ରୋନ ଆକ୍ରମଣ: ଆହତ ପରିବାରକୁ ହସ୍ପିଟାଲରେ ଭର୍ତ୍ତି
ଫିରୋଜପୁର/ନୂଆଦିଲ୍ଲୀ: ପଞ୍ଜାବର ଫିରୋଜପୁର ଜିଲ୍ଲାର ଏକ ଆବାସିକ ଅଞ୍ଚଳରେ ଶୁକ୍ରବାର ରାତିରେ ପାକିସ୍ତାନର ଏକ ଡ୍ରୋନ ଆକ୍ରମଣ କରିଛି, ଯେଉଁଥିରେ ଏକ ପରିବାରର ସଦସ୍ୟମାନେ ଆହତ ହୋଇଛନ୍ତି। ଏକ୍ସରେ ଏକ ପୋଷ୍ଟ…
ଆଇଏଏସ୍ ସ୍ତରରେ ଅଦଳବଦଳ: ସଞ୍ଜୟ କୁମାର ହେଲେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ
ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର । ଏହି ଅଦଳବଦଳ ରାଜ୍ୟରେ ପ୍ରଶାସନିକ ଦକ୍ଷତା ବୃଦ୍ଧି ଓ ସୁଶାସନ ସୁନିଶ୍ଚିତ କରିବା ଲକ୍ଷ୍ୟରେ କରାଯାଇଛି ।
ସୂଚନା ମୁତାବକ, ସଞ୍ଜୟ…
ଭାରତ-ପାକିସ୍ତାନ ଯୁଦ୍ଧ: ୫ଟି ପ୍ରମୁଖ ଆଇଟି କମ୍ପାନୀରେ ୱାର୍କ ଫ୍ରମ୍ ହୋମ୍ ଆରମ୍ଭ, କର୍ମଚାରୀ ସୁରକ୍ଷା ପାଇଁ ନିର୍ଦ୍ଦେଶ ଜାରି
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ନିୟନ୍ତ୍ରଣ ରେଖା (LoC) ଉପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବଂ ସୀମାରେ ଗୋଳାବାରୁଦ ଓ ଡ୍ରୋନ ଆକ୍ରମଣ ଚେଷ୍ଟା ମଧ୍ୟରେ ଭାରତର ପ୍ରମୁଖ ଆଇଟି କମ୍ପାନୀଗୁଡ଼ିକ…