Browsing Category

Featured

ଗୋଟିଏ ଘୋଡ଼ୀ ଜୀବନରେ କେତୋଟି ଛୁଆ ଜନ୍ମ ଦିଏ? ଜାଣନ୍ତୁ ସବୁଠୁ ଶକ୍ତିଶାଳୀ ଘୋଡ଼ା ପ୍ରଜାତି ବିଷୟରେ

ଓଡ଼ିଶା ଭାସ୍କର ଡେସ୍କ: ଇତିହାସର ପୃଷ୍ଠାଠାରୁ ଆରମ୍ଭ କରି ଆଜିର ଆଧୁନିକ ଯୁଗ ପର୍ଯ୍ୟନ୍ତ, ମନୁଷ୍ୟ ଏବଂ ଘୋଡ଼ାର ସମ୍ପର୍ଣ୍ଣ ସମ୍ପର୍କ ବେଗ, ବିଶ୍ୱାସନତା ଏବଂ ଅତୁଟ ଶକ୍ତିର ଏକ ଜୀବନ୍ତ ପ୍ରମାଣ ହୋଇ ରହିଆସିଛି।…

ଗ୍ରହ ନକ୍ଷତ୍ରଙ୍କ ବିରଳ ସଂଯୋଗ, ମହାଦେବଙ୍କ କୃପାରୁ ଏହି ୪ ରାଶିଙ୍କ ଖୋଲିବ ଭାଗ୍ୟ

ଓଡ଼ିଶା ଭାସ୍କର ଡେସ୍କ: ଆଜି ହେଉଛି କାର୍ତ୍ତିକ ଶୁକ୍ଳ ପକ୍ଷର ଷଷ୍ଠୀ ତିଥି ଏବଂ ପବିତ୍ର ଛଠ୍ ମହାପର୍ବର ସନ୍ଧ୍ୟା ଅର୍ଘ୍ୟ। ଆଜି ସାରା ଦିନ ଷଷ୍ଠୀ ତିଥି ରହିବା ସହିତ ଚନ୍ଦ୍ରଦେବ ଭୋର ୩:୧୧ ମିନିଟ୍‌ରେ ମକର ରାଶିରେ…

ନା ଟ୍ରାନ୍ସପ୍ଲାଣ୍ଟ, ନା ସର୍ଜରୀ, ବୈଜ୍ଞାନିକଙ୍କ ନୂଆ ଅବିସ୍କୃତ ଏହି ହାଇଟେକ୍ ପାନିଆ ଆଣିବ ନୂଆ କେଶ! ଜାଣନ୍ତୁ…

ଭୁବନେଶ୍ୱର: ଆଜିକାଲି କେଶ ଝଡ଼ିବା ଏବଂ ଚନ୍ଦାପଣ ସମସ୍ୟା ପ୍ରତି ଦ୍ୱିତୀୟ ବ୍ୟକ୍ତିଙ୍କ ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହି ସମସ୍ୟାରୁ ମୁକ୍ତି ପାଇଁ ଲୋକମାନେ ହଜାର ହଜାର ଟଙ୍କାର ଔଷଧ ଖାଇବା ସହିତ…

ଅଣ୍ଡର-୧୯ ଏସିଆ କପ୍ ଜିତି ଭାରତକୁ ପାଇଲା ପୁଳା ପୁଳା ପୁରସ୍କାର ରାଶି, ଜାଣନ୍ତୁ ପାକିସ୍ତାନକୁ ମିଳିଲା କେତେ

ନୂଆଦିଲ୍ଲୀ: ଭାରତୀୟ ଅଣ୍ଡର-୧୯ କ୍ରିକେଟ୍ ଦଳ ନବମ ଥର ପାଇଁ ଏସିଆ କପ୍‌ର ଟ୍ରଫି ଜିତି ଇତିହାସ ରଚିଛି। ଗତ ଶନିବାର ଅନୁଷ୍ଠିତ ଅତ୍ୟନ୍ତ ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୧ ଓ୍ୱିକେଟ୍‌ରେ…

ମୁଖ୍ୟମନ୍ତ୍ରୀଙ୍କ ନାତୁଣୀଙ୍କୁ କରିଥିଲେ ବିବାହ, ଏବେ ବଦଳିଗଲା ଚେହେରା, ଚିହ୍ନିବା କଷ୍ଟକର!

ଓଡିଶା ଭାସ୍କର : ୯୦ ଦଶକ ଓ ୨୦୦୦ ମସିହାର ଆରମ୍ଭ ସମୟରେ ନିଜ ଅଭିନୟ ପାଇଁ ଦର୍ଶକଙ୍କ ମନ ଜିଣିଥିବା ବଲିଉଡ୍ ଅଭିନେତା ଶରଦ କପୁର ଏବେ ଏକ ଭାବପ୍ରବଣ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ…

୮ମ ବେତନ ଲାଗୁ ହେବା ପୂର୍ବରୁ ଅବସର ନେଇଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର, ଏତେ ଟଙ୍କା ମିଳିବ ଏରିଅର୍..

ଓଡ଼ିଶା ଭାସ୍କର ଡେସ୍କ: ଅଷ୍ଟମ ବେତନ ଆୟୋଗକୁ ନେଇ କେନ୍ଦ୍ର ସରକାରଙ୍କ ବର୍ତ୍ତମାନର କର୍ମଚାରୀଙ୍କ ସହ ଅବସରପ୍ରାପ୍ତ କର୍ମଚାରୀଙ୍କ ମନରେ ମଧ୍ୟ ଅନେକ ପ୍ରଶ୍ନ ରହିଛି। ବିଶେଷକରି ନୂଆ ବେତନ ଢାଞ୍ଚା ଲାଗୁ ହେବା…

ଗୋଟିଏ ଦିନ ବି ରହୁନି ଧନିଆ ପତ୍ର, ଫ୍ରିଜରେ ରଖିଲେ ବି ସଢ଼ିଯାଉଛି, ଆପଣାନ୍ତୁ ଏହି ଉପାୟ, ସପ୍ତାହେ ଯାଏଁ ରହିବ ଫ୍ରେସ୍

ଓଡ଼ିଶା ଭାସ୍କର ଡେସ୍କ: ରୋଷେଇର ସ୍ୱାଦ ଏବଂ ବାସ୍ନା ବୃଦ୍ଧି କରିବାରେ ଧନିଆ ପତ୍ରର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଡାଲି, ତରକାରୀ ହେଉ କିମ୍ବା ଚଟଣୀ, ପ୍ରାୟ ପ୍ରତ୍ୟେକ ଘରେ ଏହାର ବ୍ୟବହାର କରାଯାଇଥାଏ। କିନ୍ତୁ…

ଏହି ୩ ରାଶି କରିବେ ରାଜ୍, ୪ ରାଶିଙ୍କ ପାଇଁ ଆଜିର ଦିନ ଭାରୀ ଖରାପ୍, ୨ ରାଶିଙ୍କର ସବୁ ଇଚ୍ଛା ପୁରା ହେବ

ଓଡ଼ିଶା ଭାସ୍କର ଡେସ୍କ: ଆଜି କାର୍ତ୍ତିକ ଶୁକ୍ଳପକ୍ଷର ଉଦୟା ଷଷ୍ଠୀ ତିଥି ଏବଂ ରବିବାର। ଆଜି ରାତି ୨ଟା ୦୨ ମିନିଟ୍ ପର୍ଯ୍ୟନ୍ତ ଷଷ୍ଠୀ ତିଥି ରହିବ। ଏହା ସହ ଆଜି ଛଟ୍ ବ୍ରତର ତୃତୀୟ ଦିନ। ରାତି ୧୧ଟା ୨୯ ମିନିଟ୍…

ମହାକାଶରୁ ଆସୁଛି ରେଡିଓ ସିଗ୍ନାଲ୍, କିଏ ପଠାଉଛି ଏହି ରହସ୍ୟମୟ ସନ୍ଦେଶ? ବୈଜ୍ଞାନିକ ଖୋଲିଲେ ରହସ୍ୟ!

ନୂଆଦିଲ୍ଲୀ: ମହାକାଶର ଅନନ୍ତ ଗଭୀରତାରୁ ଆସୁଥିବା ଏକ ରହସ୍ୟମୟ ଏବଂ କ୍ଷଣସ୍ଥାୟୀ ସଙ୍କେତ ବୈଜ୍ଞାନିକମାନଙ୍କୁ ଦୀର୍ଘ ଦିନ ଧରି ଦ୍ୱନ୍ଦ୍ୱରେ ପକାଇ ଆସିଥିଲା। ପ୍ରତି ୭.୯ ମିନିଟରେ ମହାକାଶରୁ ଆସୁଥିବା ଏହି ରେଡିଓ…

ଶୀତଦିନେ ବଢ଼େ ହାର୍ଟ ଆଟାକ୍‌ର ଆଶଙ୍କା! ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ରକ୍ଷା ପାଇବାର ଉପାୟ

ଓଡ଼ିଶା ଭାସ୍କର ଡେସ୍କ: ହାର୍ଟ ଆଟାକ୍ ସେତେବେଳେ ହୋଇଥାଏ ଯେତେବେଳେ ହୃତପିଣ୍ଡକୁ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହୁଏ ଏବଂ ହୃତପିଣ୍ଡ ଶରୀରର ଅନ୍ୟାନ୍ୟ ଅଂଶକୁ ସଠିକ୍ ଭାବେ ରକ୍ତ ପମ୍ପ କରିପାରେ ନାହିଁ। ଯଦି…