Browsing Category

Featured

୩୫% ବୃଦ୍ଧି ପାଇଲା ସୁନା ବିକ୍ରି, ଅଧିକ ଦର ସୁଦ୍ଧା ଅକ୍ଷୟ ତୃତୀୟାରେ ଦମଦାର ରୋଜଗାର

ନୂଆଦିଲ୍ଲୀ: ବୁଧବାର ଅକ୍ଷୟ ତୃତୀୟାର ଶୁଭ ଅବସରରେ ଭାରତରେ ସୁନା ଓ ରୂପା କ୍ରୟ ବହୁ ପରିମାଣରେ ବୃଦ୍ଧି ପାଇଛି। ବିଶେଷ କଥା ହେଉଛି ସୁନା ଓ ରୂପା ମୂଲ୍ୟ ଅଧିକ ହୋଇଥିଲେ ମଧ୍ୟ ସପିଂ ପ୍ରତି ଲୋକଙ୍କ ମଧ୍ୟରେ ଅତୁଳନୀୟ…

ଆଜିଠୁ ବଦଳିଯିବ ATMରୁ ଟଙ୍କା ଉଠାଣ ନିୟମ, ଜାଣନ୍ତୁ

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଏଟିଏମ କାର୍ଡର ବ୍ୟବହାର କରୁଛନ୍ତି। ବର୍ତ୍ତମାନ ଏହାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୧ ମେ’ ୨୦୨୫ ଅର୍ଥାତ୍ ଆଜିଠୁ ଏଟିଏମର ନିୟମଗୁଡ଼ିକରେ ପରବର୍ତ୍ତନ ହେବାକୁ ଯାଉଛି। ଅର୍ଥାତ…

ମାସକୁ କେତେଥର ମିଠା ଖାଇପାରିବେ ମଧୁମେହ ରୋଗୀ, ଜାଣନ୍ତୁ ଏହାର ଉତ୍ତର

ଓଡ଼ିଶା ଭାସ୍କର: ମଧୁମେହ ରୋଗୀଙ୍କୁ ସବୁବେଳେ କୁହାଯାଏ ମିଠାଠାରୁ ଦୂରରେ ରହିବା ପାଇଁ । କିନ୍ତୁ ଏହାର ଅର୍ଥ ନୁହେଁ ଡାଇବେଟିସ୍ ରୋଗୀ ମିଠା ଖାଇପାରିବେ ନାହିଁ । ବିଶ୍ୱରେ ସବୁଠାରୁ ଅଧିକ ମଧୁମେହ ରୋଗୀ ଭାରତରେ…

ଗଣେଶଙ୍କ ଅଷ୍ଟୋତ୍ତର ଶତ ନାମାବଳି ଜପିଲେ ମିଳିବ ଅଶେଷ କୃପା, ସନ୍ଧ୍ୟା ପୂଜା ସମୟରେ ପଢିଲେ ପାଇବେ ସଫଳତା

ଓଡ଼ିଶା ଭାସ୍କର: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏଥିସହ ଆଜି ବୁଧବାର। ହିନ୍ଦୁ ଶାସ୍ତ୍ରରେ ବୁଧବାର ଦିନ ଗଣେଶଙ୍କ ବିଶେଷ ପୂଜା ହୋଇଥାଏ। ସନ୍ଧ୍ୟା ସମୟରେ ଆପଣ ଗଣେଶଙ୍କ ଅଷ୍ଟୋତ୍ତର ଶତ ନାମାବଳି ଜପ କରନ୍ତୁ। ଦେଖିବେ…

ଭାରତୀୟ ସେନାର ଜବରଦସ୍ତ ପାଲଟା ଜବାବ, ପୋଷ୍ଟ ଛାଡ଼ି ପଳାଇଲେ ପାକିସ୍ତାନୀ ସୈନିକ, ପତାକା ମଧ୍ୟ ହଟାଇଲେ

ଶ୍ରୀନଗର/ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ୨୨ ଏପ୍ରିଲ ୨୦୨୫ରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ନିୟନ୍ତ୍ରଣ ରେଖା (ଏଲଓସି)…

କାଲିଠାରୁ ବନ୍ଦ ହେବ ଏହି ୧୫ଟି ବ୍ୟାଙ୍କ! ବୁଡ଼ିଯିବ କି ଆପଣଙ୍କ ଟଙ୍କା ?

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ଏକ ରାଜ୍ୟ, ଏକ ଗ୍ରାମୀଣ ବ୍ୟାଙ୍କ’ ନୀତି ଅନୁସାରେ, ୧ ମଇ ୨୦୨୫ଠାରୁ ଦେଶର ୧୫ଟି ଗ୍ରାମୀଣ ବ୍ୟାଙ୍କ ବନ୍ଦ ହେବାକୁ ଯାଉଛି। ଏହି ବ୍ୟାଙ୍କଗୁଡ଼ିକୁ ଅନ୍ୟ ଗ୍ରାମୀଣ ବ୍ୟାଙ୍କ ସହିତ…

ଅକ୍ଷୟ ତୃତୀୟାକୁ କାହିଁକି ବର୍ଷର ସବୁଠୁ ଶୁଭ ଦିନ କୁହାଯାଏ? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ଓଡ଼ିଶା ଭାସ୍କର: ବନବାସରେ ପାଣ୍ଡବମାନେ ଭୋକିଲା ଥିଲେ। ଏହି ସମୟରେ ଯୁଧିଷ୍ଠିର ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କଲେ। ସୂର୍ଯ୍ୟଦେବ ସେମାନଙ୍କୁ ଏକ ଅକ୍ଷୟ ପାତ୍ର ପ୍ରଦାନ କରିଥିଲେ। ଏକ ଅଲୌକିକ ପାତ୍ର, ଯେଉଁଥିରେ କେବେ…

Airtelର ବଡ଼ ଧମାକା, ଏଣିକି ଏହି ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ମିଳିବ ଦ୍ୱିଗୁଣା ଇଣ୍ଟରନେଟ୍ ଡାଟା

ନୂଆଦିଲ୍ଲୀ: ଏୟାରଟେଲ ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ। ଏୟାରଟେଲର ବର୍ତ୍ତମାନ 38 କୋଟିରୁ ଅଧିକ ଉପଭୋକ୍ତା ଅଛନ୍ତି। ଗ୍ରାହକଙ୍କ ସୁବିଧା ପାଇଁ, କମ୍ପାନୀ ବିଭିନ୍ନ ପ୍ରକାରର ରିଚାର୍ଜ ଯୋଜନା ପ୍ରଦାନ କରେ।…

Motorola Edge 60 Proର ହେଲା ଭାରତରେ ଧମାକାଦାର ଏଣ୍ଟ୍ରୀ, ଫିଚର୍ସ ଜିତିନେବ ଆପଣଙ୍କ ମନ

ନୂଆଦିଲ୍ଲୀ: ଗ୍ରାହକମାନଙ୍କ ପାଇଁ Motorola ଏକ ନୂଆ ସ୍ମାର୍ଟଫୋନ୍ Motorola Edge 60 Pro ଲଞ୍ଚ କରିଛି। ଗୁରୁତ୍ୱପୂର୍ଣ୍ଣ ଫିଚରଗୁଡ଼ିକ ବିଷୟରେ କହିବାକୁ ଗଲେ, ଏହି ନୂଆ Motorola ସ୍ମାର୍ଟଫୋନ୍ AI ପ୍ଲେଲିଷ୍ଟ…

ଶୁଖିବାକୁ ଲାଗିଲାଣି ପାକିସ୍ତାନ! ସାଟେଲାଇଟ୍ ଫୁଟେଜରେ ଦେଖନ୍ତୁ ଭାରତର ଜଳ ପ୍ରହାରର ପ୍ରଭାବ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ, ପାକିସ୍ତାନ ବିରୁଦ୍ଧରେ ଅନେକ ରଣନୈତିକ ପଦକ୍ଷେପ ନେଇଛି ଭାରତ। ଏହି ପଦକ୍ଷେପଗୁଡ଼ିକରେ ସିନ୍ଧୁ ଚୁକ୍ତିନାମାକୁ ସ୍ଥଗିତ ରଖିବା ମଧ୍ୟ ଅନ୍ତର୍ଭୁକ୍ତ, ଯାହାର ପ୍ରଭାବ ସାଟେଲାଇଟ୍…